‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଗଲେ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚର...

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ମିଳିଲା ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲୋକସେବା ଭବନରେ ଶୁକ୍ରବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ, ଅଗ୍ନିଶମ ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ...

ଭୁବନେଶ୍ଵର ମହାନଗର ନିଗମରେ ସୃଷ୍ଟି ହେବ ଆଉ ୪୨୬ଟି ନୂଆ ପଦବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆହୁରି ଦକ୍ଷ ହେବ ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ବିଏମସିରେ ୪୧୬ଟି ନୂତନ ପଦବୀ ପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ବିଏମସିରେ ୨୧୦ଟି ପଦବୀ ରହିଥିଲା। ଏବେ ନୂଆ...

ସ୍ଵସ୍ତି ଗ୍ରୁପ ସିଏମଡି ଜେ କେ ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=kZ2lnQtg9Y0] ସ୍ଵସ୍ତି ଗ୍ରୁପର ସିଏମଡି ଜେ କେ ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଶନିବାର ଦିନ କିଟ୍ ଡିମଡ ବିଶ୍ଵବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଜେ...

‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ପକ୍ଷରୁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ବଣ୍ଟାଗଲା ୫ ହଜାର ବୃକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ପକ୍ଷରୁ ଚଳିତବର୍ଷ ପାଇଁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ବୁଧବାର ଭୁବନେଶ୍ୱରର ପଟିଆରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଅଭିନେତା ତଥା ଉଡ୍ରର ପରାମର୍ଶଦାତା...

କଳିଙ୍ଗ ଷ୍ଟାଡିୟମ ଆକ୍ୱାଟିକ୍ ସେଣ୍ଟର: ସନ୍ତରଣକାରୀଙ୍କ ଜାତୀୟସ୍ତରର ପ୍ରଶିକ୍ଷଣ ପାଇଁ ଶ୍ରେଷ୍ଠ ସ୍ଥାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସନ୍ତରଣକାରୀଙ୍କ ପାଇଁ ନୂଆ ଠିକଣା ପାଲଟିଛି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍ ସେଣ୍ଟର। ଏଠାରେ ସନ୍ତରଣ ପ୍ରଶିକ୍ଷଣ ପାଇଁ ସବୁ ପ୍ରକାର ସୁବିଧା ରହିଛି। ଏହା ଜାତୀୟସ୍ତରର ସନ୍ତରଣ ପ୍ରଶିକ୍ଷଣ...

ଶାଶୂର ଗଳାକାଟି ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା ବୋହୂ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ଶାଶୂର ଗଳାକାଟି ହତ୍ୟା କରିବା ଅଭିଯୋଗରେ ବୋହୂକୁ ଗିରଫ କରିଛି ପୋଲିସ। ଏହି ଅଭାବନୀୟ କାଣ୍ଡ ହେଉଛି ଭୁବନେଶ୍ଵର ଖଣ୍ଡଗିରିବାରିର। ଗତ ଅଗଷ୍ଟ ୧୫ ତାରିଖରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦଫାଶ...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଚାକିରି ଜାଲିଆତି ମାମଲାରେ ଦାଖଲ ହେଲା ଚାର୍ଜଫ୍ରେମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଛି ଅଡ଼ୁଆ। ଟାଟା ମୋଟର୍ସ ଚାକିରି ଜାଲିଆତି ମାମଲାରେ ତାଙ୍କ ବିରୋଧରେ ଭୁବନେଶ୍ଵର ସ୍ଵତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ହୋଇଛି। ଏହା ସହ ମାମଲାର ଅନ୍ୟ...

ଉଠାଦୋକାନୀଙ୍କ ଆର୍ଥିକ ସୁରକ୍ଷା ପାଇଁ ପିଏମ୍ ସ୍ୱନିଧି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=zG9abpdWL6E] ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ୍ (ଭୁବନେଶ୍ୱର) ପକ୍ଷରୁ ଏକ ମାସିକ ‘ଆର୍ଥିକ ଅନ୍ତର୍ଭୁକ୍ତି ସେମିନାର ସିରିଜ୍’ ଆରମ୍ଭ ହୋଇଛି। ଏହାର ପରିଚାଳନା କରୁଛନ୍ତି ଏକ୍ସଆଇଏମର...

ଭୁବନେଶ୍ଵରରେ ଡେଙ୍ଗୁ ଭୟ, ଦିନକୁ ୮୦ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣାୟତ୍ତ ହେଲାଣି ଡେଙ୍ଗୁ ପରିସ୍ଥିତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଛୁଇଁବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ୭୦ରୁ ୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ...