ଦୀପାବଳି କଟକଣା – ରାଜଧାନୀରେ ଖୋଲିବନି ଦୀପ ଦୋକାନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ରାଜ୍ୟରେ ଦୀପାବଳି ପାଳନ କରିବା ଉପରେ କଟକଣା ଲଗାଯାଇଛି। ତେଣୁ ବାଣ ଫୁଟାଇବା ଏବଂ ବିକ୍ରି ଉଭୟ ଉପରେ ରୋକ୍ ଲଗାଯାଇଛି। ଯେଉଁଥିପାଇଁ ଏଥର ରାଜଧାନୀ ଭୁବନେଶ୍ଵରର ରାସ୍ତା...

ଷ୍ଟାନଫୋର୍ଡ ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ସୋଆର ୭ ଗବେଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍ଏର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର...

ଇଂରାଜୀ ଗୀତରେ ନିର୍ଦ୍ଦେଶନା ଦେଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମଥର ପାଇଁ ଜଣେ ଓଡ଼ିଆ, ଏକ ସିନେମାରେ ଇଂରାଜୀ ଭାଷାର ଗୀତ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା। ନନ୍ ଫିଚର ହିନ୍ଦୀ ଫିଲ୍ମରେ...

ବିଏମସି ପକ୍ଷରୁ କଲ୍ୟାଣ ମଣ୍ଡପ ବୁକିଂ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ମାସର ଅନ୍‌ଲକ ପ୍ରକ୍ରିୟା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା କଲ୍ୟାଣ ମଣ୍ଡପଗୁଡ଼ିକ ପାଇଁ ବୁକିଂ ଆରମ୍ଭ ହୋଇଛି। ‘‘କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ସହ କଲ୍ୟାଣ ମଣ୍ଡପ କାମ...

ରାଜଧାନୀରେ ପ୍ଲାଷ୍ଟିକ, ଜରି ବ୍ୟବହାର ବେଲଗାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ପ୍ଲାଷ୍ଟିକ, ଜରି ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର ବେଧଡକ ଚାଲିଛି। କରୋନା ଓ ଲକଡାଉନ ଯୋଗୁଁ ପ୍ଲାଷ୍ଟିକ ଓ ଜରିର ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂରା ବନ୍ଦ ହୋଇଯାଇଛି। ଭୁବନେଶ୍ୱର ମହାନଗର...

ଭୁବନେଶ୍ୱରରେ ପୁଣି ଖୋଲିଲା ଆହାର କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ପୁଣି ଖୋଲିଛି ଆହାର କେନ୍ଦ୍ର। ଅନଲକ ୬.୦କୁ ଅଧିକ ସମ୍ପ୍ରସାରିତ କରିବା ଉଦ୍ଦେଶ୍ୟରେ ସମସ୍ତ ଆହାର କେନ୍ଦ୍ର ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। କରୋନା ମହାମାରୀ ଓ ଲକଡାଉନ ପରେ ଏହି...

ବ୍ୟାଟେରିଚାଳିତ ଯାନରେ ଅଳିଆ ଉଠାଇବ ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରାେ ବ୍ୟାଟେରିଚାଳିତ ଯାନରେ ଏଣିକି ଅଳିଆ ଉଠାଇବ ବିଏମସି। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ଏଣିକି ଅଳିଆ ଆବର୍ଜନା ଉଠିବା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ସମସ୍ତ ଅଞ୍ଚଳ ପରିଷ୍କାର ଦେଖାଯିବା...

ନଭେମ୍ଵର ୨ରୁ ଖୋଲିବ ଭୁବନେଶ୍ଵର ଏମ୍‌ସର ବହିର୍ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ଵର ୨ରୁ ଖୋଲିବ ଭୁବନେଶ୍ଵର ଏମ୍‌ସର ବହିର୍ବିଭାଗ (ଓପିଡି)। ପ୍ରାଥମିକ ପର୍ଯ୍ୟାୟରେ ୮ ତାରିଖ ପର୍ଯ୍ୟନ୍ତ ପ୍ରତି ବିଭାଗରେ ଦୈନିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏହାପରେ ୯ରୁ ସପ୍ତାହେ...

ବିଜ୍ଞାପନର ‘କ୍ୟାରିୟର ଗାଇଡ୍’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୦’ ବୁଧବାର ଉନ୍ମୋଚିତ ହୋଇଛି। ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ କଟକଣାକୁ ମାନି...

ଭୁବନେଶ୍ଵରରୁ ୬ଜଣ ସାମ୍ଵାଦିକ ଗିରଫ, ନ୍ୟୁଜ୍ କରିଦେବେ ଧମକ ଦେଇ ମାଗୁଥିଲେ ୩ଲକ୍ଷ ଟଙ୍କା ବଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରୁ ୬ ସାମ୍ଵାଦିକ ଗିରଫ। ଦାଦାବଟି ଆଦାୟ ଏବଂ ନ୍ୟୁଜ୍ କରିଦେବା ନେଇ ଧମକ ସହ ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ସୋମବାର ୬ ଜଣ ଓ୍ଵେବ ପୋର୍ଟାଲ ସାମ୍ଵାଦିକଙ୍କୁ ଗିରଫ...