ଟୁଇନ୍ ସିଟିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ସତର୍କ କରାଇଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସନ୍ଧ୍ୟା ୭.୩୦ଟା ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଲୋକମାନେ ଏହି ସମୟରେ ଆଲର୍ଟ ରହିବାକୁ ପାଣିପାଗ...

କରୋନା କବଳରେ କରୋନା ଯୋଦ୍ଧା – ଦୁଇ ଦିନରେ ୨ଶହରୁ ଅଧିକ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ବଢ଼ୁଛି କରୋନା। କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ପୁଳା ପୁଳା ସଂକ୍ରମିତ। ଏହାରି ମଧ୍ୟରେ ଦେଶର କିଛି ପ୍ରମୁଖ ଡାକ୍ତରଖାନାର ଡାକ୍ତରମାନେ କରୋନା...

ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା – ୪୮ଘଣ୍ଟା ପୂର୍ବରୁ ସେବାୟତଙ୍କର ହେବ ଆରଟିପିସିଆର ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ଆଜି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ପୂର୍ବବର୍ଷ ରଥ ତିଆରି ସରିଥିଲେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା...

ସମ୍ ନର୍ସିଂ କଲେଜ ପକ୍ଷରୁ ଖୋର୍ଦ୍ଧାରେ ସ୍ୱାସ୍ଥ୍ୟ ମେଳା – ମାଗଣାରେ ଚିକିତ୍ସିତ ହେଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍ ଗ୍ରାମରେ ଏକ...

ଗମନାଗମନ ଉପରେ କଟକଣା ନଥିବାରୁ ବଢୁଛି ସଂକ୍ରମଣ : ବିଏମ୍‌ସି କମିସନର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ପଜିଟିଭ୍ କେସ୍ ବଢ଼ିବା ସଙ୍ଗେସଙ୍ଗେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱରରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ସଂକ୍ରମିତ। କୋଭିଡ ସ୍ଥିତିକୁ ନେଇ...

ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ – କେବଳ ଭୁବନେଶ୍ୱରରୁ ୭୧ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମଧ୍ୟରୁ...

ବିଏମସିର ‘ହୁଇଲ୍ ଅଫ କାଇଣ୍ଡନେସ୍’ ଅଭିଯାନ – ଏଣିକି ଭୁବନେଶ୍ଵର ବସ୍ତିବାସୀଙ୍କୁ ମାଗଣାରେ ମିଳିବ ବସ୍ତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜଧାନୀ ଭୁବନେଶ୍ଵରର କୌଣସି ବସ୍ତିରେ ଲୋକମାନେ ବସ୍ତ୍ର ପାଇଁ ହଇରାଣ ହେବେନି। ଏଥିପାଇଁ ଉତ୍କଳ ଦିବସ ଅବସରରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ହୁଇଲ ଅଫ କାଇଣ୍ଡନେସ୍'...

ପ୍ରଫେସର ଦୀପକ ବେହେରା ହେଲେ କିସ୍ ବିଶ୍ଵବିଦ୍ୟାଳୟର ନୂତନ କୁଳପତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦୀପକ କୁମାର ବେହେରା କିସ୍‍ ବିଶ୍ଵବିଦ୍ୟାଳୟର ନୂତନ କୁଳପତି ଭାବେ ଯୋଗ ଦେଇଛନ୍ତି। ମଙ୍ଗଳବାର କିଟ୍ ଏବଂ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବିଶ୍ଵବିଦ୍ୟଳୟର...

କରୋନା କଟକଣାରେ ଫିକା ପଡ଼ିଲାଣି ବିବାହ ଉତ୍ସବ – ଚିନ୍ତାରେ ଟେଣ୍ଟ ହାଉସ ବ୍ୟବସାୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ପୁଣି ମାନ୍ଦାରେ ପଡ଼ିଥିବା ବିବାହ ଉତ୍ସବକୁ ନେଇ ଏବେ ଆୟୋଜକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ଉପରମୁହାଁ ହୋଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର...

‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନୀତ ହେବେ ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ସମାଜସେବୀ ବିଶ୍ୱଭୂଷଣ ହରିଚନ୍ଦନ ଚଳିତ ବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୨ରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ଓଡ଼ିଶା ଗସ୍ତରେ ଆସି ତାଙ୍କୁ...