ଖୋର୍ଦ୍ଧାରେ କାହିଁକି ବଢୁଛି କରୋନା ସଂକ୍ରମଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ କବଳରେ ଓଡ଼ିଶା। ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ସଂକ୍ରମଣ ବୃଦ୍ଧିକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସୂଚନା।
କରୋନାର ଦ୍ୱିତୀୟ ଲହର ସ୍ଥିତି ବିଗିଡ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ...
‘ଅପରେସନ ହାଇଦର’ – ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ କେମିତି ଜାଲ ବିଛାଇଥିଲା ପୋଲିସ?
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଅପରେସନ ହାଇଦର' ସଫଳ – ତେଲାଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିଲା କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍।
ଏପ୍ରିଲ ୧୦ରେ ଏସ୍ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯିବା ପରେ ପୋଲିସର ନିଦ ହଜିଯାଇଥିଲା।...
ଓଡ଼ିଶାରେ ସ୍ୱତନ୍ତ୍ର ହସ୍ପିଟାଲ ପାଇଁ ଏମ୍ଓୟୁ ସ୍ୱାକ୍ଷରିତ – ବାଗ୍ଚୀ ଦମ୍ପତିଙ୍କ ଦାନ ଲାଗି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସହ ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି...
ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଓ କୋଭିଡ୍ ସ୍ଥିତିର ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
ପୋଲିସ ଆଖିରେ ଧୂଳି ଦେଇ ଖସିଗଲା ହାଇଦର – ୫ଦିନ ପରେବି ମିଳୁନି ପତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଖ୍ୟାତ ଅପରାଧୀ ହାଇଦର ଫେରାର୍ ଘଟଣାକୁ ୫ ଦିନ। ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ। ଜମ୍ବୁରୁ ବାଂଲାଦେଶ ଯାଇଥିବା ସନ୍ଦେହ।
କୁଖ୍ୟାତ ଅପରାଧୀ ହାଇଦର୍ ଫେରାର ଘଟଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା...
କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍ଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ ଓଡ଼ିଶା ଦକ୍ଷତା ବିକାଶ...
ଓଡ଼ିଶାରେ ଗରିବ ଲୋକଙ୍କୁ ମାଗଣାରେ ଆଧୁନିକ କ୍ୟାନସର ଚିକିତ୍ସା ଓ ପାଲିଏଟିଭ କେୟାର ଯୋଗାଇଦେବା ଆମର ଲକ୍ଷ୍ୟ :...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ କ୍ୟାନ୍ସର ଚିକିତ୍ସା ପାଇଁ ୩୪୦ କୋଟି ଟଙ୍କା ଦାନ କରିବେ ବାଗ୍ଚୀ ଦମ୍ପତି, ରାଜ୍ୟ ସରକାର ଦେବେ ୪୦ ଏକର ଜମି।
‘‘୧୦ ବର୍ଷ ତଳେ ମୋ’ ମା’ଙ୍କର କ୍ୟାନ୍ସର ଚିହ୍ନଟ...
ବିଜେପୁର ବାଟ ଧରିବ କି ପିପିଲି?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପିପିଲି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ଖରାପ, ଲଢ଼େଇ ବିଜେପି ଓ ବିଜେଡି ମଧ୍ୟରେ ସୀମିତ।
ପିପିଲି ଉପନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିଲା ବେଳେ ମୁଖ୍ୟତଃ ଦୁଇଟି ଦଳ ବିଜେଡି ଆଉ...
ଅନ୍ତର୍ଜାତୀୟ ସ୍ତରରେ ସଫଳ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ – ଦିନେ ଇଂରାଜୀ କହିବାକୁ ଡରୁଥିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=DVHbVe0KrJQ]
ଓଡ଼ିଶାର ପୁଅ ହେଉଛନ୍ତି ଅମରେନ୍ଦ୍ର ସାହୁ। ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ଖ୍ୟାତିଲାଭ କରିପାରିଛନ୍ତି। ଦିନଥିଲା ସେ ଭଲ ଭାବରେ ଇଂରାଜୀ କହି ପାରୁନଥିଲେ।...
ଗଞ୍ଜାମରେ କରୋନା କଟକଣା – କାଲିଠାରୁ ଏପ୍ରିଲ ୨୧ ଯାଏଁ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି କରୋନା ମହାମାରୀ। ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ...




















