କରୋନା ପ୍ରଭାବ – ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ଏଥର ବନ୍ଦ ହେବ ରାଜଧାନୀ ପ୍ରତିଷ୍ଠା ଦିବସ। ରବିବାର ଏନେଇ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ତରଫରୁ ସୂଚନା ଦିଆଯାଇଛି। କରୋନା ପାଇଁ ଏବେ ଓଡ଼ିଶାଠାରୁ ଆରମ୍ଭ କରି...

‘ଓଲା’ ଗାଡ଼ିକୁ ମିଳିଲା ଲକଡାଉନ୍ ପାସ୍ – କଟକ ଓ ଭୁବନେଶ୍ୱରରେ କରିପାରିବ ଚଳାଚଳ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍ ସମୟରେ ଏଣିକି ଟୁଇନ୍ ସିଟିରେ ଚଳାଚଳ କରିପାରିବ ‘ଓଲା’ ଗାଡ଼ି। ଏଥିପାଇଁ କମିସନରେଟ୍ ପୋଲିସ୍ ରବିବାର ୧୦୦ଟି ଗାଡ଼ିକୁ ପାସ୍ ବଣ୍ଟନ କରିଛି। ଉଭୟ କଟକ ଓ ଭୁବନେଶ୍ୱର ମଧ୍ୟରେ...

ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=2bxjfE753zQ]ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଶନିବାର ରାତିରେ ଚିହ୍ନଟ ହୋଇଥିବା ଚାରି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ରାଜ୍ୟ ସରକାର...

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ ଅଧିକ କରୋନା ପ୍ରବଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିଲା। ତା’ ପରଠାରୁ କ୍ରମାଗତ ଭାବେ କରୋନା ପଜିଟିଭ କେସ୍‌ ବଢି ଚାଲିଲା। ଯଦିଓ ଗତ ତିନି ଦିନ ମଧ୍ୟରେ...

ଭୁବନେଶ୍ୱରରୁ ଚାଞ୍ଚଲ୍ୟକର ଖବର – କରୋନା କବଳରେ ଦୁଇ ଶିଶୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ୱରରୁ କରୋନା ସମ୍ପର୍କିତ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଶିଶୁକନ୍ୟା କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ପୂର୍ବରୁ ଯୁବକ...

ପୋଲିସକୁ ହାଇକୋର୍ଟଙ୍କ କରୋନା କୋରଡ଼ା – କହିଲେ, ‘‘ଲକ୍‌ଡାଉନ୍‌ ବେଳେ ମାନବିକତାର ସହ କାମ କର’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ପୋଲିସ ମାନବିକତା ଦେଖାଇବାକୁ ଓଡ଼ିଶା ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ପୋଲିସକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଲକ୍‌ଡାଉନ୍‌ ବେଳେ ଜବତ ଗାଡ଼ି ଫେରାଅ ଜରିମାନା ନୁହେଁ, ଅଣ୍ଡରଟେକିଂ ଲେଖି...

ମାସ୍କ ନପିନ୍ଧିଲେ ଜରିମାନା – ପ୍ରଥମ ତିନି ଥର ପାଇଁ ୨୦୦ ଲେଖାଏଁ, ପରେ ଦେବାକୁ ପଡ଼ିବ ୫୦୦...

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରା ରାଜ୍ୟରେ ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରିବାକୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ପ୍ରଥମ ତିନି ଥର ଆଇନ୍‌ ଉଲ୍ଲଂଘନ କଲେ...

କରୋନା ମୁକାବିଲା – ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍‌ଡାଉନ୍‌, ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ   ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍‌ଡାଉନ୍‌ ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ ଲକ୍‌ଡାଉନ୍‌ ବେଳେ ଜାରି ରହିବ କୃଷି କାର୍ଯ୍ୟ  କରୋନା...

ସତ୍ୟନଗରକୁ ନେଇ ଏତେ ସସ୍‌ପେନ୍ସ କାହିଁକି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦାରୁ ଯଦୁପୁର ବେଗୁନିଆ ସିଲ୍‌ କରିବା ପରେ ଆଜି ସକାଳେ ବିମଏମ୍‌ସି ଭୁବନେଶ୍ୱରର ଅନ୍ୟତମ ହାଇପ୍ରୋଫାଇଲ ଅଞ୍ଚଳ ସତ୍ୟନଗରକୁ ସିଲ୍‌ କରିଥିଲା। ସତ୍ୟନଗରକୁ ବିଏମ୍‌ସି କର୍ତ୍ତୃପକ୍ଷ ଅଚାନକ...

ଏବେ କରୋନା ଚିକିତ୍ସାର ପୂରାପୂରି ଦାୟିତ୍ଵ ରାଜ୍ୟ ସରକାରଙ୍କର, କୋଭିଡ୍‌ ହସ୍ପିଟାଲ୍‌ ଓ ଭେଣ୍ଟିଲେଟର୍ ଭରସା! 

ନୀଳାମ୍ବର ରଥ କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ସବୁଠୁ ବଡ଼ ଆବଶ୍ୟକତା ହେବ ଭେଣ୍ଟିଲେଟର। ରାଜ୍ୟ ସରକାର ଏବେ ଘୋଷଣା କରିଛନ୍ତି ଯେ, ରାଜ୍ୟର ସମସ୍ତ କରୋନା ରୋଗୀଙ୍କର ଚିକିତ୍ସା କେବଳ ସରକାର ପ୍ରସ୍ତୁତ କରିଥିବା...