ଗୀତିକାର ସୁବ୍ରତ ସ୍ୱାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ...
ଭୁବନେଶ୍ୱର ନାବାଳିକା ବଳାତ୍କାର ମାମଲା – ହାଜର ହେଲେ ଡିଜିପି, ତଦନ୍ତକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ କୌଣସି ପଦକ୍ଷେପ ନେଇନି କ୍ରାଇମ୍ବ୍ରାଞ୍ଚ
ଡିସେମ୍ବର ୧୬ ଶେଷ ସୁଯୋଗ, ନଚେତ୍ କାର୍ଯ୍ୟାନୁଷ୍ଠାନ
କଟକ: ଭୁବନେଶ୍ୱରର ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାରେ ବୁଧବାର ପୋଲିସ ଡିଜି ଅଭୟ...
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତିବାଦ କରି ବୁଧବାର ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି...
ଘର ଭିତରେ ବଗିଚାର ନୂଆ ଉପାୟ ‘ଅକ୍ସିପଟ’
କପିଳାସ ଭୂୟାଁ
ଆଧୁନିକ ଜୀବନଯାପନ କ୍ଷେତ୍ରରେ ଘର ଭିତରେ ବଗିଚା କରିବାକୁ ଆଜି ଅନେକ ଲୋକ ପସନ୍ଦ କରନ୍ତି। ବିଶେଷକରି ସହରାଞ୍ଚଳର ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ରହୁଥିବା ମଧ୍ୟବିତ୍ତ ବା ଉଚ୍ଚ ମଧ୍ୟବିତ୍ତ ପରିବାରଗୁଡ଼ିକ ଘର...
ନବେରେ କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ ହସ୍ପିଟାଲରେ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହୋଇଛନ୍ତି ୯୬ ଓ ୮୮ ବର୍ଷର ଦମ୍ପତି। ସୁସ୍ଥ ହୋଇଥିବା ଦମ୍ପତି ହେଲେ ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮...
ଏବର୍ଷ ବିନ୍ଦୁସାଗରରେ ହେବନି ପୟାଶ୍ରାଦ୍ଧ – କରୋନା ପାଇଁ ପିଣ୍ଡଦାନ ଉପରେ ରୋକ୍ ଲଗାଇଲା ବିଏମ୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବର୍ଷ ବିନ୍ଦୁସାଗର ଏବଂ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାରରେ ପିତୃ ପୁରୁଷଙ୍କ ପାଇଁ ପିଣ୍ଡଦାନ କରିବା ଉପରେ ରୋକ୍ ଲଗାଯାଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି...
ସୋଆ ଏନ୍ଏସ୍ଏସ୍ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ, କରୋନା ସଚେତନତା ସହ ମାକ୍ସ ବାଣ୍ଟିଲେ ସ୍ଵେଚ୍ଛାସେବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଏନ୍ଏସ୍ଏସ୍ ପକ୍ଷରୁ ବୁଧବାର ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋଆ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର...
ନୂଆ ଉଦ୍ୟମ ‘ସେନ୍ସିକେୟାର’ – ରାଜଧାନୀର ବରିଷ୍ଠ ନାଗରିକଙ୍କୁ ଯୋଗାଇବ ସବୁ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରର ବରିଷ୍ଠ ନାଗରିକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଆମେରିକାରେ ଥିବା ଏକ ଷ୍ଟାର୍ଟଅପ କମ୍ପାନି ଏହି ଉଦ୍ୟମର ମୂଳରେ ରହିଛି।...
ଭୁବନେଶ୍ୱର: ‘ସେନ୍ସିକେୟାର୍’ ଷ୍ଟାର୍ଟ୍ଅପ୍ର ଶୁଭାରମ୍ଭ, ଘରେ ବସି ସମସ୍ତ ସୁବିଧା ପାଇପାରିବେ ବରିଷ୍ଠ ନାଗରିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍’ (SenCiCare) ନାମକ ଏକ ଷ୍ଟାର୍ଟ୍ଅପ୍ର ଶୁଭାରମ୍ଭ ହୋଇଛି। ଆମେରିକାର ଜଣେ ସାମାଜିକ ଉଦ୍ୟୋକ୍ତା ପ୍ଲାବନ ମହାପାତ୍ର ଏହି ଷ୍ଟାର୍ଟ୍ଅପ୍ର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ଵରରେ...
ନୂଆ କୃଷି ଆଇନକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଙ୍ଗଠନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ କୃଷି ଆଇନକୁ ନେଇ ବିରୋଧ ଏଯାଏଁ ଥମିନିା ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା ପରେ ଏବେ ଓଡ଼ିଶାରେ ବି ବିରୋଧ ଦେଖିବାକୁ ମିଳିଛିା ନବ ନିର୍ମାଣ କୃଷକ ସଙ୍ଗଠନ ଏହି ଆଇନକୁ...




















