ହକି ପୁରୁଷ ବିଶ୍ଵକପ ୨୦୨୩: କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ବିଜୟୀ ଏବଂ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ ମ୍ୟାଚ ଡ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵକପରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚଟି ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ...
ଡଟ୍ ଫେଷ୍ଟ: ନାଚ, ଗୀତରେ ଝୁମୁଛି ଭୁବନେଶ୍ଵର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=wpGYB4VyE2Q]
ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ। ଡଟ୍ ଫେଷ୍ଟରେ ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ ଏବଂ ଝୁମୁଛନ୍ତି ଦର୍ଶକ।
ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ ଉତ୍ସବକୁ ରବିବାର ସନ୍ଧ୍ୟାରେ ଉଦଘାଟନ...
ହକି ପୁରୁଷ ବିଶ୍ଵକପ ୨୦୨୩: ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ଓ ନେଦରଲାଣ୍ଡସ ବିଜୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ପୁରୁଷ ବିଶ୍ଵକପ ୨୦୨୩ ସୋମବାର ଚତୁର୍ଥ ଦିନରେ ପହଞ୍ଚିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଛି ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ କରିଛି।...
ହକି ପୁରୁଷ ବିଶ୍ଵକପ ୨୦୨୩: ଚତୁର୍ଥ ଦିନରେ ଖେଳାଯିବ ୪ଟି ମ୍ୟାଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖେଳାଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଦିନ ଗଡ଼ୁଥିବା ସହିତ ବିଶ୍ଵକପର ରୋମାଞ୍ଚ ବଢିବାରେ ଲାଗିଛି। ସୋମବାର ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ...
ହକି ପୁରୁଷ ବିଶ୍ଵକପ ୨୦୨୩: ଦ୍ଵିତୀୟ ଦିନରେ ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ରେ ୪ଟି ମ୍ୟାଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ଵକପ ୨୦୨୩। ଶୁକ୍ରବାର ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଛି ୪ଟି ମ୍ୟାଚ। ଶନିବାର ବିଶ୍ଵକପର ଦ୍ଵିତୀୟ ଦିବସରେ...
ବିଶ୍ଵକପ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆକୁ ଲାଜରୁସ୍ ବାର୍ଲାଙ୍କ ଉପଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପରେ ଶୁକ୍ରବାର ଭାରତ ଓ ସ୍ପେନ ମୁହାଁମୁହିଁ ହେବେ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ ମୁକାବିଲା। ମ୍ୟାଚ ପୂର୍ବରୁ ଭାରତୀୟ ଦଳର...
ହକି ବିଶ୍ଵକପରେ ଭାରତୀୟ ଦଳର ଆଜିର ମ୍ୟାଚ ପାଇଁ ଓଡ଼ିଶାଲାଇଭର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ସମ୍ବିତଙ୍କ ସମୀକ୍ଷା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ହକି ପୁରୁଷ ବିଶ୍ଵକପ। ବିଶ୍ଵକପର ପ୍ରଥମ ଦିବସରେ ଭାରତୀୟ ଦଳ ସ୍ପେନ ବିପକ୍ଷରେ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ନିଜର ପ୍ରଥମ ଗ୍ରୁପ...
ଆଜି ବାରବାଟୀରେ ହକି ବିଶ୍ଵକପ ଉଦଘାଟନୀ ସମାରୋହ, ନୃତ୍ୟଗୀତରେ ଝୁମିବେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇଦିନ ପରେ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ଵକପ। ହକିର ଏହି ମହାସମର ପୂର୍ବରୁ ବୁଧବାର କଟକ ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି ଉଦ୍ଘାଟନୀ ଉତ୍ସବ। ସମଗ୍ର ଦେଶ...
ତେଜୁଛି ବିମାନ ରାଜନୀତି: ପ୍ରଧାନମନ୍ତ୍ରୀ ନାରେନ୍ଦ୍ର ମୋଦୀଙ୍କ ଫଟୋ ନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରୁ ରାଉରକେଲାକୁ ଶନିବାର ଦିନ ଆରମ୍ଭ ହୋଇଛି ବିମାନ ସେବା। ସକାଳ ୧୦ଟା ୪୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ...
ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଲଭର ସିଟି କଟକ ବାରବାଟୀ ଷ୍ଟାଡିୟମରେ ହକି ପୁରୁଷ ବିଶ୍ଵକପ ୨୦୨୩ର ଉଦଘାଟନୀ ଉତ୍ସବ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ।...



















