ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବ ‘ଓଡ଼ିଶା ୱିମେନ ଇନ ମିଡିଆ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠିତ ସଂଗଠନ ‘ଓଡ଼ିଶା ୱିମେନ ଇନ ମିଡିଆ’ (ଓଡବ୍ଲୁଏମ୍)’ର ଶୁଭାରମ୍ଭ ହୋଇଛି। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା...
ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ପ୍ରୀତିମାନ ଓ ମାନସ ଟୁଡୁଙ୍କର ଚାଲିଛି ଲାଇ ଡିଟେକ୍ସନ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାକୁ ଚାରିଦିନ ବିତିଥିବାବେଳେ ଏଯାଏଁ ମୃତ୍ୟୁ ରହସ୍ୟ ଉପରୁ ହଟି ପାରିନି ପରଦା। ଏହି ଘଟଣା ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି...
ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ଦର୍ଶନ ଲାଗି ଆରମ୍ଭ ହେବ ସ୍ୱତନ୍ତ୍ର ଝୁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ପୁରୀ ଶ୍ରୀମନ୍ଦିରରେ ଭିନ୍ନକ୍ଷମମାନେ ବହୁତ ସହଜରେ ଠାକୁରଙ୍କ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କ ଲାଗି ସ୍ଵତନ୍ତ୍ର ଝୁଲାର ବ୍ୟବସ୍ଥା କରାଯିବ। ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମନ୍ଦିର ପ୍ରଶାସନ...
ରବିବାର ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଆରମ୍ଭ ହେବ ବିମାନ ଉଡ଼ାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାରଠାରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଆରମ୍ଭ ହେବ ବିମାନ ଉଡ଼ାଣ। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ଏଠାରୁ ଭୁବନେଶ୍ଵରକୁ ବିମାନ ଉଡ଼ିବ। ଏନେଇ ଓଡ଼ିଶା ବାଣିଜ୍ୟ...
ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଓଡ଼ିଶାରେ ଆରମ୍ଭ ହେଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ନୂତନ ପ୍ରଯୁକ୍ତିବିଦ୍ୟା ଆଜି ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ଉପରେ ଗୁରୁତ୍ଵ
ମହିଳା ଓ ଶିଶୁବିକାଶ...
ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସ୍ପେନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବାବେଳେ ତଦନ୍ତ ପାଇଁ ଗଠନ ହୋଇଛି ଟିମ୍।
ଭିସୁଟ ଛାତ୍ରୀ ଚିନ୍ମୟୀ...
ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଡିଏନ୍ ହୋମ୍ସର ବାସଗୃହ ପ୍ରକଳ୍ପ ‘ଡିଏନ୍ ଫେରିଟେଲ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଅଲ ଇଷ୍ଟେଟ୍ ସଂସ୍ଥା ଡିଏନ୍ ହୋମ୍ସର ବାସଗୃହ ପ୍ରକଳ୍ପ ‘ଡିଏନ୍ ଫେରିଟେଲ୍’ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ନିର୍ମିତ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।...
ଏବେ ମିଶନ ଶକ୍ତିର ମା’ କରିବେ ‘ବ୍ରାଇଡାଲ ମେକଅପ୍’: ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମ ନେଇ ବାହାରିଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ପାରମ୍ପରିକ କାର୍ଯ୍ୟରୁ ବାହାରି ଅଣପାରମ୍ପରିକ ଓ ବୈଷୟକ କାମ ହାତକୁ ନେଇ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଶେଷ ସଫଳତା ପ୍ରଦର୍ଶନ କରିପାରିଛନ୍ତି। ଏବେ ରାଜ୍ୟର ୪୦...
ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ୮ ହଜାର ସଦସ୍ୟାଙ୍କୁ ସାଇକେଲ ପ୍ରଦାନ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ମିଳିଲା ସାଇକେଲ। ଗୁରୁବାର ଦିନ ଲୋକସେବା ଭବନଠାରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ୮,୦୦୦ ସଦ୍ୟସ୍ୟାଙ୍କୁ ସାଇକେଲ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି...
ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିଶନ (ଓଇଆରସି) ଅଧ୍ୟକ୍ଷ ଭାବେ ବୁଧବାର ଦିନ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର। ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ...





















