ଡେଙ୍ଗୁ ଆତଙ୍କ – ଭୁବନେଶ୍ଵର ପରେ ଏବେ କଟକରେ ବଢ଼ିଲାଣି ରୋଗୀଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଭୁବନେଶ୍ଵର ପରେ ଏବେ କଟକ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା...
କେନ୍ଦ୍ରାପଡ଼ାରୁ କଟକ – ଲମ୍ବିଥିଲା ଗ୍ୟାଙ୍ଗଷ୍ଟର ହାଇଦରର ଅପରାଧ ଚେର
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଖ୍ୟାତ ଅପରାଧୀ ସେକ୍ ହାଇଦର। କେନ୍ଦ୍ରାପଡ଼ାରୁ କଟକ ଓ ପରେ ସମଗ୍ର ଓଡ଼ିଶାରେ ଅପରାଧ ଦୁନିଆର ବାଦଶାହ ପାଲଟିଥିଲା ହାଇଦର। ଟେଣ୍ଡର ଫିକ୍ସିଂଠାରୁ ଆରମ୍ଭ କରି ହତ୍ୟା, ଦାଦା ବଟି ଆଦାୟ,...
ଆଜିଠୁ ଗଡ଼ିଲା ‘ମୋ ବସ୍’ – ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ୮୭ ବସ୍କୁ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଆରମ୍ଭ ହେଲା ‘ମୋ ବସ୍’ ସେବା। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ସେବା ଯାତ୍ରୀମାନେ ପାଇପାରିବେ ବୋଲି...
ଦଳୀୟ ସାଙ୍ଗଠନିକ ସ୍ଥିତିକୁ ନେଇ ବିଜେଡି ସୁପ୍ରିମୋଙ୍କ ସମୀକ୍ଷା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ମଙ୍ଗଳବାର ଦିନ ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି।...
ଟୁଇନ୍ ସିଟିରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ଦିନ ଟୁଇନ୍ ସିଟି କଟକ,...
ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏଥିସହ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ମଧ୍ୟ କରାଯାଇଛି।...
କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କୁ ଓଡ଼ିଶାରୁ ମିଳିଥିଲା ପ୍ରଥମ ସଫଳତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କଟକ ଜିଲ୍ଲାରୁ ସଫଳତା ସାଉଣ୍ଟି ଚର୍ଚ୍ଚାକୁ ଆସିଥିଲେ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ।
ଦେଶର ମହାନ ଧାବକ ତଥା ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ ଓଡ଼ିଶାରୁ ହିଁ ପ୍ରଥମେ ସଫଳତା...
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ – ଖାନନଗର ସ୍ଥିତ ଶ୍ମଶାନରେ ହେବ ଶେଷକୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ସମୟରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ...
ଟୁଇନ ସିଟିରେ ଅପରାଧୀଙ୍କ ତଥ୍ୟ ରଖିବ ‘କୁଣ୍ଡଳି’ ଓ ‘ସନ୍ଧାନ’ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଟୁଇନ ସିଟିରେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ପୟାସ ଜାରି ରହିଛି। ଏବେ ଅପରାଧୀମାନଙ୍କ ତଥ୍ୟ...
ଓଡ଼ିଶାର ଘରୋଇ ହସ୍ପିଟାଲ ପାଇଁ ସଂରକ୍ଷିତ ଥିବା ଟିକାକୁ କମେଇବାକୁ କେନ୍ଦ୍ରକୁ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୨୫ ପ୍ରତିଶତ ଟିକା ସଂରକ୍ଷିତ ରହିଛି। ସେହି ଟିକାକୁ ଆଣି ସରକାରଙ୍କ ଷ୍ଟକରେ ଯୋଡ଼ା ଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର...





















