ମାଷ୍ଟରକ୍ୟାଣ୍ଟିନ ଛକରେ ୫ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୧୨ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଘଟିଛି ଅଘଟଣ। ଏକା ସାଙ୍ଗରେ ୧୨ଜଣ ଦୁର୍ବୃତ୍ତ ଆସି ପାଞ୍ଚ ଜଣ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା...

ସମ୍ ହସ୍ପିଟାଲରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ କୋଭିଡ ହସ୍ପିଟାଲରେ ପୁଣି ଜଣେ ୯୪ ବର୍ଷୀୟ ବୃଦ୍ଧ କରୋନାକୁ ପରାସ୍ତ କରିଛନ୍ତି। ବୃଦ୍ଧ ଜଣଙ୍କ ହେଲେ ପୁରୀ ଅଞ୍ଚଳର ସୁରଥ ରାଉତରାୟ। ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସଙ୍କ...

କାର୍ଯ୍ୟାଳୟରେ କୋଭିଡ ନିୟମ ମାନ, ନହେଲେ କାର୍ଯ୍ୟାନୁଷ୍ଠାନ – ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟକୁ ଚେତାବନୀ ଦେଇଛି ବିଏମସି। ସମସ୍ତ କାର୍ଯ୍ୟାଳୟଗୁଡ଼ିକରେ କୋଭିଡ ନିୟମ ମାନିବାକୁ ବିଏମସି ପକ୍ଷରୁ କୁହାଯାଇଛି। ଏଥିସହ ଯଦି ଏହି ନିୟମ...

ଆଜିଠୁ ଗଡ଼ିଲା ‘ମୋ ବସ୍’ – ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ୮୭ ବସ୍‌କୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେଲା ‘ମୋ ବସ୍’ ସେବା। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ସେବା ଯାତ୍ରୀମାନେ ପାଇପାରିବେ ବୋଲି...

୧୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର – ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣକୁ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ...

୧୫ ବର୍ଷରେ ସୋଆ – କୋଭିଡ୍ ସମୟରେ ଅନଲାଇନ୍ ଶିକ୍ଷା ସହ ଯୋଗାଉଛି ସ୍ଵାସ୍ଥ୍ୟସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ବିଶ୍ଵବିଦ୍ୟାଳୟ)। ଆଜି ଏହି ବିଶ୍ଵବିଦ୍ୟାଳୟ ପୂର୍ବ ଭାରତରେ ଏକ ପ୍ରମୁଖ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ପରିଗଣିତ। ଶିକ୍ଷା ଏବଂ...

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟିଘୋଡ଼ା’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ 'ମାଟିଘୋଡ଼ା' ଉନ୍ମୋଚିତ ହୋଇଯାଇଛି। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପୁସ୍ତକଟି ଉନ୍ମୋଚନ କରିଛନ୍ତି। ଏଥିସହ ଲେଖକଙ୍କ ଏ ପହିଲି...

‘ଡେଙ୍ଗୁର ଲକ୍ଷଣ ଦେଖାଗଲେ ସରକାରୀ ଡାକ୍ତରଖାନାରେ କରନ୍ତୁ ଟେଷ୍ଟ’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା କାଳରେ ମୁଣ୍ଡ ଟେକିଛି ଡେଙ୍ଗୁ। ଏପର୍ଯ୍ୟନ୍ତ କରୋନା ସଙ୍କଟ ଟଳିନଥିବାବେଳେ, ଡେଙ୍ଗୁକୁ ନେଇ ଭୟଭୀତ ହେଲେଣି ରାଜ୍ୟବାସୀ। ଜାନୁଆରି ମାସଠାରୁ ଆଜି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଡେଙ୍ଗୁ...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ତୈଳ ଓ ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଚାରୋଟି ପ୍ରମୁଖ  ବାମ ଦଳ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି। ସିପିଆଇ,...

ଦଳୀୟ ସାଙ୍ଗଠନିକ ସ୍ଥିତିକୁ ନେଇ ବିଜେଡି ସୁପ୍ରିମୋଙ୍କ ସମୀକ୍ଷା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ମଙ୍ଗଳବାର ଦିନ ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି।...