ଆଇଆଇଏଫ୍‌ଏଲ୍ ଡକାୟତି ଘଟଣା – ମହିଳା କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଯାବତ୍ ମିଳିଛି ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ଜବତ ହୋଇଛି ଅଡି କାର କଟକ: କଟକ ନୟାସଡ଼କସ୍ଥିତ ଫାଇନାନ୍ସ ସଂସ୍ଥା ଆଇଆଇଏଫ୍‌ଏଲ୍ (ଇଣ୍ଡିଆନ୍ ଇନ୍‌ଫୋଲାଇନ୍ ଲିମିଟେଡ୍‌) ଡକାୟତି...

କଟକ ଫାଇନାନ୍ସ କମ୍ପାନିରୁ ସୁନା ଲୁଟ୍‌ ଘଟଣା – ଛଅ ଦିନରେ ପରଦା ହଟାଇଲା କମିସନରେଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଫାଇନାନ୍ସ କମ୍ପାନିରୁ ସୁନା ଲୁଟ୍‌ ଘଟଣାରେ କମ୍ପାନିର ଜଣେ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ ଥିଲେ। କଟକ ଫାଇନାନ୍ସ କମ୍ପାନି ସୁନା ଗହଣା ଲୁଟ୍‌ ଘଟଣାରେ କମିସନରେଟ ପୋଲିସକୁ ମିଳିଛି ସଫଳତା। ଲୁଟ୍‌ର...

ବସ୍‌ କ୍ୟାବିନ୍‌ରୁ ପକ୍ଷୀ ଓ ଠେକୁଆ ଉଦ୍ଧାର, ଡ୍ରାଇଭର ଅଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ୫ଶହରୁ ଅଧିକ ଛୋଟବଡ଼ ପକ୍ଷୀ ଉଦ୍ଧାର ୬୮ଟି ଧଳା ଠେକୁଆ ବି ଉଦ୍ଧାର କୋଲକାତାରୁ ବସ୍‌ରେ ଭୁବନେଶ୍ୱର ଆସୁଥିଲା କଟକ: ବସ୍ ଯୋଗେ ବେଆଇନ ଭାବେ ହେଉଥିବା ଏକ ପକ୍ଷୀ ଚାଲାଣ...

ଏକ୍ସଆଇଏମ୍‌ବିର ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ’ ଅନୁଷ୍ଠିତ – “ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗ୍” ଉପରେ ହେଲା ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଭିୟର୍‌ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର (ଏକ୍ସଆଇଏମ୍‌ବି)ର ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ’ ରବିବାର ଅନୁଷ୍ଠିତ ହୋଇଛି। ଅନଲାଇନ୍‌ ଜରିଆରେ ଏବର୍ଷ କନକ୍ଲେଭକୁ ଆୟୋଜନ କରାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ବିଷୟ ରହିଥିଲା...

ପୁରୀର ନୂଆ ଏସ୍‌ପି ଭାବେ ଦାୟିତ୍ଵ ଗ୍ରହଣ କଲେ କନଓ୍ଵର ବିଶାଲ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀର ନୂଆ ଏସ୍‌ପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି କନଓ୍ଵର ବିଶାଲ ସିଂହ। ସେ ପୂର୍ବତନ ଏସ୍‌ପି ଅଖିଳେଶ୍ଵର ସିଂହଙ୍କଠାରୁ ରବିବାର କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି। ପୁରୀକୁ ଅପରାଧମୁକ୍ତ କରାଯିବ...

ଏଥର ପର୍ଯ୍ୟଟନ ଋତୁରେ ବୁଲିଯିବା ହୀରାକୁଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତଦିନିଆ ବୁଲା ବୁଲି ପାଇଁ ଓଡ଼ିଶାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ଖାସ୍ କରି ପଶ୍ଚିମ ଓଡ଼ିଶାର ବହୁ ଦର୍ଶନୀୟ ସ୍ଥଳୀ ପ୍ରତିବର୍ଷ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ପର୍ଯ୍ୟଟନର ଏହି...
cuttack loot 1

କୋଡ଼ିଏ କୋଟିର ଲୁଟ୍ – ଫାଇନାନ୍ସ କମ୍ପାନିରୁ ବନ୍ଧକ ସବୁ ଗହଣା ପ୍ୟାକେଟ୍ ଲୁଟିନେଇଥିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଫାଇନାନ୍ସ କମ୍ପାନି ସୁନା ଗହଣା ଲୁଟ୍‌ ଘଟଣାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଘଟଣାଦିନ ୧୨ କୋଟି ଟଙ୍କାର ସୁନା ଲୁଟ୍ ହୋଇଥିବା କୁହାଯାଇଥିଲା। କିନ୍ତୁ ଏବେ ୨୦...

ଗୀତିକାର ସୁବ୍ରତ ସ୍ୱାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ “ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ...
cuttack loot 1

କଟକ ଆଇଆଇଏଫ୍ଏଲ୍ ଫାଇନାନ୍ସରେ ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ୧୨ କୋଟିର ସୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାସଡ଼କ ଆଇଆଇଏଫ୍ଏଲ୍ ଫାଇନାନ୍ସରେ ସଶସ୍ତ୍ର ଡକାୟତି ଦିନ ଦ୍ଵିପହରେ ବନ୍ଧୁକ ଦେଖାଇ ନେଇଗଲେ ୪ ମୁଖାପିନ୍ଧା ଲୁଟେରା ରହସ୍ୟ ଘେରରେ ଆଲାର୍ମ, ସିସିଟିଭି, ସୁରକ୍ଷା ବ୍ୟବସ୍ଥା କଟକ ସହରରେ ଗୁରୁବାର ଏକ...

ମାତୃଭବନ ରାସ୍ତାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ମାଲଗୋଦାମ ଓ ଛତ୍ରବଜାରକୁ ରାଜପଥ ସହ ସଂଯୋଗ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ଯୋଜନା ମୁତାବକ ରାଣୀହାଟ ପୋଲଠାରୁ ମାତୃଭବନ ରାସ୍ତାରେ ଓଏମ୍‌ପି ପର୍ଯ୍ୟନ୍ତ ରାସ୍ତାକୁ...