ଓଡ଼ିଶାରେ ଆଇଏଏସ ସ୍ତରରେ ଛୋଟ ଅଦଳବଦଳ, ମନ୍ତ୍ରୀଙ୍କ ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ ପଡ଼ିବାପରେ, ଏବେ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ବଦଳି ହୋଇଛି। ତାଙ୍କୁ ଏବେ ରାଜ୍ୟ ସଧାରଣ ପ୍ରଶାସନ ବିଭାଗର...

ବାହାନଗା ଟ୍ରାଜେଡି: ସପ୍ତାହେ ପରେ ମଧ୍ୟ ହୋଇନି ମୃତଦେହ ଚିହ୍ନଟ, ଡିଏନଏ ରିପୋର୍ଟ ଅପେକ୍ଷାରେ ସମ୍ପର୍କୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିକୁ ଏବେ ସପ୍ତାହେ ବିତିଥିଲେ ମଧ୍ୟ ଏ ଯାଏଁ ଅନେକ ମୃତକଙ୍କ ଶବ ଚିହ୍ନଟ ହୋଇପାରି ନାହିଁ। ମୃତଦେହ ଚିହ୍ନଟ ପାଇଁ ଏବେ ଡିଏନଏ ଟେଷ୍ଟ କରାଯାଉଥିବାବେଳେ ଏହାର...

ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୨୩ ଜୁନରୁ ଲାଗିବ ଜୋରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମୋଟର ଗାଡ଼ିଗୁଡ଼ିକରେ ଲାଗୁଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଏସଆରପି)କୁ ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଏବେ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲାଗିଥିଲେ ଜୁନ...

ଟ୍ରେନ ଦୁର୍ଘଟଣାରେ ରେଳ ଟ୍ରିବ୍ୟୁନାଲରୁ କେମିତି ପାଇବେ କ୍ଷତିପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ...
AIIMS-Bhubaneswar OPD

ବାହାନଗା ଟ୍ରାଜେଡି: ମିଳିପାରୁନି ପରିଚୟ, ଏବେ ବି ଭୁବନେଶ୍ଵର ଏମ୍ସରେ ପଡ଼ିରହିଛି ୮୨ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଏବେ ଜାରି ରହିଛି। ଏବେ ଭୁବନନଶ୍ଵର ଆସିଥିବା ୧୯୩ଟି ମୃତକଙ୍କ ଶବ ମଧ୍ୟରୁ ୧୧୧ଟି ସେମାନଙ୍କ ପରିବାର ବର୍ଗଙ୍କୁ...

ବାହାନଗା ଟ୍ରେନ ଟ୍ରାଜେଡି: ମୃତଦେହକୁ ନେଇ ଦ୍ଵନ୍ଦ୍ଵ, ଜଣଙ୍କ ପାଇଁ ୬ ଦାବିଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି। କିଛି ମୃତଦେହ ଚିହ୍ନଟ ହୋଇନପାରି ପଡ଼ି ରହିଥିବାବେଳେ ଗୋଟିଏ ମୃତଦେହର ୬ ଜଣ ଲେଖାଏଁ ଦାବିଦାର ରହିଛନ୍ତି।...
AIIMS-Bhubaneswar OPD

ବାହାନଗା ଟ୍ରାଜେଡି: ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସ ଆସିବାକୁ ସମ୍ପର୍କୀୟଙ୍କୁ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ପରିବାର ଲୋକେ ଏବେ ସେମାନଙ୍କ ଆତ୍ମୀୟଙ୍କ ଶବକୁ ଖୋଜିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ଵରର...

ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତଦେହ ନେବାକୁ ଏକାଧିକ ଦାବିଦାର, ଡିଏନଏ ମ୍ୟାଚ୍ କଲେ ଦିଆଯିବ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ କରିବା ଏବେ ବଡ଼ ସମସ୍ୟା ପାଲଟିଛି। ଅନେକ ମୃତଦେହ ଚିହ୍ନଟ ହୋଇନଥିବାବେଳେ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ସାମ୍ନାକୁ...

‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’। ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ...

ବାହାନଗା ଟ୍ରେନ ଟ୍ରାଜେଡି: ମୃତଦେହ ଚିହ୍ନଟ ପାଇଁ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବଗୁଡ଼ିକୁ ଚିହ୍ନଟ ପାଇଁ ଏବେ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା। ଏ ଯାଏଁ ଚିହ୍ନଟ ହୋଇପାରିନଥିବା ଶବଗୁଡ଼ିକର ଡିଏନଏ...