ପବିତ୍ର ବାହୁଡ଼ା ଯାତ୍ରା: ଶରଧାବାଲିରୁ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହୁଡ଼ା ଯାତ୍ରା ଅବସରରେ ଏବେ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ...

ପୁଣି ବଢ଼ିଲା ଯୁକ୍ତ ୨ ଆବେଦନ ଅବଧି, ଜୁଲାଇ ୭ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନର ଅବଧି ପୁଣି ବଢ଼ିଛି। ନାମଲେଖା ପାଇଁ ଆବେଦନର ସମୟକୁ ଜୁନ୍‌ ୨୬ ପରିବର୍ତ୍ତେ ଜୁନ୍‌ ୩୦କୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ...

ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଏବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ଏହାପୂର୍ବରୁ ମଙ୍ଗଳବାର ନବମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ...

ରାଜ୍ୟରେ ମୌସୁମୀ ସହ ସକ୍ରିୟ ହେଲା ଲଘୁଚାପ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଏବଂ...

ମୃତ୍ୟୁ ପରେ ଜୀବନ: ଅଙ୍ଗଦାନ କରି ୪ ଜଣଙ୍କୁ ନୂଆ ଜୀବନ ଦେଲେ ପ୍ରସନ୍ନଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୃତ୍ୟୁ ପରେ ବି ଜୀବିତ ରହିବେ ଭୁବନେଶ୍ଵରର ପ୍ରସନ୍ନଜିତ ମହାନ୍ତି। ନିଜେ ଚାଲି ଗଲେ ସତ, ହେଲେ ଯିବା ଆଗରୁ ଆଉ ଚାରି ଜଣଙ୍କୁ ଦେଇଗଲେ ନୂଆ ଜୀବନ। ମୃତ୍ୟୁ ପରେ ବି...

ପତ୍ନୀ ହତ୍ୟା ମାମଲା: ୨୮ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ନିଜ ପତ୍ନୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ପେଶାଲ କୋର୍ଟ ଶନିବାର ଦିନ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହତ୍ୟା ଘଟଣାର...

ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହେବା ପରେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକ ଭାଙ୍ଗିବେ ମା’...

ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ କଡ଼ାକଡ଼ି, ନଥିଲେ ଲାଗିବ ଜୋରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଏସଆରପି) ନଲାଗିଥିବା ମୋଟର ଗାଡ଼ିଗୁଡ଼ିକରେ ଶୁକ୍ରବାରଠାରୁ ଫାଇନ ଲାଗିବା ଆରମ୍ଭ ହୋଇଛି। ଏଚଏସଆରପି ନଥିବା ଗାଡ଼ିର ଚାଳକଙ୍କଠୁ ଇ-ଚାଳାଣ କରାଯାଇ ୫ ହଜାରରୁ ୧୦...

ମୌସୁମୀ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା, ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ୨ ସପ୍ତାହ ବିଳମ୍ବରେ ଓଡ଼ିଶାରେ ପହଞ୍ଚିଛି। ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଓଡ଼ିଶାରେ ଅଗ୍ରସର ହୋଇଛି ମୌସୁମୀ। ଏହା ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ...

ଆଡ଼ପ ମଣ୍ଡପ ବିଜେ କଲେ ଶ୍ରୀଜୀଉ, ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ବିଜେ କରିଛନ୍ତି ଶ୍ରୀଜୀଉ। ଶୁକ୍ରବାର ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନେଇ ଆଡ଼ପ ମଣ୍ଡପ ବିଜେ କରାଇଛନ୍ତି। ଶରଧାବାଲିରେ ରଥ ଉପରେ ଗୋଟିଏ ଦିନ ରହିବାପରେ...