ରାଜମହଲ ଛକକୁ ସ୍ଥାନାନ୍ତର ହେଲା ଭୁବନେଶ୍ଵର ୟୁନିଟ-୧ ହାଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱର ୟୁନିଟ୍-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ସମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛି ବିଏମସି। ଯଥାଶୀଘ୍ର ବ୍ୟବସାୟୀଙ୍କୁ ୟୁନିଟ୍-୧ ହାଟ...
୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ସୁବ୍ରତ ବାଗଚି – ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଅପଡେଟ୍ ସୂଚନା ଦେଇଛନ୍ତି। ସାରା ବିଶ୍ୱଠାରୁ ଆରମ୍ଭ ଓଡ଼ିଶାରେ କରୋନାର ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି।
ଅନ୍ୟ...
ସାମାଜିକ ଦୂରତା ପାଇଁ ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଛନ୍ତି ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ରାସ୍ତା। ଏହାକୁ ଲୋକେ ସଚେତନତାର ସହ ମାନୁଥିବାର କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ରାସନ, ପରିବା କିଣିବା ବେଳେ ଜଣେ...
୨୧ ଦିନିଆ ଲକ୍ଡାଉନ୍: ଚାରିଆଡ଼େ ଚେକିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ର ଆଜି ପ୍ରଥମ ଦିନ। ମଙ୍ଗଳବାର ମଧ୍ୟରାତିରୁ ଦେଶରେ ଳକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଲକ୍ଡାଉନ୍ ସମୟରେ ଘରୁ...
ରାଜଧାନୀରେ ଅଡ୍ – ଇଭିନ୍ ଗାଡ଼ି ଚେକିଂ ଜୋରଦାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକଡାଉନର ଦ୍ୱିତୀୟ ଦିନରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଛି। ଅଡ୍-ଇଭିନକୁ ନେଇ ପୋଲିସ୍ ପକ୍ଷରୁ ଏହି ଚେକିଂ କରାଯାଉଛି। ଏହି କାରଣରୁ ରାଜଧାନୀର ବିଭିନ୍ନ ଛକରେ ଆଜି...
କରୋନା ଲଢ଼େଇ – ଏକାଠି ହେଲା ସାରା ଦେଶ, ଓଡ଼ିଶା ଠପ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
‘ଜନତା କର୍ଫ୍ୟୁ’କୁ ଆଜି ସାରା ଦେଶରେ ଅଭୁତପୂର୍ବ ସମର୍ଥନ ମିଳିଛି। ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି।
କରୋନା ଲଢ଼େଇରେ ସାମିଲ ହୋଇଛି ସାରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଜନତା...
ଜନତା କର୍ଫ୍ୟୁ – ଜରୁରିକାଳୀନ କାମ ପାଇଁ କମିସନରେଟ୍ ପୋଲିସ ଦେଉଛି ପାସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ସାରା ଦେଶରେ ଆଜି ପାଳନ ହେଉଛି ‘ଜନତା କର୍ଫ୍ୟୁ’। ଏହାକୁ ସାଧାରଣ ଲୋକ ସମର୍ଥନ କରୁଛନ୍ତି। ସବୁଠି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ...
ବିଏମ୍ସି କଥା ନମାନି ସିଲ୍ ହେଲା ସିଜ୍ଲର ଫାଷ୍ଟ ଫୁଡ୍ – ନିମାପଡ଼ା ସୁଇଟ୍ସ ଓ ତନ୍ଦୁର ହଟ୍...
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଏମ୍ସିର କଥା ନମାନି ତଣ୍ଡ ଗଣିଲେ ରାଜଧାନୀର ବହୁ ହୋଟେଲ ଓ ରେସ୍ତୋରାଁ। କରୋନା ମୁକାବିଲା ପାଇଁ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଦୋକାନ ଉପରେ କଟକଣା ଲଗାଇଥିଲେ। ଏହି କଟକଣା ମାର୍ଚ୍ଚ...
ରାଜଧାନୀରେ କୁଆପଥର ସହ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ରାଜଧାନୀରେ କୁଆପଥର ସହ ବର୍ଷା ହୋଇଛି। ଶନିବାର ଅପରାହ୍ଣରେ ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି।
ଅନ୍ୟପଟେ ପାଣିପାଗ...
କରୋନା ପାଇଁ କଟକଣା – ଟୁଇନ୍ ସିଟିରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାର୍କ ବନ୍ଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ବନ୍ଦ ରହିବ ପାର୍କ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, କଟକର ସମସ୍ତ ପାର୍କ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ।
ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ତରଫରୁ...





















