କରୋନା ପାଇଁ କଟକଣା – ଟୁଇନ୍ ସିଟିରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାର୍କ ବନ୍ଦ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବନ୍ଦ ରହିବ ପାର୍କ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, କଟକର ସମସ୍ତ ପାର୍କ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ତରଫରୁ...

ସାଧାରଣ ପରିବହନ ପାଇଁ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା: ଆଜି ଗଡ଼ିବ ଅଡ୍‌ ନମ୍ବର ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବା ପାଇଁ ଟୁଇନ୍‌ ସିଟିରେ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା। ଆଜି ଟୁଇନ୍‌ ସିଟିରେ ଅଡ୍‌ ନମ୍ବର ପରିବହନ ଗାଡ଼ି ଚାଲିବ। ଆଜି ହେଉଛି ଅଡ୍‌ ନମ୍ବର ଦିନ।...

ହୋଟେଲ୍ ଶିଳ୍ପ ଉପରେ କରୋନା ମାଡ଼ – କଟକରେ ୫କୋଟି ଟଙ୍କାର ବୁକିଂ ବାତିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟବସାୟକୁ ନେଇ ଚିନ୍ତାରେ ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି। କଟକ: କରୋନା ପ୍ରଭାବ ଏବେ ଅର୍ଥନୀତିକୁ ଦୋହଲାଇ ଦେଲାଣି। ସବୁ ବିଭାଗ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡିନି ହୋଟେଲ୍ ଶିଳ୍ପ।...

ହୋଲସେଲ୍‌ ବଜାରରେ ମାନ୍ଦାବସ୍ଥା – କଟକ ମାଲଗୋଦାମ ଉପରେ କରୋନା ମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପ୍ରଭାବରେ କଟକ ମାଲଗୋଦାମ ହଲ୍‌ଚଲ୍‌। ଆସୁ ନାହାନ୍ତି ବେପାରୀ। ଚିନ୍ତାରେ ଗୋଦାମ ମାଲିକ। କଟକ: କରୋନା ଭାଇରସ୍‌ର ପ୍ରଭାବ କଟକ ମାଲଗୋଦାମ ଉପରେ ପଡ଼ିଛି। ଡାଲି, ତେଲ ଆମଦାନୀ ହେଉ ନଥିବାରୁ...

କରୋନା ମୁକାବିଲା: ଆଜିଠୁ ବନ୍ଦ ରହିବ ଟୁଇନ୍‌ ସିଟିର ସମସ୍ତ ସପିଂ ମଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନର ୟୁହାନରୁ ସୃଷ୍ଟି ହୋଇଥିବା କରୋନା ଏବେ ଓଡ଼ିଶାରେ ପହଞ୍ଚିଛି। ଏହି ମହାମାରୀ ଭାଇରସର ମୁକାବିଲା କରିବା ପାଇଁ  ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି। କରୋନା ପାଇଁ ଆଜିଠୁ କଟକ ଓ ଭୁବନେଶ୍ୱରର...

ହୋଲିରେ ସକାଳୁ ବନ୍ଦ ରହିବ ମୋ’ ବସ୍, ଦିନ ୨ଟାରୁ ଚାଲିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଲିରେ ସକାଳୁ ଚାଲିବନି ମୋ’ ବସ। ଦିନ ୨ଟା ପର୍ଯ୍ୟନ୍ତ ମୋ’ ବସ୍ ସେବା ବନ୍ଦ ରଖିବାକୁ କ୍ରୁଟ୍ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଲୋକମାନେ ହୋଲି ପାଳନ କରି ସ୍ଥିତି ସ୍ୱାଭାବିକ...

କଟକ ପୋଲିସ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଶିବିର, ଉଦଘାଟନ କଲେ ପୋଲିସ୍ ଡିଜି ଅଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ମହିଳା ଦିବସରେ କଟକ ପୋଲିସ୍ ଚିକିତ୍ସାଳୟରେ ଆୟୋଜିତ ହେଲା ସ୍ତନ ଓ ଜରାୟୁ କର୍କଟ ସଚେତନତା ଏବଂ ଚିହ୍ନଟ ଶିବିର। ଓଡ଼ିଶା ପୋଲିସ୍, ଅଖିଳ ଭାରତୀୟ ସ୍ତ୍ରୀ ରୋଗ ମହାସଂଘ...

ନିର୍ବାଚନ ଖର୍ଚ୍ଚ ଯାଞ୍ଚ୍ କରିବ ଏସ୍ଆଇଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କଳାଧନ ଯାଞ୍ଚ୍ ପାଇଁ ଗଠିତ ଏସ୍ଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି କଟକଠାରେ ଅନୁଷ୍ଠିତ ହୋଇଛି। ଏସ୍ଆଇଟିର ଉପାଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ...

କଟକରେ ଏସ୍‌ଆଇଟି ବୈଠକ ଆରମ୍ଭ – କଳାଧନ କାରବାର ଉପରେ ଆଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କଳାଧନ ଠାବ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍‌(SIT)ର ବୈଠକ ଆରମ୍ଭ ହୋଇଛି। ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏହି ଗୁରୁତ୍ୱପୂର୍ଣ୍ଣ...

କଟକରେ ରାଜ୍ୟସ୍ତରୀୟ ମହିଳା ପୋଲିସ୍ ସମ୍ମିଳନୀ – ସମସ୍ୟା ବଖାଣିଲେ ମହିଳା ପୋଲିସ, ଶୁଣିଲେ ଡିଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ପୋଲିସ୍ ବାହିନୀରେ କାର୍ଯ୍ୟରତ ମହିଳାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ପ୍ରଥମ ଥର ପାଇଁ ମହିଳା ପୋଲିସ୍ ସମ୍ମିଳନୀ ଆଜି କଟକସ୍ଥିତ ଷଷ୍ଠ ବାଟାଲିୟନ୍ ପରିସରରେ ଅନୁଷ୍ଠିତ...