୧୮ ତାରିଖ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା, ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ଗରମରେ ଆଉଟୁପାଉଟୁ ହେବେ ଓଡ଼ିଶାବାସୀ। ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

କଟକରେ ଜମୁଛି ଲଢ଼େଇ – କିଏ ହେବେ ମହାନଗର ନିଗମର ମେୟର?  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୁରାତନ ରାଜଧାନୀ ଏବଂ ଭାଇଚାରାର ସହର କଟକରେ ନିର୍ବାଚନ ପାଣିପାଗ ସରଗରମ ହୋଇଛି। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ...

‘ନାରୀ ଶକ୍ତି’ ପୁରସ୍କାର ପାଇବା ପରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Sj8LUfnI6m4] ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସାମାଜିକ କର୍ମୀ ଡକ୍ଟର ଶ୍ରୁତି ମହାପାତ୍ର ‘ନାରୀ ଶକ୍ତି’ ପୁରସ୍କାର ପାଇବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ତର୍ଜାତୀୟ...

ଡ୍ରାଇଭିଂ ଲାଇସେନ୍ସ ନେବାରେ ଓଡ଼ିଶା ମହିଳାଙ୍କ ସଂଖ୍ୟା ପାଞ୍ଚ ବର୍ଷରେ ୩୩ ପ୍ରତିଶତ ବୃଦ୍ଧି

ଓଡ଼ିଶାଲାଇଭ ବ୍ୟୁରୋ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ଡ୍ରାଇଭିଂ ଲାଇସେନ୍ସ ନେବାରେ ମହିଳାଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୭ ମସିହାରେ ୨୫ ହଜାର ୮୬ ଜଣ ମହିଳା ସାରା ରାଜ୍ୟରେ...

ବଲିଉଡରେ ଓଡ଼ିଆ ଝିଅ ରୋଜା ରଣାଙ୍କ କମାଲ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=RMlGCLCBrQQ] ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଆସିଲେ ସେହି ମହିଳାମାନଙ୍କ ନାଁ ସାମ୍ନାକୁ ଆସେ ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ମହିଳା...

ମହାଶିବରାତ୍ରୀ : ଆଡ଼କାଠ ପାଖରୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିପାରିବେ ନାହିଁ ଭକ୍ତ। ଲିଙ୍ଗରାଜ ମନ୍ଦିରରେ ଜାଗର ଦିନ ଆଡ଼କାଠ ପାଖରୁ ହିଁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ। ଚଳିତ ଥର ସାହାଣମେଲା ଦର୍ଶନ ଓ...

ପେଶୱାରି ମେନୁର ସୁସ୍ଵାଦୁ ଖାଦ୍ୟ ଏବେ ଭୁବନେଶ୍ୱରରେ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଏବେ ଉବଲବ୍ଧ ହେଉଛି ପେଶଓ୍ଵାରି ମେନୁର ସୁସ୍ଵାଦୁ ଖାଦ୍ୟ। ଡାଲ ବୁଖାରା, ନାନ ବୁଖାରା ଭଳି ଉତ୍ତର-ପଶ୍ଚିମ ଭାରତର ଏହି ପାରମ୍ପରିକ ଖାଦ୍ୟର ପସରା ଗ୍ରାହକଙ୍କ ପାଇଁ ନେଇ...

ଚା’ ପିଇବେ, କପ୍ ଖାଇବେ – ଭୁବନେଶ୍ୱରରେ ଏମିତି ଚା’ଦେଉଛନ୍ତି କମ୍ପିଟେଟିଭ ଚାଏଓ୍ୱାଲା ଶିବ ଶଙ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିବ ଶଙ୍କର ନାୟକ। ଭୁବନେଶ୍ୱରରେ ‘କମ୍ପିଟେଟିଭ୍‌ ଚାଏଓ୍ୱାଲା’ରେ ନାଁରେ ତାଙ୍କୁ ଜାଣନ୍ତି ଲୋକେ। ଶିବଙ୍କ ଚା’ଷ୍ଟଲର ନାଁ ଯେମିତି ନିଆରା ତାଙ୍କ ଚା’ ମଧ୍ୟ ସେମିତି ନିଆରା। କାରଣ ଏଠାରେ ଆପଣ...

ବଡ଼ ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ଣ ୨ଟା ୩୦ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର...

୧୮ ସ୍ତ୍ରୀଙ୍କ ନକଲି ଡାକ୍ତର ସ୍ଵାମୀ – ରିମାଣ୍ଡରେ ଖୋଲିବ ଆହୁରି ଗୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ୧୮ ଜଣ ସ୍ତ୍ରୀଙ୍କ ନକଲି ଡାକ୍ତର ସ୍ଵାମୀ ରମେଶ ଚନ୍ଦ୍ର ଏବେ ଚର୍ଚ୍ଚାରେ। ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମହିଳାଙ୍କ ସହ ଛଳନା କରି ବିବାହ କରିବା ସହ କୋଟି...