ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ – ପଟିଆରେ ଏଲ୍‌ପିଜିରେ ଶବଦାହ ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତ୍ୟନଗର ଶ୍ମଶାନରେ କମିବ ଭିଡ଼ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ ସପ୍ତାହେ ଭିତରେ ଭରତପୁର, ପଟିଆରେ ଶ୍ମଶାନ କାର୍ଯ୍ୟକାରୀ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱରର ସତ୍ୟନଗର...

ଡ୍ୟୁଟି ପରେ ବି କରୋନା ରୋଗୀଙ୍କ ଚିକିତ୍ସା – ଘର ଘର ବୁଲି ହୋମ୍‌ ଆଇସୋଲେସନରେ ଥବା ଲୋକଙ୍କ...

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ) ଡ୍ୟୁଟି ସରିବା ପରେ ବି କରୋନା ରୋଗୀଙ୍କ ଚିକିତ୍ସା। ଘର ଘର ବୁଲି ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସେବା କରୁଛନ୍ତି ନର୍ସ ବିଷ୍ଣୁପ୍ରିୟା ଧଳ। ସାରାବିଶ୍ୱରେ ଏବେ କରୋନା ମହାମାରୀ...

କୋଭିଡରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ଆର୍ଥିକ ସହାୟତା, ଚାକିରି ଓ ବୀମା ଯୋଗାଇ ଦେବ ଓଟିଭି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଟିଭିରେ କାର୍ଯ୍ୟରତ କର୍ମଚାରୀ ଯଦି କରୋନା ସଂକ୍ରମିତ ହୋଇ ଆଖି ବୁଜନ୍ତି, ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ଓଟିଭି ତରଫରୁ ଏକକାଳୀନ ୧୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦିଆଯିବ। ଏଥିସହ...

ସମ୍ କୋଭିଡ୍ ହସ୍ପିଟାଲରେ କରୋନାରୁ ସୁସ୍ଥ ହେଲେ ୯୮ ବର୍ଷିୟା ବୃଦ୍ଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସମସ୍ତେ ଏବେ ଭୟଭୀତ। ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ। ଆଉ କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...

କରୋନାରେ ଆଖି ବୁଜିଲେ ସାମ୍ବାଦିକା ସବନମ୍ ସିରିନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରାଜ୍ୟର ଅନେକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଆଜି ଆଉ ଜଣେ ସାମ୍ବାଦିକା କରୋନାରେ ଆଖି ବୁଜିଛନ୍ତି। ସଂକ୍ରମିତ ହେବାପରେ ସେ ଭୁବନେଶ୍ୱରର ଏମ୍‌ସରେ ଚିକିତ୍ସା ହେଉଥିଲେ।...
chakiri 3

ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଅଧୀନରେ ନିଯୁକ୍ତି ସୁଯୋଗ, ମେ’ ୨୦ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ILS) ଅଧୀନରେ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ପଦବୀ ନାମ ଏବଂ ଯୋଗ୍ୟତା ...

କୋଭିଡ୍ ଆକ୍ରାନ୍ତ ବରିଷ୍ଠ ନାଗରିକଙ୍କ ପାଖରେ ଔଷଧ ଓ ଖାଦ୍ୟ ପହଞ୍ଚାଉଛି ‘ଜୟ ଓଡ଼ିଶା’

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ଭୟାବହତା ସାରା ପୃଥିବୀକୁ କବଳିତ କରିଛି। ବିଶେଷ କରି ବରିଷ୍ଠ ନାଗରିକମାନେ ଏହାଦ୍ଵାରା ଅଧିକ ପ୍ରଭାବିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ପାଖରେ...

‘ଗ୍ଲୋବାଲ ଟେଣ୍ଡର’ ମାଧ୍ୟମରେ ଦେଶର ପ୍ରମୁଖ କମ୍ପାନିରୁ କରୋନା ଟିକା କିଣିବ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଅନ୍ୟାନ୍ୟ ୧୦ଟି ପ୍ରସ୍ତାବ ଜଳସମ୍ପଦ, ଶିଳ୍ପ,...

ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ : ସ୍ୱାସ୍ଥ୍ୟ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ “ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ। ଯେଉଁମାନେ ପ୍ରଥମ ଡୋଜ୍ ଟିକା ଘରୋଇ ହସ୍ପିଟାଲରେ ପଇସା ଦେଇ ନେଇଥିଲେ, ସେମାନେ ବିନା ଦେୟରେ ଦ୍ୱିତୀୟ ଡୋଜ୍...

ଭୁବନେଶ୍ୱରରେ ଆରମ୍ଭ ହେଲା ଭିନ୍ନକ୍ଷମ ଭିକାରିଙ୍କ ପାଇଁ ଥଇଥାନ କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ କଳିଙ୍ଗ ନଗର ଘାଟିକିଆଠାରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି ଭିନ୍ନକ୍ଷମ ଭିକାରିମାନଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ କେନ୍ଦ୍ର। କୋଭିଡ କଟକଣାକୁ ମାନି ଆୟୋଜିତ ଏକ ଉତ୍ସବରେ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି...