ବିଦ୍ୟୁତ ଆଘାତରେ ଜେଜେମା-ନାତି ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାଠାରେ ବସ୍‌ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ବେଲଗୁଣ୍ଠା ବ୍ଲକ କୋକଳୁଣ୍ଡା...

ବ୍ରହ୍ମପୁର: ଏସପି ଅଫିସ ସାମ୍ନାରେ ଦେହରେ ନିଆଁ ଲଗାଇଲେ ବିଜେଡି ନେତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଲେ ବିଜେଡି ଦଳର ନେତ୍ରୀ ମିନାକ୍ଷୀ ମିଶ୍ର। ବୁଧବାର ସେ ନିଜ ଦେହରେ କିରୋସିନି ଢ଼ାଳି ନିଜକୁ ଜାଳିବାକୁ ଉଦ୍ୟମ କରିଛନ୍ତି। ମିନାକ୍ଷୀଙ୍କ...

ବିଦ୍ୟୁତ ତାର ଉଜାଡ଼ିଦେଲା ଡଙ୍କଲପାଡୁ ଗାଁର ହସଖୁସି – କିଏ ପୁଅକୁ ଛୁରୁଛି ତ ଆଉ କିଏ ଝିଅକୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଥିଲେ ଘରେ ବାଜିଥାନ୍ତା ଶୁଭଶଙ୍ଖ। ହୁଳହୁଳିରେ ଫାଟି ପଡ଼ିଥାନ୍ତା ଗାଁ ପରିବେଶ। ବରବେଶ ସାଜି ଚିକରଦା ଗାଁକୁ ଯାଇଥାନ୍ତେ ଡଙ୍କଲପାଡୁର ଜି ଅଶୋକ। ହେଲେ ରବିବାର ଦିନ ସବୁକିଛି ଓଲଟପାଲଟ...

ବ୍ରହ୍ମପୁର ବସ୍ ଦୁର୍ଘଟଣା – ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ସହ ସାଉଥକୋ ସିଇଓଙ୍କ ଗିରଫ ଦାବି କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁରରେ ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୧୧ଜଣଙ୍କ ମୃତ୍ୟୁ ଘଟଣାରେ ତିୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଶକ୍ତି ବିଭାଗର ଉଦାଦସୀନତା ଯୋଗୁଁ ଏଭଳି...

ବିଦ୍ୟୁତ ତାରରେ ବସ ଲାଗିବା ଘଟଣା – ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରରେ ବରଯାତ୍ରୀ ବସ ବିଦ୍ୟୁତ୍ ତାର ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିବା ସହିତ ୩୫ଜଣ...

ତାରାତାରିଣୀ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ଭିତରେ ଶେଷ କରିବାକୁ...

ବିଜେପି, ବ୍ରହ୍ମପୁର, ବାବୁଲ୍‌ ଓ ବୈଜୟନ୍ତ – ସିଏଏ ସପକ୍ଷରେ ‘4-B’ କ୍ୟାମ୍ପେନ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସିଏଏ ସପକ୍ଷରେ ଜନସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି ବିଜେପି। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାକୀ କଟକରେ ସିଏଏ ସପକ୍ଷରେ ଅଣ୍ଟା ଭିଡ଼ିଥିବା ବେଳେ ଶୁକ୍ରବାର ‘4-B’...

ଜଗତ୍‌ସିଂହପୁରର ସୈକ୍, ବ୍ରହ୍ମପୁରର ଚିନ୍ମୟୀ – କେମିତି ପାଲଟିଲେ ଯକ୍ଷ୍ମା ସଚେତନତା ଆମ୍ବାସଡର?

ଅନୁଜ ଦାସ ନିଜେ ଜିତିଲେ, ଏବେ ବୁଲି ବୁଲି ପ୍ରଚାର କରୁଛନ୍ତି ‘ଟିବି ହାରିବ, ଦେଶ ଜିତିବ’। ସମୟ ବଦଳିଛି। ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ ଭୟ ରହିଛି। କେଉଁଠି ରୋଗୀ...

ରଙ୍ଗେଇଲୁଣ୍ଡା ବିମାନ ଅବତରଣ ସ୍ଥାନର ସମ୍ପ୍ରସାରଣ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବିମାନ ସେବା ସ୍ଥାନର ସମ୍ପ୍ରସାରଣ କରାଯିବ। ଏଥିପାଇଁ  ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହାକୁ ଅଧିକ ଚଉଡ଼ା କରାଯିବ। ପିଡବ୍ଲୁଡି ପକ୍ଷରୁ ବର୍ତ୍ତମାନର ୯୦୦ ମିଟର ଓସାରକୁ...

କିଟ୍ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍ ବିଶ୍ୱଦ୍ୟାଳୟକୁ ମିଳିଛି ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ର ମାନ୍ୟତା। ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‌କୁ ଏହି ମାନ୍ୟତା ମିଳିଛି। କେନ୍ଦ୍ର ମାନବସମ୍ବଳ ବିକାଶ...