Mo Cycle cycles parked in Bhubaneswar

ପ୍ରଦୂଷଣ ରୋକିବାକୁ ନିଆରା ପ୍ରୟାସ – ଏଣିକି ପ୍ରତି ଶୁକ୍ରବାର ସାଇକେଲରେ ଅଫିସ୍‌ ଯିବେ ସରକାରୀ ବାବୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ଵର ସ୍ମାର୍ଟ ସିଟି ଲିମଟେଡ୍, ଭୁବେନଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ଵର ମହାନଗର ନିଗମା ପ୍ରଦୂଷଣ ରୋକିବାକୁ ସରକାରୀ ବାବୁଙ୍କ ନିଆରା...

ପୁରୀ ଷ୍ଟାଇଲରେ ଲିଙ୍ଗରାଜ ଚାରିପଟୁ ହଟୁଛି ଜବରଦଖଲ – ବିରୋଧ ପରେ ପ୍ୟାକେଜ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଭଳି ଲିଙ୍ଗରାଜ ମନ୍ଦିର ଚାରିପଟେ ଗଡୁଛି ବୁଲ୍‌ଡୋଜର। ଗତ ୯ ତାରିଖରୁ ପ୍ରଶାସନର ବୁଲଡୋଜର ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବରଦଖଲ ହଟାଉଛି। କେଉଁଠି ପାଚେରୀ ଭାଙ୍ଗୁଛି ତ ଆଉ କେଉଁଠି...

ଡିସେମ୍ବର ୧୫ରୁ ଆରମ୍ଭ ହେବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୧୫ରୁ ଆରମ୍ଭ ହେବ ତୋଷାଳି ମେଳା ଜନତା ମଇଦାନରେ ୧୩ ଦିନ ଧରି ଚାଲିବ ଏଥର ପଡ଼ିବ ୩୮୦ଟି ଷ୍ଟଲ୍‌ ରାଜ୍ୟ ବାହାରୁ ଆସିବେ ୫୦ ବୁଣାକାର ଓଡ଼ିଶା ସରକାରଙ୍କ...

ସୋଆର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଆର୍‌ କେ ଚୌହାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ପରିଚାଳନା ବୋର୍ଡର ସଦସ୍ୟ ପ୍ରଫେସର ଆର୍ କେ ଚୌହାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅବସର ନେବା...

ଏଣିକି ସାଇକେଲରେ ଅଫିସ୍‌ ଯିବେ ସରକାରୀ ବାବୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସାଇକେଲରେ ଅଫିସ୍‌ ଯିବେ ସରକାରୀ ବାବୁ। ବାୟୁ ପ୍ରଦୂଷଣ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀମାନେ ନୂଆ ପନ୍ଥା ଅବଲମ୍ବନ କରିଛନ୍ତି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌), ଭୁବନେଶ୍ୱର...

ପୁଣି ଲିଙ୍ଗରାଜ ମନ୍ଦିର ଚାରିପଟେ ବୁଲିବ ବୁଲଡୋଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ଚାରିପଟେ ଆଜିଠୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ। ୨ ଦିନର ବିରତି ପରେ ପୁଣି ଉଚ୍ଛେଦ କରାଯିବ। ବୁଧବାର ବିଏମ୍‌ସି କମିସନର ପ୍ରେମ୍‌ଚାନ୍ଦ ଚୌଧୁରୀଙ୍କ ବୈଠକ ପରେ...

କେଉଁଠି ଭରିବେ ଟ୍ରାଫିକ୍ ଚାଲାଣର ଫାଇନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ପାଖକୁ ଟ୍ରାଫିକ୍‌ ଚାଲାଣ ଆସିଛି କି? ଟ୍ରାଫିକ୍‌ ଫାଇନ୍‌ କେଉଁଠି ଭରିବେ ତାହା ଜାଣିପାରୁ ନାହାନ୍ତି କି? ତେବେ ଜାଣନ୍ତୁ କେଉଁଠି ଭରିବେ ଜରିମାନା। ଏନେଇ କମିସନରେଟ୍ ପୋଲିସ ଟୁଇଟ୍...

ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦକୁ ନେଇ ବିରୋଧ – ଆଗ ଥଇଥାନ, ପରେ ଉଚ୍ଛେଦ କରିବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଚାରିପାଖରେ ଜବରଦଖଲ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଥଇଥାନ ନ କରି ଏବଂ ପୂର୍ବରୁ ସୂଚନା ନ ଦେଇ...

ଟୁଇଟର୍‌ରେ ପ୍ରଶ୍ନ ପଚାରିବେ ଲୋକେ, ଲାଇଭ୍‌ ଚାଟ୍‌ରେ ଉତ୍ତର ଦେବେ ପୋଲିସ କମିସନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକେ ପ୍ରଶ୍ନ ପଚାରିବେ, ଉତ୍ତର ଦେବେ ପୋଲିସ କମିସନର। ଲୋକମାନଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ଅଭିନବ ପ୍ରୟାସ କରିଛନ୍ତି। ଆସନ୍ତା ଡିସେମ୍ବର ୧୪ ତାରିଖରେ କମିସନର...

ଓଡ଼ିଆ ସାଙ୍ଗଙ୍କୁ ଭୁଲି ନାହାନ୍ତି ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ପଗଡ଼ି ଦେଖି ୧୩ ବର୍ଷ ତଳର ପୁରୁଣା ସାଙ୍ଗକୁ ଚିହ୍ନିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ‘‘ମୁଁ ଆପଣଙ୍କ ପଗଡ଼ି ଦେଖି ଚିହ୍ନିପାରିଲି କାରଣ ଏଠି ଆଉ କେହି ଲୋକ ପଗଡ଼ି ପିନ୍ଧିନାହାନ୍ତି। ତେଣୁ...