ଓଡ଼ିଶାଲାଇଭ ବ୍ୟୁରୋ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କଶ୍ମୀରର ସିଆଚେନ ଓ ଶ୍ରୀନଗର ଗସ୍ତ କରିଛନ୍ତିା ଏହି ଗସ୍ତରେ ରାଜନାଥଙ୍କ ସହିତ ସେନା ମୁଖ୍ୟ ବିପିନ ରାଓ୍ୱତ ରହିଛନ୍ତିା ରାଜନାଥ ପ୍ରଥମେ ସିଆଚେନ ଯାଇଛନ୍ତିା।
ସିଆଚେନକୁ ବିଶ୍ୱର ସବୁଠାରୁ ଭୟଙ୍କର ଯୁଦ୍ଧକ୍ଷେତ୍ର ବୋଲି କୁହାଯାଇଥାଏ । ରାଜନାଥ ସେଠାରେ ଫିଲ୍ଡ କମାଣ୍ଡର ଏବଂ ଯବାନଙ୍କ ସହିତ ଆଲୋଚନା ମଧ୍ୟ କରିବେ। ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ରାଜନାଥ ଅଧିକାରୀଙ୍କ ସହ ଆଲୋଚନା କରି ଆକ୍ସନ ପ୍ଲାନ କରିବୋ
ସିୟାଚେନ ପରେ ରାଜନାଥ ଶ୍ରୀନଗର ଗସ୍ତ କରିବୋ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ରାଜନାଥ ପ୍ରତିରକ୍ଷା ଦାୟିତ୍ୱ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଗସ୍ତା