ବାୟୋ ବବଲ୍ କ’ଣ ଓ କାହିଁକି ହୁଏ ଏହାର ବ୍ୟବହାର?

ଓଡ଼ିଶାଲାଇଭ୍ ବ୍ୟୁରୋ ମହାମାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ନହେବା ପାଇଁ ଏହି 'ବାୟୋ ବବଲ୍'ର ବ୍ୟବହାର କରାଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅକ୍ଷୟ ତୃତୀୟା ଦିନ...

ରଥଖଳାରେ ପଶିଲା କରୋନା – ଏଣିକି ନେଗେଟିଭ୍ ରିପୋର୍ଟ ବିନା ରଥ କାର୍ଯ୍ୟ କରିପାରିବେନି ସେବାୟତ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଖଳାରେ ପଶିଲା କରୋନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣରେ ନିୟୋଜିତ ୩ ମହାରଣାଙ୍କ ସମେତ ୫ଜଣ ଭୋଇ ସେବକ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା...

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ମିଶିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଥିବା ଖଲ୍ଲିକୋଟ କଲେଜକୁ ମାତ୍ର ବର୍ଷକ ତଳେ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା। କିନ୍ତୁ ଏବେ ଏହି ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ମିଶାଇ ଦେବା...

କଟକରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଘରେ ହେବ କୋଭିଡ୍ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପରେ ଏବେ କଟକରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏଣିକି ଦିବ୍ୟାଙ୍ଗ ଓ ୭୦ବର୍ଷରୁ ଅଧିକ ବୟସ୍କ ଯେଉଁମାନେ...

ମୂଳରୁ କରୋନା ଚେନକୁ ଭାଙ୍ଗିବାକୁ ରାଉରକେଲା ମହାନଗର ନିଗମର ତିନି ସୂତ୍ର – ଟେଷ୍ଟିଂ, ଆଇସୋଲେସନ ଓ ମନିଟରିଂ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=sXeorGqX5us] ରାଉରକେଲା ମହାନଗର ଅଞ୍ଚଳରେ କରୋନା ସଂକ୍ରମଣ ଚେନକୁ ମୂଳରୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ବିଶେଷକରି ଚିକିତ୍ସା ସହିତ ଟେଷ୍ଟିଂ, ଆଇସୋଲେସନ ଏବଂ କମ୍ୟୁନିଟିସ୍ତରରେ...

୧୦ ଜିଲ୍ଲାରେ କମୁଛି କରୋନା ସଂକ୍ରମଣ – ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ରାଜ୍ୟରେ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣ କମିଛି। ଗତ ଦିନ ୧୦ ଦିନ ହେଲା ରାଜ୍ୟ ଲକ୍‌ଡାଉନ୍‌ରେ ଥିବାରୁ ସଂକ୍ରମଣ କମିଛି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ ଓଡ଼ିଶାରେ...

ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=qoDv9QC_pxQ]ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ...

ଭୁବନେଶ୍ୱରରେ ଚିକିତ୍ସା ପାଇଁ ହଇରାଣ ହେବେନି କୋଭିଡ୍ ରୋଗୀ – ଆମ୍ବୁଲାନ୍ସରେ ଲାଗିଲା ଜିପିଏସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ମହାମାରୀ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି ବିଏମସି କମିସନର ତଥା ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୟ କୁମାର ସିଂ। ଏଣିକି ଭୁବନେଶ୍ୱରରେ କୋଭିଡ୍ ଆକ୍ରାନ୍ତଙ୍କୁ ତୁରନ୍ତ ଆମ୍ଭୁଲାନ୍ସ ଯୋଗାଇ ଦିଆଯିବ। ଫୋନକଲ୍...

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ – ପଟିଆରେ ଏଲ୍‌ପିଜିରେ ଶବଦାହ ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତ୍ୟନଗର ଶ୍ମଶାନରେ କମିବ ଭିଡ଼ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ ସପ୍ତାହେ ଭିତରେ ଭରତପୁର, ପଟିଆରେ ଶ୍ମଶାନ କାର୍ଯ୍ୟକାରୀ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱରର ସତ୍ୟନଗର...

ଡ୍ୟୁଟି ପରେ ବି କରୋନା ରୋଗୀଙ୍କ ଚିକିତ୍ସା – ଘର ଘର ବୁଲି ହୋମ୍‌ ଆଇସୋଲେସନରେ ଥବା ଲୋକଙ୍କ...

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ) ଡ୍ୟୁଟି ସରିବା ପରେ ବି କରୋନା ରୋଗୀଙ୍କ ଚିକିତ୍ସା। ଘର ଘର ବୁଲି ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସେବା କରୁଛନ୍ତି ନର୍ସ ବିଷ୍ଣୁପ୍ରିୟା ଧଳ। ସାରାବିଶ୍ୱରେ ଏବେ କରୋନା ମହାମାରୀ...