ଏସ୍ସିବିର ଦ୍ୱିତୀୟ କ୍ୟାମ୍ପସ ପାଇଁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱସ୍ତରରେ ପରିଚିତ ହେବ କଟକ ଏସ୍ସିବି। ୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା...
କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଆସି ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଆ...
ଏସ୍ସିବି ନେବ ନୂଆ ରୂପ – ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ଵସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ପହିଲାରୁ ଏନେଇ କାର୍ଯ୍ୟ ଆରମ୍ଭ କରାଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର...
ଏସ୍ସିବିର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ ବୁଲି ଦେଖିଲେ 5-T ସଚିବ ପାଣ୍ଡିଆନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋର ୫ଟାରୁ କଟକ ଏସ୍ସିବି ମେଡିକାଲରେ ପହଞ୍ଚିଲେ 5-T ସଚିବ ଭିକେ ପାଣ୍ଡିଆନ୍। କଟକ ହାଡିଆପଠାଠାରେ ଏସ୍ସିବିର ଦ୍ୱିତୀୟ କ୍ୟାମ୍ପସ୍ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ୍।
କଟକ...
ଆଗକୁ ନେତାଜୀ ଜୟନ୍ତୀ, ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ତାଲା ଫିଟୁନି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଜନ୍ମସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ଅଧିକ ଜୀବନ୍ତ କରିବାକୁ ଓଡ଼ିଆ ବଜାରଠାରେ ଇଣ୍ଟର ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ଯୋଜନା କରାଯାଇଥିଲା। ପର୍ଯ୍ୟଟନ ବିଭାଗ ଯୋଜନାରେ...
ଜାନୁଆରି ୩୧ରୁ ଏବିଭିପିର ରାଜ୍ୟ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶାର ୪୪ ତମ ରାଜ୍ୟ ଅଧିବେଶନ ଜାନୁଆରି ୩୧ ତାରିଖରେ ଆୟୋଜିତ ହେବ। ତିନି ଦିନଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର...
ମୁହଁ ଖୋଲିଲେ ଆଇଏଏସ୍ ବିଜୟକେତନଙ୍କ ସ୍ତ୍ରୀ – ‘‘ମୋ ସ୍ୱାମୀଙ୍କ ଗିରଫଦାରୀ ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର’’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ‘‘ମୋ ସ୍ୱାମୀଙ୍କ ଗିରଫଦାରୀ ପଛରେ ବଡ ଧରଣର ଷଡ଼ଯନ୍ତ୍ର ରହିଛି। ଭିଜିଲାନ୍ସ ୧ଲକ୍ଷ ଟଙ୍କା ଜବତ କରିଛି ବୋଲି ଯେଉଁ ଦାବି କରିଛି ତାହା ସଂପୂର୍ଣ୍ଣ ମିଛ। ସିଧାସଳଖ ଭାବେ...
ରେଳ ଷ୍ଟେସନରେ ବିଦ୍ୟୁତ୍ ତାର ନେଲା ଯୁବକଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟାଙ୍ଗୀ-ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଜି କଟକ ରେଲବାଇ ଷ୍ଟେସନରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଆଜି ସକାଳ ୭ଟା ପାଖାପାଖି କଟକ...
ଏସ୍ସିବିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ – ଅବ୍ୟବସ୍ଥା ଦେଖି ଉଦ୍ବେଗ ପ୍ରକାଶ କଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ନିର୍ଗୁଣ୍ଡିଠାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବଡ ମେଡିକାଲରେ ଭେଟିଛନ୍ତି। ଏହି ସମୟରେ ହସ୍ପିଟାଲରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ...
ଟ୍ରେନ୍ ଦୁର୍ଘଟଣା – ନିର୍ଗୁଣ୍ଡି ଷ୍ଟେସନ୍ ମାଷ୍ଟର ସହ ୪ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=632195GwdLM
କଟକ: ନିର୍ଗୁଣ୍ଡି ରେଳ ଷ୍ଟେସନରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ପ୍ରାଥମିକ ଭାବେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିର୍ଗୁଣ୍ଡି ଷ୍ଟେସନ୍ ମାଷ୍ଟର, ମାଲବାହୀ ଗାଡ଼ିର ଗାର୍ଡ,...





















