ଅନୁଭବଙ୍କୁ କାଠଗଡ଼ାକୁ ଟାଣିଲେ ବର୍ଷା, ପାରିବାରିକ ହିଂସା ନେଇ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ହିଂସା ନିରୋଧ ଆଇନ୍ ଅନୁଯାୟୀ ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର...

ପ୍ରଧାନମନ୍ତ୍ରୀଙ୍କୁ ଧମକ ପ୍ରସଙ୍ଗ: ସାଲେପୁର ଯୁବକକୁ ୪ ଦିନ ରିମାଣ୍ଡରେ ନେଲା ୟୁପି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ପ୍ରସଙ୍ଗରେ ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେଇଛି ଉତ୍ତରପ୍ରଦେଶ ପୋଲିସ। ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ...

ରାଜ୍ୟର ୫ ମହାନଗରର କରୋନା ରିପୋର୍ଟ –  ଭୁବନେଶ୍ୱର ସ୍ଥିତି ଚିନ୍ତାଜନକ, ବ୍ରହ୍ମପୁରରେ କମୁଛି ସଂକ୍ରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ        ରାଜ୍ୟର ୫ଟି ମହାନଗରର କରୋନା ରିପୋର୍ଟ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଉପରମୁହାଁ ହୋଇ ବଢ଼ିଚାଲିଛି। ପ୍ରତିଦିନ ୩ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ସହିତ ସଂକ୍ରମିତଙ୍କ ସଂଖ୍ୟା...

କଟକରେ ପୁଣି ମୁଣ୍ଡ ଟେକିଲାଣି ଗ୍ୟାଙ୍ଗ, ସହରବାସୀଙ୍କୁ ଏବେ ଦାଦାବଟି ଡର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରେ ପୁଣି ମୁଣ୍ଡ ଟେକିଲେଣି ବିଭିନ୍ନ ଗ୍ୟାଙ୍ଗ। ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ ସହରବାସୀଙ୍କ ଭିତରେ ଆତଙ୍କ ଖେଳାଇଲାଣି। ଗତ ଗୋଟିଏ ମାସ ଭିତରେ କଟକ ସହରରୁ ଯେଉଁ ଅଭିଯୁକ୍ତମାନେ ଅପରାଧିକ...

କଟକରେ ବନ୍ୟା ବିଭୀଷିକା, ଏବେ ବି ପାଣି ଘେରରେ ସାଢେ ୬ ହଜାର ଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ବନ୍ୟା ଯୋଗୁ କଟକ ଜିଲ୍ଲାର ୮ଟି ବ୍ଲକ୍ ପ୍ରଭାବିତ ହୋଇଛି। ପ୍ରାୟ ୫୦ ପଞ୍ଚ।ୟତର ୯୮ଟି ଗ୍ରାମରେ ପାଣି ମାଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ଆଜି ଜିଲ୍ଲାପାଳ ଭବାନୀ...

ବାଙ୍କୀ ଗୟଳବାଙ୍କରେ ୫୦ ଫୁଟର ଘାଇ, ଚାଷଜମିରେ ମାଡ଼ିଗଲା ବନ୍ୟାପାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ଉପରି ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଯାହାର ପ୍ରଭାବରେ ବାଙ୍କୀ ଗୟଳବାଙ୍କ ନିକଟରେ ଏକ ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ପ୍ରାୟ ୫୦ ଫୁଟ୍‌ ଓସାରର ହୋଇଥିବା...

କଟକରେ ଦୁର୍ଗାପୂଜାକୁ ଅନୁମତି ଦେଲେ ଜିଲ୍ଲାପାଳ, ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ପୂଜା କମିଟିଗୁଡ଼ିକ କୋଭିଡ କଟକଣା ସହ ଏଥର ଦୁର୍ଗାପୂଜାକୁ ଆୟୋଜନ କରିପାରିବେ, ହେଲେ ଏଥର ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବନାହିଁ। ଏନେଇ ଆଜି କଟକ...

କଟକରେ ଦୁର୍ଗାପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରେ ଏବର୍ଷ ଦୂର୍ଗାପୂଜା ପାଳନ କରିବା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ବାଲୁ ବଜାର ପୂଜା କମିଟି ପକ୍ଷରୁ ଏହି ପିଆଇଏଲ ହୋଇଛି। ଶାରଦୀୟ ଦୁର୍ଗାପୂଜା...

କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା। ପୂଜାକୁ ବାରଣ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଏଥର ଘରେ ରହି ପୂଜାକରିବେ ଲୋକେ। କରୋନା କଟକଣାରେ ମଣ୍ଡପ କିମ୍ଵା...

କଟକ ସହରରୁ ଚିହ୍ନଟ ହେଲେ ୧୨୫ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରୁ ୧୨୫ ନୂଆ ପଜିଟିଭ୍ ଚିହ୍ନଟ କୁମ୍ଭାରସାହି କଣ୍ଟେନମେଣ୍ଟ୍ ଜୋନରୁ ୩୪ ଜଣ ସଂକ୍ରମିତ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ ଶହ ଟପିଲା କଟକ ସହରରୁ ଆଜି ଚିହ୍ନଟ...