କଳିଙ୍ଗରେ ବେଲଜିୟମକୁ ହରାଇ ଜର୍ମାନୀ ହକିର ବିଶ୍ଵବିଜେତା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=P1e1ZK9fR-Q]
ଓଡ଼ିଶାରେ ଚାଲିଥିବା ହକି ପୁରୁଷ ବିଶ୍ଵକପର ପରିସମାପ୍ତି ଘଟିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ଵକପ ଫାଇନାଲରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିୟାନ୍ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ...
ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ମଧ୍ୟାହ୍ଣରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।...
ଉତ୍କଣ୍ଠାପୂର୍ଣ୍ଣ ସେମିରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ଵକପ ଫାଇନାଲରେ ଜର୍ମାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ହକି ବିଶ୍ଵକପ ସେମି ଫାଇନାଲ ମୁକବିଲା। ଶୁକ୍ରବାର ରୋମାଞ୍ଚ ଭରା ପ୍ରଥମ ସେମି ଫାଇନାଲ ମ୍ୟାଚରେ ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି...
ଉଦଘାଟିତ ହେଲା ‘ପଶ୍ଚିମ ଓଡ଼ିଶା କୃଷି ମେଳା ଓ ଫାର୍ମ ମେସିନାରୀ ମେଳା-୨୦୨୩’
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବୃହତ କୃଷିମେଳା। ସମ୍ବଲପୁରରେ ଉଦଘାଟିତ ହୋଇଛି ‘ପଶ୍ଚିମ ଓଡ଼ିଶା କୃଷି ମେଳା ଓ ଫାର୍ମ ମେସିନାରୀ ମେଳା-୨୦୨୩'। ଶୁକ୍ରବାର ଆରମ୍ଭ ହୋଇଥିବା...
କଳିଙ୍ଗରେ ସେମି ଫାଇନାଲ ଲଢ଼େଇ, ଟକ୍କର ନେବେ ବିଶ୍ଵ ହକିର ଶ୍ରେଷ୍ଠ ୪ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପରେ ଶୁକ୍ରବାର ଖେଳାଯିବ ଦୁଇଟି ସେମି ଫାଇନାଲ ମୁକବିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୪ଟା ୩୦ମିନିଟରେ ଆରମ୍ଭ ହେବ ମ୍ୟାଚ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଜର୍ମାନୀ...
ହକି ବିଶ୍ଵକପ କ୍ଲାସିଫିକେଶନ ମ୍ୟାଚ, ନବମ ସ୍ଥାନ ପାଇଁ ଖେଳିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପରେ ଶେଷ ହୋଇଛି କ୍ଵାର୍ଟର ପର୍ଯ୍ୟାୟ। ଶ୍ରେଷ୍ଠ ୪ଟି ଦଳ ଯାଇଛନ୍ତି ସେମି ଫାଇନାଲକୁ। ତେବେ ଗୁରୁବାର ବିଶ୍ଵକପରେ ଖେଳାଯାଉଛି କ୍ଲାସିଫିକେଶନ ମ୍ୟାଚ। ଯେଉଁ ଦଳଗୁଡ଼ିକ ଗ୍ରୁପ୍ ପର୍ଯ୍ୟାୟ...
ଦିଲ୍ଲୀରେ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ହେଲା ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତିକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଯାଇଛି। ବୁଧବାର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପତାକା ଦେଖାଇ ଏହି ଟ୍ରେନର ପ୍ରଥମ ଯାତ୍ରାର ଉଦଘାଟନ କରିଛନ୍ତି। ଏଥିଲାଗି ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ...
କଳିଙ୍ଗ ଷ୍ଟାଡିୟମର ଅଲିସ୍ ଲ୍ୟାଣ୍ଡରେ ‘ୟୁଥ୍ ଫର୍ ଓ୍ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି। ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ‘ଅଲିସ୍ ଲ୍ୟାଣ୍ଡ’ଠାରେ ଆୟୋଜିତ ଏକ...
ସ୍ପେନକୁ ହରାଇ ପ୍ରଥମ ଦଳ ଭାବେ ସେମିରେ ଅଷ୍ଟ୍ରେଲିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ବିଶ୍ଵକପ କ୍ଵାର୍ଟର ଫାଇନାଲ। ମଙ୍ଗଳବାର ପ୍ରଥମ କ୍ଵାର୍ଟର ମ୍ୟାଚରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନକୁ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ...
ବିବାହ ପୂର୍ବରୁ ଓଡ଼ିଶା ଆସି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ପୂର୍ବରୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଦିନ ଅନନ୍ତ ଅମ୍ବାନୀ ଭୁବନେଶ୍ୱର ବିମାନବନ୍ଦରରେ...





















