ଡିଏନ ଗ୍ରୁପ୍ ଉପରେ ଆୟକର ଚଢ଼ାଉ, କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପର ଭୁବନେଶ୍ଵର ସମେତ ୨୦ରୁ ଅଧିକ ସ୍ଥାନରେ...

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ରାଜଧାନୀବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ କାୟ ମେଲାଉଛି ଡେଙ୍ଗୁ। ବିଶେଷ କରି ରାଜଧାନୀ ଭୁବନେଶ୍ଵର ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ...

ଚଳିତ ବର୍ଷରୁ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ନାମଲେଖା, ସେପ୍ଟେମ୍ବରରୁ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ମାଣାଧୀନ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ। ଏଠାରେ ସେପ୍ଟେମ୍ବର ମାସରୁ ପାଠପଢ଼ା ଆରମ୍ଭ ହେବ। ପ୍ରଥମ ବର୍ଷ ଏହି ବିଶ୍ଵବିଦ୍ୟାଳୟରେ ୩ଟି ବିଭାଗରେ...

ସରିଲା ରଥଯାତ୍ରା – ରତ୍ନସିଂହାସନରେ ତିନି ଠାକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଅ ଦିନର ଜନ୍ମବେଦୀକୁ ଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତି ଶନିବାର ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ଶେଷ ହୋଇଛି। ଗୋଟି ପହଣ୍ଡିରେ ଯାଇ ତିନି ଠାକୁର ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ଶନିବାର ରଥାରୂଢ଼...

ରସଗୋଲା ଦେଇ ଆଜି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାର ଆଜି ଅନ୍ତିମ ଦିନ। ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଦେଇ ମନେଇବେ କଳା ଠାକୁର। ରଥଯାତ୍ରାର ଏହା ହେଉଛି ଏକ ସ୍ଵତନ୍ତ୍ର ପରମ୍ପରା। ନଅଦିନର ରଥଯାତ୍ରା ସାରିବା...

ଆଜି ନୀଳାଦ୍ରି ବିଜେ, ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରା ଶେଷ ପର୍ଯ୍ୟାୟ ଆସି ପହଞ୍ଚିଛି। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଶନିବାର ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ...

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ରେ ଦେଖନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ ସହ ବିଶେଷ ସାକ୍ଷାତକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ସଙ୍ଗୀତ ଦୁନିଆର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟକୁ ସଙ୍ଗୀତର ତାଳରେ ସଜେଇ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ଓମ୍ ପ୍ରକାଶଙ୍କ ସଙ୍ଗୀତର...

ବାହାନଗା ଟ୍ରେନ ଟ୍ରାଜେଡି: ଚିହ୍ନଟ ହେଲା ଆଉ ୨୯ଟି ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲାରେ ଶୁକ୍ରବାର ଚିହ୍ନଟ ହୋଇଛି ଆଉ ୨୯ଟି ମୃତଦେହ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଡିଏନଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା...

ବର୍ଲିନ ସ୍ପେଶାଲ ଅଲିମ୍ପିକ୍ସ: ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ସମ୍ମାନିତ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଜର୍ମାନୀର ବର୍ଲିନ ସ୍ପେଶାଲ ଅଲିମ୍ପିକ୍ସ ସମର ଗେମସ ୨୦୨୩ରେ ଓଡ଼ିଶା ପାଇଁ ଗୌରବ ସାଉଁଟିଛନ୍ତି ୭ ଆଥଲେଟ। ପ୍ରଥମଥର ପାଇଁ ଓଡ଼ିଶାର ଖେଳାଳିମାନେ ଏହି ପ୍ରତିଯୋଗିତାରେ ୮ଟି ପଦକ ଜିତି ସୁନାମ...

ସୁନାବେଶ: ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ଦାରୁବ୍ରହ୍ମ। ଆରମ୍ଭ ହୋଇଛି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ। ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ...