ପୁଣି ବଢ଼ିଲା ଯୁକ୍ତ ୨ ଆବେଦନ ଅବଧି, ଜୁଲାଇ ୭ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନର ଅବଧି ପୁଣି ବଢ଼ିଛି। ନାମଲେଖା ପାଇଁ ଆବେଦନର ସମୟକୁ ଜୁନ୍ ୨୬ ପରିବର୍ତ୍ତେ ଜୁନ୍ ୩୦କୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ...
ରାଜ୍ୟରେ ମୌସୁମୀ ସହ ସକ୍ରିୟ ହେଲା ଲଘୁଚାପ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଏବଂ...
ମୃତ୍ୟୁ ପରେ ଜୀବନ: ଅଙ୍ଗଦାନ କରି ୪ ଜଣଙ୍କୁ ନୂଆ ଜୀବନ ଦେଲେ ପ୍ରସନ୍ନଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୃତ୍ୟୁ ପରେ ବି ଜୀବିତ ରହିବେ ଭୁବନେଶ୍ଵରର ପ୍ରସନ୍ନଜିତ ମହାନ୍ତି। ନିଜେ ଚାଲି ଗଲେ ସତ, ହେଲେ ଯିବା ଆଗରୁ ଆଉ ଚାରି ଜଣଙ୍କୁ ଦେଇଗଲେ ନୂଆ ଜୀବନ।
ମୃତ୍ୟୁ ପରେ ବି...
ପତ୍ନୀ ହତ୍ୟା ମାମଲା: ୨୮ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ନିଜ ପତ୍ନୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ପେଶାଲ କୋର୍ଟ ଶନିବାର ଦିନ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହତ୍ୟା ଘଟଣାର...
ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ କଡ଼ାକଡ଼ି, ନଥିଲେ ଲାଗିବ ଜୋରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଏସଆରପି) ନଲାଗିଥିବା ମୋଟର ଗାଡ଼ିଗୁଡ଼ିକରେ ଶୁକ୍ରବାରଠାରୁ ଫାଇନ ଲାଗିବା ଆରମ୍ଭ ହୋଇଛି। ଏଚଏସଆରପି ନଥିବା ଗାଡ଼ିର ଚାଳକଙ୍କଠୁ ଇ-ଚାଳାଣ କରାଯାଇ ୫ ହଜାରରୁ ୧୦...
ମୌସୁମୀ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା, ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ୨ ସପ୍ତାହ ବିଳମ୍ବରେ ଓଡ଼ିଶାରେ ପହଞ୍ଚିଛି। ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଓଡ଼ିଶାରେ ଅଗ୍ରସର ହୋଇଛି ମୌସୁମୀ। ଏହା ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ...
ମୁକ୍ତା ଯୋଜନାରେ ପ୍ରକଳ୍ପ ପରିଚାଳନା ପାଇଁ ମିଶନ ଶକ୍ତି ମହିଳାଙ୍କୁ ଦିଆଯିବ ଦକ୍ଷତା ବିକାଶ ତାଲିମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ପରିଚାଳନା କରିବା ପାଇଁ ମିଶନ ଶକ୍ତି ଏସଏଚଜି ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ଏଥିପାଇଁ ଜୁନ ୨୨...
ଓଡ଼ିଶା ଛୁଇଁଲା ମୌସୁମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ ଓଡ଼ିଶା ଛୁଇଁଛି। ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ଅଗ୍ରସର ହୋଇଛି ମୌସୁମୀବାୟୁ। ଏଥିପାଇଁ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ...
କ୍ୟାବିନେଟ ନିଷ୍ପତ୍ତି: ରାଜ୍ୟରେ ଦୁଇ ବର୍ଷରେ ନିର୍ମାଣ ହେବ ୩ ହଜାର ୪୦୪ କିଲୋମିଟର ରାସ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗମନାଗମନର...
ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଯୁବ ଗୋଷ୍ଠୀଙ୍କ ସ୍ଵପ୍ନ ପାଇଁ ନୂଆ ଉଡ଼ାଣ-‘ବିଶ୍ଵ ଦକ୍ଷତା କେନ୍ଦ୍ର’
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସମୟ ବଦଳିଛି। ବିଶ୍ୱବ୍ୟାପି ବିଭିନ୍ନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ଏହାର ସୁଯୋଗ ଦେବା ଲାଗି ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ...





















