ସୋଆ ସାହିତ୍ୟ ଉତ୍ସବ : ‘‘କବିତାକୁ ବୁଝିହେଲା ଭଳି ଲେଖାଯିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ। ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ସୋଆ ସାହିତ୍ୟ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ...

ଆଜିଠୁ ବେଆଇନ କଲ୍ୟାଣ ମଣ୍ଡପ ସିଲ କରିବ ବିଏମ୍‌ସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିନା ବିଲ୍ଡିଂ ପ୍ଲାନ୍‌, ଟ୍ରେଡ୍‌ ଲାଇସେନ୍ସ, ଆବର୍ଜନା ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ଆଜିଠୁ ସିଲ୍‌ କରିବ ବିଏମ୍‌ସି। ପୂର୍ବରୁ ୮୦ଟି କଲ୍ୟାଣ ମଣ୍ଡପକୁ ବିଏମ୍‌ସି ପକ୍ଷରୁ...

ରାଜଧାନୀର ଏହିସବୁ ଅଞ୍ଚଳରେ ବାଇକ୍‌ ପାର୍କିଂ ମନା, ନଚେତ୍‌ ଦେବେ ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବା ମନା। ବାପୁଜି ନଗର, ରାଜମହଲ, ଏଜି ଛକ ଓ ଶିଶୁ ଭବନ ଛକ ଅଞ୍ଚଳରେ ରାସ୍ତା କଡ଼ରେ ରଖିପାରିବେନି ବାଇକ। ଏନେଇ କମିସନରେଟ୍‌...

ସୁସ୍ଥ ଖାଦ୍ୟ ପାଇଁ ସୁସ୍ଥ ମାଟି ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଜ୍ଞାନ ଆବଶ୍ୟକ – ପ୍ରଫେସର ରାଧାମୋହନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳା ଅନୁଷ୍ଠତି ହୋଇଯାଇଛି। ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ସୁସ୍ଥ ମାଟି ସହିତ ସ୍ୱଚ୍ଛତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରିବା ଦରକାର। ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳାରେ ଯୋଗଦେଇ...

ସାହିତ୍ୟ ଚିଲିକା ପରି ସ୍ୱଚ୍ଛ ହେବା ଆବଶ୍ୟକ – ଡକ୍ଟର ସିତାଂଶୁ ୟଶଚନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ। “ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ସହ ଏହାର ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି। ଆମ ଚତୁର୍ଦ୍ଦିଗର ଘଟଣାକୁ ଲକ୍ଷ୍ୟ...

‘ସଂସ୍କୃତି ଆଳାପ’ରେ ମତ ବିନିମୟ: ୫-ଟି ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନରେ ଶୁକ୍ରବାର ଆୟୋଜିତ ହୋଇଥିଲା ‘ସଂସ୍କୃତି ଆଳାପ’। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଭାଷା, ସାହିତ୍ୟ...

ବସ୍‌ରେ ସୁରକ୍ଷିତ ଯାତ୍ରା କରିବେ ମହିଳା – ଜାରି ହେଲ୍ପ ଲାଇନ୍‌ ନମ୍ବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବସ୍‌ରେ ମହିଳାଙ୍କ ସୁରକ୍ଷା ଲାଗି ଜାରି ହେଲା ହେଲ୍ପ ଲାଇନ୍‌ ନମ୍ବର। ଯଦି ବସ୍‌ରେ ମହିଳାମାନେ ଅସଦାଚରଣର ଶିକାର ହୁଅନ୍ତି ବା ଅସୁରକ୍ଷିତ ମନେ କରନ୍ତି, ତେବେ ସେମାନେ କମିସନରେଟ୍‌ ପକ୍ଷରୁ...

ଆଜିଠୁ ଖଣ୍ଡଗିରି କୁମ୍ଭମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭମେଳା। ନଅଦିନ ଧରି ହେବାକୁ ଥିବା ଏହି ମେଳା ଶନିବାରଠାରୁ ଆରମ୍ଭ ହେଉଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଖଣ୍ଡଗିରି ଓ ଉଦୟଗିରିର ପାଦଦେଶରେ ଏହି...

ଖଣ୍ଡଗିରିରେ ଜମିବ ଯାତ୍ରା – ୬ ପେଣ୍ଡାଲରେ ୧୨ ପାର୍ଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୫ରୁ ଖଣ୍ଡଗିରି ଯାତ୍ରା ମହାସମର। ଲୋକଙ୍କୁ ଆକର୍ଷିତ କରୁଛି ବିଭିନ୍ନ ପାର୍ଟିର ମନଛୁଆଁ ହୋର୍ଡିଂ। ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏହି ମେଳା ୬ ତାରିଖ ଯାଏଁ ଚାଲିବ। ତେବେ ଫେବ୍ରୁଆରି...

ଖଣ୍ଡଗିରି ମେଳା ପାଇଁ ଟ୍ରାଫିକ ଆଡଭାଇଜରି, ଜାଣନ୍ତୁ କେଉଁପଟେ ଯିବ ଭାରିଯାନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧ରୁ ୬ ଯାଏଁ ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭ ମେଳା। ଫେବ୍ରୁଆରି ୧ରୁ ଆରମ୍ଭ ହେଉଛି ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭ ମେଳା। ଏହି ମେଳା ୬ ତାରିଖ ଯାଏଁ ଚାଲିବ। ମେଳାରେ ପ୍ରବଳ...