ଫଟୋରେ ଫଟୋରେ ଭୁବନେଶ୍ୱର ବିଭିନ୍ନ ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରିଆଡ଼େ ଦୁର୍ଗାପୂଜାର ମାହୋଲ। ଆଜିଠୁ ପୂଜା ମଣ୍ଡପରେ ମା’ ଦଶଭୂଜାଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ଏବଂ ଲାଇଟ୍...
ଦାମ କହିଲେ – ‘‘ଗୋଡ଼ ହାତ ଚଳିବା ଯାଏଁ ରାଜନୀତି କରିବି’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=2SwYOqLJMic
ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ହେଲେ ରାଜନୀତିରେ ରହିବେ।
‘‘ମୁଁ ରାଜନୀତିରେ ରହିବି। ଲୋକଙ୍କ ସହ ରହିବି। ହେଲେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବି ନାହିଁ।...
ନନ୍ଦନକାନନରେ ଜଳହସ୍ତୀର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନରେ ଥିବା ଏକ ଜଳହସ୍ତୀର ମୃତ୍ୟୁ ହୋଇଛି। ଶାରୀରିକ ଅସୁସ୍ଥତା କାରଣରୁ ଶୁକ୍ରବାର ଏହି ଜଳହସ୍ତୀର ମୃତ୍ୟୁ ଘଟିଥିବା କୁହାଯାଇଛି।
ଶୁକ୍ରବାର ଏନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଚିଡ଼ିଆଖାନାରେ...
ଦୁର୍ଗାପୂଜା ସମୟରେ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଇଲା କମିସନରେଟ୍ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଗଲାଣି ପାର୍ବଣ ୠତୁ। ବଢ଼ିଲାଣି ପୂଜା ଭିଡ଼। ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକଙ୍କ ସୁରକ୍ଷା ଆଉ ପୂଜା ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ...
ଭୁବନେଶ୍ୱରକୁ ୪ଟି ନୂଆ ଘରୋଇ ବିମାନ ଉଡ଼ିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରକୁ ବଢ଼ିବ ଘରୋଇ ବିମାନ ସେବା। ଆସନ୍ତା ଅକ୍ଟୋବର ୨୭ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଳୁରୁକୁ ଦୁଇଟି ନୂଆ ଏୟାର ଏସିଆ ବିମାନ ଚଳାଚଳ ହେବ। ସେହିପରି ହାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ...
୩୯ତମ ବିଶ୍ୱ କବି ସମ୍ମିଳନୀର ଦ୍ୱିତୀୟ ଦିନ – ‘‘ବୌଦ୍ଧିକ କବିତା ଆମ ଜୀବନକୁ ଆଲୋକିତ କରିଥାଏ’’
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା ବିଶ୍ୱ କବି ସମ୍ମିଳନୀର ଆଜି ଥିଲା ଦ୍ୱିତୀୟ ଦିନ। ଏହି ଦ୍ୱିତୀୟ ଦିନ ସମ୍ମିଳନୀର ବୌଦ୍ଧିକ କବିତା ଅଧିବେଶନକୁ ଉଦ୍ଘାଟନ...
ଆରମ୍ଭ ହେଲା ବିଶ୍ୱ କବି ମହାକୁମ୍ଭ – ‘‘କବିତା ମାଧ୍ୟମରେ ହୋଇପାରିବ ସାମାଜିକ ପରିବର୍ତ୍ତନ’’
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ସମ୍ମିଳନୀ କକ୍ଷରେ ବିଶ୍ୱ କବି ସମ୍ମିଳନୀ
ଗାନ୍ଧୀ ଜୟନ୍ତୀରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ସମ୍ମାନିତ ହେଲେ ୪ ଜଣ ବିଶିଷ୍ଟ ବ୍ୟକ୍ତି
୬ରେ ଉଦ୍ଯାପନୀ ଉତ୍ସବ
ଯୋଗ ଦେବେ...
ଭୁବନେଶ୍ୱରରେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତିନି ତିନିଟି ସ୍ଥାନରେ ରେଡ୍ କରାଯାଇଛି। ଶିକ୍ଷୟିତ୍ରୀ ଜଣକ...
ତିନି ଦଳର ପଦଯାତ୍ରା – ଗାନ୍ଧୀ ଜୟନ୍ତୀରେ ଉଠିଲା ପଡ଼ିଲା ରାଜନୀତି କରିଡର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେଉଁ ଦଳ କେତେ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି? ଲୋକଙ୍କ ନିକଟରେ କିଏ ପହଞ୍ଚି ପାରୁଛି? ଏହାକୁ ନେଇ ଗାନ୍ଧୀ ଜୟନ୍ତୀରେ ତିନି ପ୍ରମୁଖ ଦଳ ଭିତରେ ପ୍ରତିଯୋଗିତା ଦେଖିବାକୁ...
‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାପିଟାଲ ହସ୍ପିଟାଲ ଏବଂ ସହିଦ ନଗର ଥାନା ପରିସରରୁ ‘ମୋ ସରକାର’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ...





















