ବିଦ୍ୟୁତ ତାରରେ ବସ ଲାଗିବା ଘଟଣା – ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରରେ ବରଯାତ୍ରୀ ବସ ବିଦ୍ୟୁତ୍ ତାର ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିବା ସହିତ ୩୫ଜଣ...

ତାରାତାରିଣୀ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ଭିତରେ ଶେଷ କରିବାକୁ...

ବିଜେପି, ବ୍ରହ୍ମପୁର, ବାବୁଲ୍‌ ଓ ବୈଜୟନ୍ତ – ସିଏଏ ସପକ୍ଷରେ ‘4-B’ କ୍ୟାମ୍ପେନ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସିଏଏ ସପକ୍ଷରେ ଜନସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି ବିଜେପି। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାକୀ କଟକରେ ସିଏଏ ସପକ୍ଷରେ ଅଣ୍ଟା ଭିଡ଼ିଥିବା ବେଳେ ଶୁକ୍ରବାର ‘4-B’...

ଜଗତ୍‌ସିଂହପୁରର ସୈକ୍, ବ୍ରହ୍ମପୁରର ଚିନ୍ମୟୀ – କେମିତି ପାଲଟିଲେ ଯକ୍ଷ୍ମା ସଚେତନତା ଆମ୍ବାସଡର?

ଅନୁଜ ଦାସ ନିଜେ ଜିତିଲେ, ଏବେ ବୁଲି ବୁଲି ପ୍ରଚାର କରୁଛନ୍ତି ‘ଟିବି ହାରିବ, ଦେଶ ଜିତିବ’। ସମୟ ବଦଳିଛି। ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ ଭୟ ରହିଛି। କେଉଁଠି ରୋଗୀ...

ରଙ୍ଗେଇଲୁଣ୍ଡା ବିମାନ ଅବତରଣ ସ୍ଥାନର ସମ୍ପ୍ରସାରଣ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବିମାନ ସେବା ସ୍ଥାନର ସମ୍ପ୍ରସାରଣ କରାଯିବ। ଏଥିପାଇଁ  ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହାକୁ ଅଧିକ ଚଉଡ଼ା କରାଯିବ। ପିଡବ୍ଲୁଡି ପକ୍ଷରୁ ବର୍ତ୍ତମାନର ୯୦୦ ମିଟର ଓସାରକୁ...

କିଟ୍ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍ ବିଶ୍ୱଦ୍ୟାଳୟକୁ ମିଳିଛି ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ର ମାନ୍ୟତା। ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‌କୁ ଏହି ମାନ୍ୟତା ମିଳିଛି। କେନ୍ଦ୍ର ମାନବସମ୍ବଳ ବିକାଶ...

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଘଣ୍ଟାର ଲଗାଣ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର। ଗୁରୁବାର ଭୋର ୪ଟାରୁ ୬ଟାରୁ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଗଜପତିନଗର, ଗାନ୍ଧୀ ନଗରର...

ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...

ଭୁଶୁଡ଼ିଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରୀନିବାସ କୋଠା

ଓଡ଼ିଶାଲାଇଭ ବ୍ୟୁରୋ ଭୁଶୁଡ଼ି ପଡ଼ିଲା ଛାତ୍ରୀନିବାସ କୋଠା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାବେରି ଛାତ୍ରୀନିବାସର ଏକ ବିରାଟ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣା ସମୟରେ ଛାତ୍ରୀମାନେ ଉପସ୍ଥିତ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି।...