ଅନୁଭବଙ୍କୁ ଝଟ୍କା: ଶଶୁରଘରେ ରହିପାରିବେ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ। କିଛି ଦିନ ପୂର୍ବରୁ କୋର୍ଟ ଅନୁଭବ ମହାନ୍ତିଙ୍କ ସପକ୍ଷରେ ରାୟ ଦେଇଥିଲାବେଳେ ଆଜି କିନ୍ତୁ...
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଭଡ଼ାଘରୁ ପୋଲିସ୍ ଜବତ କରିଛି। ଭୁବନେଶ୍ଵର ନୟାପଲ୍ଲୀ ଗଡ଼ସାହି ଭଡ଼ାଘରେ ସୋମବାର ସକାଳୁ ରଶ୍ମିରେଖାଙ୍କୁ ଝୁଲନ୍ତା ଅବସ୍ଥାରେ ଘର...
ରଥଯାତ୍ରା ପ୍ରସ୍ତୁତିର ସ୍ଵତନ୍ତ୍ର ସମୀକ୍ଷା: ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି...
ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ ଦୁଇ ଦଳର ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ଅପେକ୍ଷାର ଅନ୍ତ ହେଲା ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତ ଏବଂ ଦକ୍ଷିର ଆଫ୍ରିକାର ଖେଳାଳିମାନେ ଆସି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଲେ। ଖେଳାଳିମାନେ ପହଞ୍ଚିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା...
ଜୁନ ୧୩ରେ ବାଚସ୍ପତି ନିର୍ବାଚନ: ବିଜେଡିରୁ ପ୍ରାର୍ଥିପତ୍ର ଦାଖଲ କଲେ ବିକ୍ରମ କେଶରୀ ଆରୁଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁନ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଖୁବଶୀଘ୍ର ବିଧାନସଭାର ନୂଆ ମୁଖିଆ ପଦ ସମ୍ଭାଳିବେ। ବାଚସ୍ପତି ନିର୍ବାଚନ ଲାଗି ଶୁକ୍ରବାର, ଜୁନ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା...
ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନୂଆ ବିଚାରପତି ଶୁକ୍ରବାର, ଜୁନ ୧୦ ତାରିଖରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ନବ ନିଯୁକ୍ତ ଦୁଇ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର...
ଜୁନ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ: ଆଜି ଭୁବନେଶ୍ୱରରେ ପହଞ୍ଚିବେ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ। ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ...
ହାତୀବେଶ ପରେ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ରାଜେନ୍ଦ୍ରାଭିଷେକ ନୀତିଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହୋଇଛି। ସ୍ନାନ...
ରାତିକ ଭିତରେ ବଦଳିଲା ବୟାନ: ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା କହିଲେ “ମୁଁ ମାନସିକ ରୋଗୀ”
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତିକ ଭିତରେ ବଦଳିଗଲା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡାଙ୍କ ବୟାନ। ଗତକାଲି, ମେ’ ୬ ତାରିଖରେ ସଂଜୟ ପଣ୍ଡା ପୁରୀ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ...
ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସରେ ଓଡ଼ିଶାର ୩ ନାରୀ ପ୍ରତିଭା ସମ୍ବର୍ଦ୍ଧିତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Cdx1oi83_O8]
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର...





















