ମୌସୁମୀ ସହ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଏହି ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଶନିବାର ଆଭ୍ୟନ୍ତରୀଣ...
ଭୁବନେଶ୍ଵରରେ ରାଜ୍ୟ ସଚିବସ୍ତରୀୟ ବୈଠକ, ଓଡ଼ିଶାରେ ଜନକଲ୍ୟାଣକାରୀ କାମକୁ ବ୍ୟାପକ କରିବାକୁ ଗୁରୁତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ସଚିବସ୍ତରୀୟ ବୈଠକ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି। ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା...
ଓଡ଼ିଶାର କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ସ୍ଵତନ୍ତ୍ର ପୋର୍ଟାଲ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ଏହାଦ୍ୱାରା ଏବେ ରାଜ୍ୟର ସାମ୍ବାଦିକମାନେ ସୁବିଧାରେ ସରକାରୀ ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ...
ଡିଏନ୍ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ଆଗକୁ ତଦନ୍ତ କରିବ ଇଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଗୁରୁବାର ମଧ୍ୟ ଜାରି ରହିଛି। ଦ୍ଵିତୀୟ ଦିନରେ ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଘରେ ରେଡ କରାଯାଇଛି। ଏଥିରେ...
ଡିଏନ ଗ୍ରୁପ୍ ଉପରେ ଆୟକର ଚଢ଼ାଉ, କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପର ଭୁବନେଶ୍ଵର ସମେତ ୨୦ରୁ ଅଧିକ ସ୍ଥାନରେ...
ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ରାଜଧାନୀବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ କାୟ ମେଲାଉଛି ଡେଙ୍ଗୁ। ବିଶେଷ କରି ରାଜଧାନୀ ଭୁବନେଶ୍ଵର ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ...
ବାହାନଗା ଟ୍ରେନ ଟ୍ରାଜେଡି: ଚିହ୍ନଟ ହେଲା ଆଉ ୨୯ଟି ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ଶୁକ୍ରବାର ଚିହ୍ନଟ ହୋଇଛି ଆଉ ୨୯ଟି ମୃତଦେହ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଡିଏନଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା...
ବର୍ଲିନ ସ୍ପେଶାଲ ଅଲିମ୍ପିକ୍ସ: ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ସମ୍ମାନିତ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନୀର ବର୍ଲିନ ସ୍ପେଶାଲ ଅଲିମ୍ପିକ୍ସ ସମର ଗେମସ ୨୦୨୩ରେ ଓଡ଼ିଶା ପାଇଁ ଗୌରବ ସାଉଁଟିଛନ୍ତି ୭ ଆଥଲେଟ। ପ୍ରଥମଥର ପାଇଁ ଓଡ଼ିଶାର ଖେଳାଳିମାନେ ଏହି ପ୍ରତିଯୋଗିତାରେ ୮ଟି ପଦକ ଜିତି ସୁନାମ...
ଡରାଇଲାଣି ଡେଙ୍ଗୁ: ନିୟନ୍ତ୍ରଣ ପାଇଁ ବିଏମସିର ଆକ୍ସନ ପ୍ଲାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମୌସୁମୀ ଆରମ୍ଭରୁ ଡରାଇଲାଣି ଡେଙ୍ଗୁ। ବର୍ଷା ଆରମ୍ଭ ସହ ଭୁବନେଶ୍ଵରର କେତେକ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷ କରି ପ୍ରତିବର୍ଷ ସହରର ହଟସ୍ପଟ ପାଲଟୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ...
ଏକାମ୍ର ପ୍ରକଳ୍ପ: ଭବ୍ୟ ସମାରୋହ ଭିତରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋମ, ଯଜ୍ଞ, ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଏକାମ୍ରକ୍ଷେତ୍ର। ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ଆଉ ଏଭଳି ଆଧ୍ୟାତ୍ମିକ ପରିବେଶ ଭିତରେ ବୁଧବାର ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ...




















