ପିପିଲିରେ ଶଙ୍ଖନାଦ – ବିଜେଡିରେ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ତାଙ୍କର...

ପିପିଲିରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଲା। ପିପିଲିବାସୀ ପାଇଲେ ନୂଆ ବିଧାୟକ। ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବିଜେଡି...

ପିପିଲି ଉପନିର୍ବାଚନ – ଦଶମ ରାଉଣ୍ଡରେ ୧୦ ହଜାରରୁ ଅଧିକ ଭୋଟରେ ବିଜେଡି ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ପ୍ରତି ରାଉଣ୍ଡରେ ବିଜେଡିର ଭୋଟ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି। ତେବେ ଗଣତିର ଦଶମ ରାଉଣ୍ଡ ଶେଷ ସୁଦ୍ଧା...

ପିପିଲି ଉପନିର୍ବାଚନ ଫଳାଫଳ – ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତେବେ ଗଣତିର ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ୩୩୧୭ ଖଣ୍ଡ ଭୋଟରେ ବିଜେଡି ଆଗରେ ରହିଛି। ବିଜେଡିକୁ ଦ୍ୱିତୀୟ ରାଉଣ୍ଡ...

ପିପିଲି ଉପନିର୍ବାଚନ – ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଏବେ ଜାରି ରହିଛି। ତେବେ ଗଣତିର ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟରେ ବିଜେଡି ଆଗରେ ରହିଛି। ବିଜେଡିକୁ ପ୍ରଥମ...

ପିପିଲି ଉପନିର୍ବାଚନ – ୮ଟାରୁ ଆରମ୍ଭ ହେଲା ପୋଷ୍ଟାଲ ବାଲାଟ ଗଣତି

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ବାଲାଟ ଗଣତି। ପୁରୀ ପେଣ୍ଠକଟା ୱେର ହାଉସଠାରେ ଚାଲିଛି ଗଣତି ପ୍ରକ୍ରିୟା। ଏଥି ପାଇଁ ପ୍ରଶାସନ ପକ୍ଷରୁ ୱେର...

ପଞ୍ଜାବ ପରେ ଓଡ଼ିଶା କଂଗ୍ରେସର ପାଳି ପଡ଼ିବ କି?

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବରେ ପଟ୍ଟ ପରିବର୍ତ୍ତନ ପରେ ଏବେ ଓଡ଼ିଶାର ପାଳି ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛି ଦିନର ନିରବତା ପରେ ଏବେ ପୁଣିଥରେ ରାଜ୍ୟ କଂଗ୍ରେସରେ କମ୍ପନ...

ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ପଢ଼ିବେ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବିଭିନ୍ନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସନ୍ଥକବି ଭୀମଭୋଇଙ୍କ ଜୀବନୀ ସମ୍ପର୍କରେ ପଢ଼ିବେ। ଖୁବଶୀଘ୍ର ବିଶ୍ଵ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବାକୁ ଯାଉଛି ସନ୍ଥକବି ଭୀମଭୋଇଙ୍କ ଜୀବନୀ। ଏନେଇ ଆଜି ସୂଚନା ଦେଇଛନ୍ତି...

ସ୍ମାର୍ଟସିଟି ରାଉରକେଲାରେ ମହିଳାଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’ ସ୍ଥାପନ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ମାର୍ଟସିଟି ରାଉରକେଲାର ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’(ଫିଡିଙ୍ଗ୍ ରୁମ୍) ସ୍ଥାପନ କରାଯାଇଛି। ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ ନେଇ ବିଭିନ୍ନ କାମରେ ବାହାରକୁ ଆସୁଥିବା ମା’ମାନଙ୍କ...

ପୁଣି ବଢ଼ିଲା ତେଲ ଦର – ମାଲକାନଗିରିରେ ପେଟ୍ରୋଲ ଲିଟର ସର୍ବାଧିକ ୧୦୮.୦୯ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପୁଣି ବଢିଲା ତେଲ ଦର। କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବାବେଳେ ଡିଜେଲ...