ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଆରମ୍ଭ ହେଲା ନିର୍ମାଣ ଶ୍ରମିକ ସେବା ସପ୍ତାହ। ଭୁବନେଶ୍ୱରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆଜି ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି...

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ସହିତ...

ଆଜିଠୁ ନାହିଁ ନିସ୍ତାର: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଗଣିବେ ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଣ୍ଟ ସରିଲା। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଆଉ ନିସ୍ତାର ନାହିଁ। ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍‌ ନିୟମକୁ ଆଜିଠୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଜାଣନ୍ତୁ, କେଉଁ ନିୟମ ଉଲ୍ଲଂଘନ...

ଶାହ ଦେଲେ ଟାସ୍କ – ଓଡ଼ିଶାରେ ନମ୍ବର-୧ ଦଳ କେମିତି ହେବ ବିଜେପି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘୨୦୧୯ ନିର୍ବାଚନରେ ବିଜେପିକୁ ଓଡ଼ିଶାରେ ୯୧ ଲକ୍ଷ ଭୋଟ ମିଳିଥିଲା। ନବୀନ ବାବୁଙ୍କ ବିଜେଡିକୁ ମିଳିଥିଲା ୧.୧ କୋଟି ଭୋଟ। ଆଉ ଗୋଟିଏ ଲମ୍ଫ ଦେଲେ ବିଜେପି ୧ ନମ୍ବର...

ସରିଗଲା ୬ ମାସର ମହଲତ, ରବିବାରଠୁ ଟ୍ରାଫିକ ନିୟମ କଡ଼ାକଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬ ମାସର ମହଲତ ଶେଷ ହୋଇଛି। କାଲିଠୁ ନିସ୍ତାର ନାହିଁ। ବେପରୁଆ ଗାଡ଼ି ଚାଳନା କରୁଥିବା ଏବଂ ଟ୍ରାଫିକ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପୋଲିସ ପ୍ରସ୍ତୁତ ହୋଇ...

କଂଗ୍ରେସ ଉଠାଇଲା ପ୍ରଶ୍ନ – ‘ପୋଡ଼ା ଟ୍ରାନ୍ସଫର୍ମର’ କହିଥିବା ଶାହଙ୍କ ସାଙ୍ଗରେ କେମିତି ଲଞ୍ଚ୍ କଲେ ନବୀନ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନବୀନ ନିବାସରେ ଅମିତ ଶାହ ଏବଂ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲ୍‌ରେ ଲଞ୍ଚ୍‌ କରିବାକୁ ନେଇ ଜୋର୍‌ ଧରିଛି ରାଜନୀତି। ଯେଉଁ ଶାହ ନବୀନଙ୍କୁ ‘ପୋଡ଼ା ଟ୍ରାନ୍ସଫର୍ମର’ କହି ସମାଲୋଚନା...

ଶାହ, ବିଜେପି ଓ ମୋଦୀଙ୍କ ଉପରେ ମନଇଚ୍ଛା ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ମନଇଚ୍ଛା ବର୍ଷିଛନ୍ତି। ସିଏଏକୁ ନେଇ ଦିଲ୍ଲୀ ଜଳୁଥିବା ବେଳେ ଶାହ ଭୁବନେଶ୍ୱରର ଆସି ଭାଷଣ ଦେବା ଲଜ୍ଜାଜନକ...

ଶିକ୍ଷା ବିକାଶ ସମିତି ଅଧୀନରେ ଅଧ୍ୟାପକ ନିଯୁକ୍ତି, ମାର୍ଚ୍ଚ ୩୧ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଶିକ୍ଷା ବିକାଶ ସମିତି ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ ବିଜ୍ଞାନ)ଗୁଡ଼ିକର ବିଭିନ୍ନ ବିଭାଗରେ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ...

ଲଗାତାର ୮ ଦିନ ବନ୍ଦ ରହିବନି ବ୍ୟାଙ୍କ୍ – ଘୁଞ୍ଚିଲା ବ୍ୟାଙ୍କ ଧର୍ମଘଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ମାସରେ ଲଗାତାର ଆଠ ଦିନ ପାଇଁ ବନ୍ଦ ରହିବନି ବ୍ୟାଙ୍କ। ମାର୍ଚ୍ଚ ୧୧ରୁ ୧୩ର ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଶନିବାର...

ଇଣ୍ଡିଗୋ ଆରମ୍ଭ କରୁଛି ଭୁବନେଶ୍ୱରରୁ ବାରଣାସୀକୁ ବିମାନ ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ବିମାନ ଇଣ୍ଡିଗୋ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇଣ୍ଡିଗୋ ଏଟିଆର-୭୨ ରାତି ୯ଟା ୨୫ରେ ପହଞ୍ଚି ୯ଟା ୪୫ରୁ...