ଗଠନ ହେବ ଓଡ଼ିଶା ବିଧାନ ପରିଷଦ, ନେତା ହେବେ ଥଇଥାନ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନ ପରିଷଦ ଗଠନକୁ ନେଇ ଯେଉଁ ଉଠାପକା ରାଜନୀତି ଚାଲିଛି ତାହା ୨୦୨୦ରେ ସଫଳ ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର୍।
ଓଡ଼ିଶା...
ବୁଧବାର ଭୁବନେଶ୍ୱର ଓ କଟକରେ ହେବ ବିଦ୍ୟୁତ୍ କାଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଗ୍ରାମାଞ୍ଚଳ ଓ କଟକର କିଛି ଅଞ୍ଚଳରେ ବୁଧବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ ଜନିତ ମରାମତି କାମ ପାଇଁ ସେସୁ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସେସୁର ସୂଚନା ଅନୁଯାୟୀ...
ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ପଦୋନ୍ନତି ଅଦାଲତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେଲା ପଦୋନ୍ନତି ଅଦାଲତ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଅଦାଲତ ଆରମ୍ଭ ହୋଇଛି।
ଏହି ଅଦାଲତରେ ଯେଉଁ...
୩୧ରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୩୧ରୁ ଭୁବନେଶ୍ୱର ବିମାନବନ୍ଦରରୁ ବାରଣାସୀକୁ ସିଧାସଳଖ ବିମାନ ଉଡିବ। ଆଲିଆନ୍ସ ଏୟାର ଏକ ୭୦ସିଟ୍ ବିଶିଷ୍ଟ ବିମାନ ପ୍ରତିଦିନ ଭୁବନେଶ୍ୱରରୁ ବାରଣାସୀ ଯିବ।
ଏଥିପାଇଁ ଯାତ୍ରୀଙ୍କୁ ୩,୪୭୦ ଟଙ୍କା ଖର୍ଚ୍ଚ କରିବାକୁ...
ରାଜଧାନୀରେ ବାର୍ଡ ଫ୍ଲୁ – ଓୟୁଏଟିରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ ପାଇଁ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଏବେ ରାଜଧାନୀରେ ଭୁବନେଶ୍ଵରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି।...
ଡରେଇଲା ବାର୍ଡ ଫ୍ଲୁ – କୁକୁଡ଼ା ମାରିବା ପାଇଁ ୧୨ଟି ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ। ଓୟୁଏଟି ଫାର୍ମ ଏହାର କେନ୍ଦ୍ରସ୍ଥଳ ହୋଇଥିବାରୁ ମଙ୍ଗଳବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହେବ। ଓୟୁଏଟିଠାରୁ ୧ କିଲୋମିଟର ପରିଧି ଭିତରେ ଯେତେ କୁକୁଡ଼ା ଅଛନ୍ତି...
ଏକାମ୍ର ଯୋଜନା ପ୍ୟାକେଜ – ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ରାଶି ଘୋଷଣା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ ହେବ ଅଧିଗୃହିତ ଜମି
ଜମି ଦାନ କରିଥିବା ଲୋକଙ୍କ ନାଁରେ ଫଳକ ଲାଗିବ
ଜମି ବଦଳରେ ଦିଆଯିବ ଜମି
ବିସ୍ଥାପିତଙ୍କୁ ମିଳିବ ଘରଭଡ଼ା...
କୋରୋନା ଭାଇରସ୍ ପାଇଁ ଏୟାରପୋର୍ଟରେ ଯାଞ୍ଚ କଡ଼ାକଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍ ଲାଗି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।
କାୟା ମେଲାଉଛି କୋରୋନା ଭାଇରସ୍। ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଦେଶ ବିଦେଶରୁ ଆସୁଥିବା...
ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା। ରବିବାର ଗଣତନ୍ତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବିଶାଳ ପତାକାକୁ ଉତ୍ତୋଳନ କରିଛନ୍ତି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ...
‘କୃଷି ଓଡ଼ିଶା’ରେ ନୂଆ କୃଷି ଯନ୍ତ୍ରପାତିର ଚମକ – ଜମିରେ ଡ୍ରୋନ୍ ପକାଇବ କୀଟନାଶକ, ଘରେ ବସି ମହିଳା...
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ତଥା ଉନ୍ନତମାନର କୃଷି ଯନ୍ତ୍ରପାତି ଜଟିଳ କୃଷି ବ୍ୟବସ୍ଥାକୁ ସରଳ କରିବା ସହ ଯୁବପିଢ଼ିଙ୍କୁ ଚାଷ ପ୍ରତି ଆକର୍ଷିତ କରିବାରେ ସହାୟକ ହୋଇଛି।
ଚାଷ କ୍ଷେତ୍ରରେ ସଫଳତା ପାଇବା ପାଇଁ...





















