କରୋନା ବେଳେ ଓଡ଼ିଶାର ଅର୍ଥନୀତିକୁ ସଞ୍ଜୀବନୀ ଭଳି ଶକ୍ତି ଦେଇଛି କୃଷି କ୍ଷେତ୍ର – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’ ଉଦଘାଟିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ।
ମାର୍ଚ୍ଚ ୧୯ ତାରିଖ ଯାଏଁ ଚାଲିବ କୃଷି ପ୍ରଦର୍ଶନୀ
ଚଳିତ ବର୍ଷର ଥିମ୍ – ‘ସମନ୍ୱିତ...
ଅପରାଧ ରୋକିବାକୁ କମିସନରେଟ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ରୋକା ଯାଇପାରିବ ଅପରାଧ। ରାଜଧାନୀରେ ଅପରାଧ ରୋକିବାକୁ କମିସନରେଟ ପୋଲିସର ଆଉ ଏକ ପ୍ରୟାସ । ହ୍ୱାଟ୍ସଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରିଛି କମିସନରେଟ ପୋଲିସ।...
ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖାଯାଇଛି। ଜନସାଧାରଣଙ୍କ ଭାବାବେଗକୁ ନଜରରେ ରଖି ଏହାକୁ ସ୍ଥଗିତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ...
ଆବର୍ଜନା ପରିଚାଳନା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ପଦକ୍ଷେପ – ଘରେ ଘରେ ଲଗାଉଛି କ୍ୟୁଆର୍ କୋଡ୍
ଓଡ଼ିଶାଲାଇଭ୍ ବ୍ୟରୋ
ସହରର ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଉରକେଲା ମହାନଗର ନିଗମ ଏକ ନିଆରା ପଦକ୍ଷେପ ନେଇଛି। ପ୍ରତି ଘରେ କ୍ୟୁଆର୍ କୋଡ୍ ଟାଗ୍ ଲଗାଉଛି ମହାନଗର ନିଗମ। ଫଳରେ...
ଗୋଇଠି ଯନ୍ତ୍ରଣାର ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ଥାପନ ହେଲା ଡାଏଗ୍ନୋଷ୍ଟିକ୍ ଟୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଭାରତରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଡାଏଗ୍ନୋଷ୍ଟିକ୍ ଟୁଲ୍ ସ୍ଥାପନ ହେଲା। ଏହି ଟୁଲ୍ ଦ୍ଵାରା ବିଭିନ୍ନ ରୋଗୀଙ୍କର ଦୀର୍ଘ ଦିନର ଜଟିଳ ପାଦ ରୋଗ ଏବଂ ଗୋଇଠିର...
ଭୁବନେଶ୍ୱରରେ ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା-୨୦୨୧’, ଏଥରର ମାସ୍କଟ୍ ‘ପାଳଛତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UlkfGlKbo7w]
ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ ‘କୃଷି ଓଡ଼ିଶା ୨୦୨୧’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ
ମାସ୍କଟ 'ପାଳଛତୁ' ଉଦଘାଟିତ
ଏ ବର୍ଷର ଥିମ୍ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’
କୃଷି ଓଡ଼ିଶାରେ...
ମାର୍ଚ୍ଚ ୧୮ରେ ଯାଞ୍ଚ ହେବ ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ। ନାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ପକ୍ଷରୁ ଏକ ପାଞ୍ଚ ଜଣିଆ ଟିମ ପରୀକ୍ଷାମୂଳକ ଯାଞ୍ଚ କରିବେ।
ଯଦି...
ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ବିରୋଧ – ମାର୍ଚ୍ଚ ୧୫ରେ ବିଏମସି କାର୍ଯ୍ୟାଳୟ ଘେରିବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରାଞ୍ଚଳବାସୀଙ୍କ ଠାରୁ ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି। ମହାନଗର ନିଗମ ଅଧିନରେ କାର୍ଯ୍ୟରତ ମୁଷ୍ଟିମେୟ ଅଣଓଡ଼ିଆ ବାବୁମାନଙ୍କ ସ୍ୱେଚ୍ଛାକୃତ ମନୋଭାବ ଯୋଗୁଁ ଏଭଳି ହେଉଥିବା,...
ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା – ଜମ୍ମୁ କଶ୍ମୀରରେ ସ୍ନୋ ସ୍କିଙ୍ଗ୍’ରେ ଭଲ ପ୍ରଦର୍ଶନ କରି ସାଉଣ୍ଟିଲେ ପ୍ରଶଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କାଶ୍ମୀରର ଗୁଲମାର୍ଗଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସରେ ଭଲ ପ୍ରଦର୍ଶନ କରିଥିବା ରଞ୍ଜିତା ବେହେରାଙ୍କ ସହିତ ଓଡ଼ିଶାଲାଇଭ୍ର ଏକ ଟେଲିଫୋନିକ ସାକ୍ଷାତକାର।
(ଶୁଭଶ୍ରୀ ନାୟକ): ଓଡ଼ିଶାର ସ୍ନୋ...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଫାଲ୍ଗୁନ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ...





















