ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଭୁବନେଶ୍ଵର କୋର୍ଟରେ ହାଜର ହେଲେ ଜଗବନ୍ଧୁ ଚାନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ଵର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ। ଅର୍ଚ୍ଚନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ...
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, ଗମନାଗମନ ବାଧାପ୍ରାପ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଘନ କୁହୁଡ଼ି। ଦୈତନଗରୀରେ ଭୋର ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନଥିଲା। ଫଳରେ ଗମନାଗମନରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଉପକୂଳ ଓଡ଼ିଶାରେ...
ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭର୍ତ୍ସନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓକିଲ ଆନ୍ଦୋଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୋମବାର ସୁପ୍ରିମକୋର୍ଟ ଏନେଇ ଓଡ଼ିଶା ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଓକିଲ...
ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ରଦ୍ଦ ନେଇ ତୀବ୍ର ଅସନ୍ତୋଷ, ଓକିଲ-ପୋଲିସ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ରଦ୍ଧ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟର ସମସ୍ତ ବାର ଆସୋସିଏସନ। ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି...
ପଦ୍ମପୁର ବିଧାୟକ ଭାବେ ଶପଥ ନେଲେ ବର୍ଷା ସିଂ ବରିହା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ଦିନ ପଦ୍ମପୁରର ବିଧାୟକ ଭାବେ ଶପଥ ନେଲେ ବର୍ଷାରାଣୀ ସିଂ ବରିହା। ବିଜେଡିର ନବନିର୍ବାଚିତ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି...
ବାଇକ୍ ଓ କାର୍ ଉପରକୁ ଚଢ଼ିଗଲା ଟ୍ରକ୍: ଜଣେ ମୃତ, ୬ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକସ୍ଥିତ ଜଗତପୁର ଖଇରପୋଲ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ଓ ୫ଟି କାର ଉପକୁ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬...
ପଦ୍ମପୁର ଉପ-ନିର୍ବାଚନ ବିଜୟ ପରେ ନବୀନ ନିବାସରେ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମପୁର ଉପ-ନିର୍ବାଚନରେ ବିଜୟୀ ହେବା ପରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶାର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା। ଡିସେମ୍ବର ୫ ତାରିଖରେ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ୪୨ ହଜାରରୁ...
ପଦ୍ମପୁର ଉପନିର୍ବାଚନ ବିଜୟ ପରେ ଶାଶୂଘରେ ବର୍ଷା ସିଂ ବରିହା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ଶୁକ୍ରବାର ଦିନ ଶାଶୂଘରେ ପହଞ୍ଚିଛନ୍ତି ବର୍ଷାରାଣୀ ସିଂ ବରିହା। ବର୍ତ୍ତମାନ ବିଜେପିର ବରିଷ୍ଠ ନେତା ରମା ରଞ୍ଜନ ବଳିଆରସିଂହଙ୍କ ଘରେ ଅଛନ୍ତି...
ରାଜନୀତିରେ ମହିଳାଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡିର ଅଦ୍ଭୁତପୂର୍ବ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଜୟ ପଦ୍ମପୁରବାସୀଙ୍କର ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।...
କମେଣ୍ଟମରାକୁ ନେଇ ରାଜଧାନୀରେ କଙ୍ଗାରୁ କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କମେଣ୍ଟମରାକୁ କେନ୍ଦ୍ର କରି ଭୁବନେଶ୍ଵରସ୍ଥିତ ବରମୁଣ୍ଡାଠାରେ କଙ୍ଗାରୁ କୋର୍ଟ। ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୩ ନାବାଳାକଙ୍କୁ ଗାଁ ମଝିରେ ଆଣ୍ଠେଇଲେ ଗ୍ରାମବାସୀ। ବରମୁଣ୍ଡା ପାଲାମଣ୍ଡପଠାରେ ଦେଖିବାକୁ ମିଳିଛି ଏପରି...





















