ମାହାଙ୍ଗା ହତ୍ୟା ଘଟଣା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏବେ ପୁଣିଥରେ ତାଙ୍କୁ ଏହି ପ୍ରସଙ୍ଗ...

ସାଇବର ଠକେଇ ରୋକିବାକୁ କମିସନରେଟ୍ ପୋଲିସ ଆରମ୍ଭ କଲା ହେଲ୍ପ ଡେସ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଇବର ଠକେଇ ରୋକିବାକୁ କମିସନରେଟ୍ ପୋଲିସ ଆରମ୍ଭ କଲା ହେଲ୍ପ ଡେସ୍କ। ଲୋକମାନେ ଏଣିକି ୭୪୪୦୦୦୬୭୦୯ ନମ୍ବରକୁ ଫୋନ କରି ସାଇବର ଠକେଇ ବିରୋଧରେ ତୁରନ୍ତ ଅଭିଯୋଗ କରିପାରିବେ ବୋଲି ଗୁରୁବାର...

ନକଲି ସାମଗ୍ରୀ କବ୍‌ଜାରୁ ହଟୁନି କଟକ – ଘିଅ, ମସଲା, ପନିର ପରେ ଏବେ ନକଲି ଚା’ପତି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ସଦର ଅଞ୍ଚଳରୁ ନକଲି ଚା'ପତି କାରଖାନା ଠାବ। କଟକରେ ନକଲି ସାମଗ୍ରୀ କାରବାର ଶେଷ ହେବାର ନାଁ ଧରୁନି। ମସଲା, ସିମେଣ୍ଟ, ଘିଅ, ସୋୟାବିନ୍, ସସ୍, ପନିର ଆଦି ପରେ ଏବେ...

ମାହାଙ୍ଗା ହତ୍ୟା ଘଟଣା – ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଟକ ଥିବା ୪ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ ଏବଂ ଲଳିତ...

ସବୁ ଜିଲ୍ଲାରେ ଖୋଲିଲାଣି ଧର୍ମାନୁଷ୍ଠାନ, କଟକରେ କେବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିଗଲାଣି। କରୋନା କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କଲେଣି। କିନ୍ତୁ କଟକ ଜିଲ୍ଲାରେ ଏଯାଏଁ କୌଣସି ବି...

ଫ୍ଲାସବ୍ୟାକ୍ ୨୦୨୦ – ନକଲି ସାମଗ୍ରୀର ହବ୍ ପାଲଟିଥିଲା କଟକ, ଘିଅରୁ ମସଲା ସବୁରେ ଭେଜାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନକଲି ଖାଦ୍ୟସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ବର୍ଷ ୨୦୨୦ରେ କଟକର ମାଟି, ପାଣି, ପବନକୁ ଛାଡ଼ିଦେଲେ ପ୍ରାୟ ସବୁଥିରେ ଲାଗିଥିଲା ନକଲିର ଛାପ। ଘିଅଠାରୁ ପନିର୍, ମସଲା ଗୁଣ୍ଡ, ଟମୋଟୋ ସସ୍ ସବୁ...

କଟକରେ ମୁନୁ ଭାଇଙ୍କ ଗୁଆଘିଅ ଚା’ – ପିଇଲେ ଜାଣିବେ ମଜା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ମୁନୁ ଭାଇଙ୍କ ଗୁଆଘିଅମାର୍କା ଚା' ପିଇବାକୁ ଗ୍ରାହକଙ୍କ ଲମ୍ଵା ଲାଇନ ଲାଗୁଛି। (କଟକରୁ ବିଶ୍ଵଜିତ ସାହୁ): ଆପଣ କେବେ ଗୁଆଘିଅ ଚା' ପିଇଛନ୍ତି କି? ଯଦି ପିଇବାକୁ ଚାହୁଛନ୍ତି ତେବେ କଟକ...

ଓଡ଼ିଶା ଲୋକସେବା ଆୟୋଗରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି : ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଥିବା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ର କାର୍ଯ୍ୟ ଢାଞ୍ଚାରେ ବ୍ୟାପକ ଉନ୍ନତି ଓ ପରିବର୍ତ୍ତନ ହୋଇଛି। ଏ କଥା କହିଛନ୍ତି ଓପିଏସସିର ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ। ଭିତ୍ତିଭୂମି, ମାନବ...

ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟ – ଫାଇନାଲରେ କଟକ-ଏ’, ସୁପରଲିଗ୍‌ରେ କଟକ-ବି’କୁ ହରାଇଲା ଭୁବନେଶ୍ୱର-ଏ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ଆନୁକୂଲ୍ୟରେ ଖେଳାଯାଉଥିବା ସିନିୟର ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି କଟକ-ଏ। ଦଳ ସୁପରଲିଗ୍‌ରେ ୨ ମ୍ୟାଚରୁ ଲଗାତାର ଦୁଇଟି ଜିତି...

ଅଂଶୁପାର ବିକାଶ କଥା ଭୁଲିଗଲେ ସରକାର, ଏଯାଏ ମିଳିଲାନି ମଞ୍ଜୁର ହୋଇଥିବା ୨୧ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଚିନ୍ତା ବଢାଇଲାଣି ଜଳପ୍ରଦୂଷଣ ବାଲିଚର ହୁଳୁହୁଳା ମୁହାଣ ଦଳଗାଡ଼ିଆରେ ପରିଣତ ହେଲାଣି ହ୍ରଦ ନୂଆ ରୂପ ପାଇବ ଓଡ଼ିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପା। ଏହାର ସର୍ବାଙ୍ଗୀନ ବିକାଶ ଦିଗରେ...