ଆଜି ବିଜୟା ଦଶମୀ – ପାରମ୍ପରିକ ରୀତିନୀତିରେ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ଉଠିଛି। ବିଭିନ୍ନ ପୂଜାମଣ୍ଡପରେ କୋଭିଡ୍‌ କଟକଣା ଭିତରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ତନ୍ତ୍ର, ମନ୍ତ୍ର, ଚଣ୍ଡିପାଠ...

ଆଜି ମହାଷ୍ଟମୀ – ସିଲଭର୍‍ ସିଟିରୁ ସ୍ମାର୍ଟ ସିଟି ଖାଁ ଖାଁ ପଡ଼ିଛି ପୂଜାମଣ୍ଡପ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଷ୍ଟମୀ ପୂଜା। ହେଲେ କରୋନା ପାଇଁ ଗତଥର ପରି ଏବର୍ଷ ବି ସବୁ ଫିକା। ସିଲଭର୍‌ସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ପୂଜାମଣ୍ଡପ ଖାଁ ଖାଁ...

ଆଜି ଷଷ୍ଠୀ- ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଆବିର୍ଭାବ ହେବେ ଦଶଭୁଜା। ଏଥିପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଛି। କରୋନା ପାଇଁ ଗଲା ବର୍ଷ ପରି ଏବର୍ଷ...

ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ଵପୂର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ 'ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ବା ସସ୍‌ଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍‌ସ ହାସଲରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକା' ବିଷୟ ଉପରେ ଭୁବନେଶ୍ଵରସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଏକ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଆସନ୍ତାକାଲି ପାଇଁ...

ଆଜି ମହାଳୟା ଅମାବାସ୍ୟା – ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ବାଇଶିପାହାଚ ଓ ବିନ୍ଦୁସାଗର ମନା

ଓଡ଼ିଶାଲାଇଭ ବ୍ୟୁରୋ ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀମନ୍ଦିର ବାଇଶିପାହାଚରେ ପିଣ୍ଡଦାନ କରିଥାନ୍ତି ଲୋକେ। ଏଥିସହ ଭୁବନେଶ୍ଵର ବିନ୍ଦୁ ସାଗରରେ...

ଶୀତ ଋତୁ ପାଇଁ ବିଏମସିର ନୂଆ ଗାଇଡଲାଇନ  – ବାହାଘର ଓ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତ ଋତୁ ଓ ପାର୍ବଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ଏଣିକି ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା ଆଦି...

ପଞ୍ଜାବ ପରେ ଓଡ଼ିଶା କଂଗ୍ରେସର ପାଳି ପଡ଼ିବ କି?

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବରେ ପଟ୍ଟ ପରିବର୍ତ୍ତନ ପରେ ଏବେ ଓଡ଼ିଶାର ପାଳି ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛି ଦିନର ନିରବତା ପରେ ଏବେ ପୁଣିଥରେ ରାଜ୍ୟ କଂଗ୍ରେସରେ କମ୍ପନ...

ପୁଣି ବଢ଼ିଲା ତେଲ ଦର – ମାଲକାନଗିରିରେ ପେଟ୍ରୋଲ ଲିଟର ସର୍ବାଧିକ ୧୦୮.୦୯ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପୁଣି ବଢିଲା ତେଲ ଦର। କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବାବେଳେ ଡିଜେଲ...

ପରଲୋକରେ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ର। ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ୍ ମଡେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏବେ ରୋଲ୍ ମଡେଲ ସାଜିଛି। ମହାବାତ୍ୟା ପରଠାରୁ ଦୀର୍ଘ ୨୧ ବର୍ଷ ଧରି କେବଳ ବାତ୍ୟା ନୁହେଁ ବନ୍ୟା ଏବଂ ମରୁଡ଼ିକୁ ରାଜ୍ୟ ଯେପରି ସଫଳତାର...