ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ମିଳିଲା ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଲୋକସେବା ଭବନରେ ଶୁକ୍ରବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ, ଅଗ୍ନିଶମ ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ...
ଓପିଏସସି କାର୍ଯ୍ୟାଳୟରେ ୩୩ଟି ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୮
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଲୋକସେବା ଆୟୋଗରେ ୩୩ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ଓଡ଼ିଶା ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ କଟକ...
ସ୍ଵର୍ଗତ ସ୍ୱାମୀଙ୍କ ଜନ୍ମଦିନରେ ପତ୍ନୀଙ୍କ ନିଆରା ଉପହାର, କମ୍ପ୍ୟୁଟର ଶିକ୍ଷା ପାଇଁ ସ୍କୁଲକୁ ଅର୍ଥ ଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵର୍ଗତ ସ୍ଵାମୀଙ୍କ ଜନ୍ମ ଦିବସରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଦାନ କଲେ ପତ୍ନୀ। ସ୍ୱର୍ଗତ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁରର ସରକାରୀ କୁଇନ ଅଫ୍...
ଭୁବନେଶ୍ଵର ମହାନଗର ନିଗମରେ ସୃଷ୍ଟି ହେବ ଆଉ ୪୨୬ଟି ନୂଆ ପଦବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆହୁରି ଦକ୍ଷ ହେବ ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ବିଏମସିରେ ୪୧୬ଟି ନୂତନ ପଦବୀ ପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ବିଏମସିରେ ୨୧୦ଟି ପଦବୀ ରହିଥିଲା। ଏବେ ନୂଆ...
୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ, କାର୍ଯ୍ୟକ୍ରମରେ ଡକା ନଯିବାରୁ ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ଶୁକ୍ରବାର ଗଞ୍ଜାମର ବେଗୁନିଆପଡ଼ା ସ୍ଥିତ ବାଲାଜୀ ବିଦ୍ୟାପୀଠରେ ଏକ କାର୍ଯ୍ୟକ୍ରମରେ...
ସ୍ଵସ୍ତି ଗ୍ରୁପ ସିଏମଡି ଜେ କେ ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=kZ2lnQtg9Y0]
ସ୍ଵସ୍ତି ଗ୍ରୁପର ସିଏମଡି ଜେ କେ ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଶନିବାର ଦିନ କିଟ୍ ଡିମଡ ବିଶ୍ଵବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଜେ...
‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ବଣ୍ଟାଗଲା ୫ ହଜାର ବୃକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ଚଳିତବର୍ଷ ପାଇଁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ବୁଧବାର ଭୁବନେଶ୍ୱରର ପଟିଆରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଅଭିନେତା ତଥା ଉଡ୍ରର ପରାମର୍ଶଦାତା...
କଳିଙ୍ଗ ଷ୍ଟାଡିୟମ ଆକ୍ୱାଟିକ୍ ସେଣ୍ଟର: ସନ୍ତରଣକାରୀଙ୍କ ଜାତୀୟସ୍ତରର ପ୍ରଶିକ୍ଷଣ ପାଇଁ ଶ୍ରେଷ୍ଠ ସ୍ଥାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସନ୍ତରଣକାରୀଙ୍କ ପାଇଁ ନୂଆ ଠିକଣା ପାଲଟିଛି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍ ସେଣ୍ଟର। ଏଠାରେ ସନ୍ତରଣ ପ୍ରଶିକ୍ଷଣ ପାଇଁ ସବୁ ପ୍ରକାର ସୁବିଧା ରହିଛି। ଏହା ଜାତୀୟସ୍ତରର ସନ୍ତରଣ ପ୍ରଶିକ୍ଷଣ...
ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ସରିବ। ଏହା ଦ୍ଵାରା ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଅତ୍ୟାଧୁନିକ ସୁବିଧା ମିଳିପାରିବ। ପରିକ୍ରମା ପ୍ରକଳ୍ପ କାମ ଏବେ ଶେଷ ପର୍ଯ୍ୟାୟରେ...
ଶାଶୂର ଗଳାକାଟି ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା ବୋହୂ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ଶାଶୂର ଗଳାକାଟି ହତ୍ୟା କରିବା ଅଭିଯୋଗରେ ବୋହୂକୁ ଗିରଫ କରିଛି ପୋଲିସ। ଏହି ଅଭାବନୀୟ କାଣ୍ଡ ହେଉଛି ଭୁବନେଶ୍ଵର ଖଣ୍ଡଗିରିବାରିର। ଗତ ଅଗଷ୍ଟ ୧୫ ତାରିଖରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦଫାଶ...





















