କରୋନା କଟକଣାରେ ଫିକା ପଡ଼ିଲାଣି ବିବାହ ଉତ୍ସବ – ଚିନ୍ତାରେ ଟେଣ୍ଟ ହାଉସ ବ୍ୟବସାୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ପୁଣି ମାନ୍ଦାରେ ପଡ଼ିଥିବା ବିବାହ ଉତ୍ସବକୁ ନେଇ ଏବେ ଆୟୋଜକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ଉପରମୁହାଁ ହୋଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର...

‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନୀତ ହେବେ ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ସମାଜସେବୀ ବିଶ୍ୱଭୂଷଣ ହରିଚନ୍ଦନ ଚଳିତ ବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୨ରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ଓଡ଼ିଶା ଗସ୍ତରେ ଆସି ତାଙ୍କୁ...

ପିପିଲି ଉପନିର୍ବାଚନ – ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ଆସନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରର୍ଥୀ ଆଶ୍ରିତ ପଟ୍ଟନାୟକ। ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ...

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ସ୍ୱଚ୍ଛତା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ‘କାୟାକଳ୍ପ’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୦-୨୧ ବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ‘କାୟାକଳ୍ପ’ପୁରସ୍କାର। ସ୍ୱଚ୍ଛ ଓ ସ୍ଵାସ୍ଥ୍ୟକର ପରିବେଶ ଭିତରେ ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ...

ରାଜଧାନୀ ରାସ୍ତାରେ ଡବଲ ସାଇକେଲ ଚଲାଇ ଲୋକଙ୍କୁ ସଚେତନ କରୁଛନ୍ତି ମନୋଜ ସୁନ୍ଦରରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=tTacQ3NZIh0] ସାଇକେଲ ଉପରେ ସାଇକେଲ। ଚାଳକ ଜଣେ ଯୁବକ, ମୁଣ୍ଡରେ ତାଳପତ୍ରର ଝାମ୍ପି ଆଉ ମୁହଁରେ ମାସ୍କ। ଏହି ବିଚିତ୍ର ସାଇକେଲକୁ ଦେଖିଲେ ଆପଣ ଘଡ଼ିଏ ଅଟକି ଯିବେ। ଏହିପରି ଏକ...

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍-୧୯ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର କେତେକ ସ୍ଥାନରେ ସାନି କରୋନା ସଂକ୍ରମଣ ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ...

ଭୁବନେଶ୍ୱରରେ କଡ଼ାକଡ଼ି ହେଲା କରୋନା ନିୟମ – ଜନଗହଳି ସ୍ଥାନରେ ଅଚାନକ ହେବ ଚେକିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ସନ୍ଧ୍ୟାରୁ ରାଜଧାନୀ ଭୁବନେଶ୍ଵରରେ କରୋନା ନିୟମକୁ କଡ଼ାକଡ଼ି କରାଯାଇଛି। ଲୋକେ ଏବେ କରୋନା ନିୟମକୁ ସଠିକ୍‌ ଭାବେ ପାଳନ କରୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖିବା...

ମୁଣ୍ଡ ଟେକିଲାଣି କରୋନା – ଓଡ଼ିଶାକୁ ଫେରିବ କି ଲକଡାଉନ୍‌?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଲେଉଟାଣିକୁ ନେଇ ଏବେ ଚିନ୍ତାରେ ରାଜ୍ୟବାସୀ। ଆଗୁଆ ସତର୍କତା ଅବଲମ୍ବନ କଲେଣି ଜିଲ୍ଲା ପ୍ରଶାସନ। କିଛି ଦିନର ବ୍ୟବଧାନ ପରେ ଏବେ ପୁଣିଥରେ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି।...

ଗଞ୍ଜାମ: ରାଜ୍ୟ ବାହାରୁ ଆସିଲେ ୭ ଦିନ ହୋମକ୍ୱାରେଣ୍ଟାଇନ ଓ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ଲେଉଟାଣିକୁ ନେଇ ଆଗୁଆ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶାନାମା ଜାରି କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ...

ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ରାଉରକେଲା ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସୋମବାର ପୁରୀରେ ଜଗା ଦର୍ଶନ ସାରି କୋଣାର୍କରେ ସୂର୍ଯ୍ୟମନ୍ଦିର ବୁଲି ଦେଖିଛନ୍ତି। ପୁରୀରେ...