ଜୁନ ୩ ତାରିଖରୁ ଭୁବନେଶ୍ଵରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଆରମ୍ଭ ହେବ ସିଧାସଳଖ ବିମାନସେବା। ଇଣ୍ଡିଗୋ ଏୟାରଲାଇନ୍ସ ଜୁନ ମାସ ୩ ତାରିଖରୁ ଏହି ରୁଟରେ ବିମାନ ଚଳାଚଳ କରିବାକୁ...
ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ୪୪୧ କୋଟିର ସୁଧ ରିହାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିନା ସୁଧରେ ଚାଷୀଙ୍କୁ ମିଳିଲା ଋଣ। ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି...
ଭୁବନେଶ୍ଵରସ୍ଥିତ ଲୋକସେବା ଭବନ ପରିସରରେ ଉଦଘାଟିତ ହେଲା ମିଲେଟ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
'ଅକ୍ଷୟ ତୃତୀୟା' ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରରେ ଉଦଘାଟିତ ହୋଇଯାଇଛି ମିଲେଟ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି।
ଓଡ଼ିଶା ମିଲେଟ୍ସ...
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଡ଼ ଠାକୁରଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ରବିବାର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବା ପରେ ସୋମବାରଠାରୁ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ହୋଇପଡ଼ିଛି...
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଭୁବନେଶ୍ଵର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ପ୍ରଦୀପଙ୍କ ନାଁରେ ଚାର୍ଜସିଟ...
ପଞ୍ଚଭୂତରେ ଲୀନ ହେଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚଭୂତରେ ଲୀନ ହେଲା ବୀର ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଗାଁ ଶ୍ମଶାନରେ ଶବ ସଂସ୍କାରର ସମସ୍ତ ବିଧିବିଧାନ ସମ୍ପନ୍ନ ହେବା ପରେ ସେନା ପକ୍ଷରୁ ବୀର ଯବାନଙ୍କ...
ସହିଦ ଯବାନ ଦେବାଶିଷ ବିଶ୍ଵାଳଙ୍କ ପରିବାର ଲାଗି ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ରାଜ୍ୟ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ଵାଳଙ୍କ ପରିବାର ଲାଗି ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ...
ସମ୍ବଲପୁରରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହେବ ମୋବାଇଲ ଇଣ୍ଟରନେଟ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ଶନିବାର ସନ୍ଧ୍ୟା ୬ଟାରୁ ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହେବ। ସହରରେ ୯ ଦିନ ପରେ ପୁଣି ମୋବାଇଲ ଇଣ୍ଟରନେଟ ଚଳାଚଳ ସ୍ଵାଭାବିକ ହେବ। ଅନ୍ୟପଟେ ସୋସିଆଲ ମିଡିଆ ଉପରେ...
ଜନ୍ମମାଟିରେ ସହିଦ ଦେବାଶିଷଙ୍କ ପର୍ଥିବ ଶରୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମମାଟିରେ ପହଞ୍ଚିଲା ସହିଦ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର। ଗୁରୁବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନ ଦେବାଶିଷଙ୍କ ପାର୍ଥି ଶରୀର ଶନିବାର ଦିନ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା...
ସାରା ବିଶ୍ୱକୁ ଚମକାଇବ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡ ସାରା ବିଶ୍ଵକୁ ଆଲୋକିତ କରିବା ଲାଗି ପ୍ରସ୍ତୁତ ହୋଇଛି। କ୍ଲାଉଡ୍ କମ୍ପ୍ୟୁଟିଂ, କୃତ୍ରିମ ବୈଷୟିକ ବିଦ୍ୟା, ଡାଟା ସାଇନ୍ସ ଓ ଅନ୍ୟାନ୍ୟ ଭବିଷ୍ୟତବାଦୀ ଜ୍ଞାନ ନିମନ୍ତେ...





















