ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଛନ୍ଦ ଓ ରସରେ ଭିଜିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ।...

ଡିସେମ୍ବର ୨୯ରେ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯ର ଫାଇନାଲ୍‍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନଧରି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପରିସରରେ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ 'କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯'। ୨୯...

ପାଣିପାଗ ପରିବର୍ତ୍ତନର ପ୍ରଭାବ ଖାଦ୍ୟ ଉତ୍ପାଦନ ଓ ଶରୀର ଉପରେ ପଡ଼ୁଛି – ଗବେଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଣିପାଗ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ବିଶେଷ ଭାବେ କୃଷକ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପଡ଼ୁଛି। ଚଳିତବର୍ଷ ଯେଉଁଭଳି ଭାବେ ଦେଶରେ ପିଆଜ ସଙ୍କଟ ଦେଖାଗଲା ତାହା କେବଳ...

୨୦୧୯ରେ ବିଜେଡିର ରେକର୍ଡ ବିଜୟ, ଗଠନ ହେଲା ପଞ୍ଚମ ପାଳି ସରକାର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ବିଜୁ ଜନତା ଦଳ ପାଇଁ କେମିତି ଥିଲା? ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌-୨୦୧୯’ ରିପୋର୍ଟରୁ ଜାଣନ୍ତୁ। ୨୦୧୯ରେ ବଡ଼ ପରୀକ୍ଷା ଦେଇଥିଲା ବିଜୁ ଜନତା ଦଳ। ଗୋଟିଏପଟେ ମୋଦୀଙ୍କ ହାୱା ଏବଂ...

ଜାନୁଆରି ୪ରୁ ଶିଶିର ସରସ ମେଳା – ପ୍ରଦର୍ଶନୀ ପଡ଼ିଆରେ ଜମିବ ଆସର

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୪ରୁ ଶିଶିର ସରସ ୧୧ ଦିନ ଧରି ଚାଲିବ ଏହି ମେଳା ଏଥର ପଡ଼ିବ ୩୦୦ଟି ଷ୍ଟଲ ଜାନୁଆରି ୪ରୁ ଆରମ୍ଭ ହେବାକୁ ଯାଉଛି ଜାତୀୟସ୍ତରୀୟ ମେଳା ‘ଶିଶିର ସରସ’।...

ରେଲୱେ ଆପ୍ରେଣ୍ଟିସ୍ ପାଇଁ ନିଯୁକ୍ତି ସୁଯୋଗ, ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତଟ ରେଳପଥର ୧୨୧୬ଟି ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।   ଆବେଦନ କରିବାର ଶେଷ ତାରିଖ - ଜାନୁଆରୀ ୬ ତାରିଖ ୨୦୨୦ ଯୋଗ୍ୟତା ପ୍ରାର୍ଥୀଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ...

ସ୍ମାର୍ଟ ସିଟି ସିରିଜ – ୧୭: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୨)

କପିଳାସ ଭୂୟାଁ ଅନ୍ୟ ପକ୍ଷରେ ଟ୍ରାଫିକ ଜାମର ଗୋଟିଏ ମୁଖ୍ୟ କାରଣ ହେଲା ରାସ୍ତାରେ ମନ ଇଚ୍ଛା ଗାଡି ପାର୍କିଂ କରିବା। ଛତୁ ଫୁଟିଲା ପରି ଭୁବନେଶ୍ଵରରେ ଖୋଲିଥିବା ବାହାଘର ମଣ୍ଡପ ଓ...

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=YaiS53QLDFQ] ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର...

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କାହିଁକି କହିଲେ ‘ମୋ ଉପରେ ପାର୍ଟି ନିର୍ଭରଶୀଳ ନୁହେଁ’?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରତିଷ୍ଠା ଦିବସରେ ନବୀନଙ୍କ ମନ୍ତବ୍ୟକୁ ନେଇ ରାଜନୀତି ପାଣିପାଗ ଗରମ। ‘‘ମୋ ଉପରେ ପାର୍ଟି ନିର୍ଭରଶୀଳ ନୁହେଁ। କୌଣସି ନେତାଙ୍କ ଉପରେ ବି ପାର୍ଟି ନିର୍ଭରଶୀଳ ନୁହେଁ’’, ପ୍ରତିଷ୍ଠା ଦିବସରେ ବିଜେଡି...

ବିଜେଡି ପାଳିଲା ପ୍ରତିଷ୍ଠା ଦିବସ– ୨୩ ବର୍ଷର କାହାଣୀ କହିଲେ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ (ଭୁବନେଶ୍ୱରରୁ ଅଜୟ ଦାସ): “ବିଜେଡି ଏକ ରାଜନୈତିକ ଦଳ ନୁହେଁ। ବିଜେଡି ଗୋଟିଏ ଆନ୍ଦୋଳନ। ବିଜେଡିର ସ୍ଥିତି ଓ ପ୍ରସାର କେବଳ ମୋ ଉପରେ ନିର୍ଭର କରୁନି। ଏପରିକି ଦଳର...