କାର୍ତ୍ତିକରେ ପୁରୀ ଆସିବେନି ହବିଷ୍ୟାଳୀ, ଘରେ ରହି ପାଳିବେ ବ୍ରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବର୍ଷ କାର୍ତ୍ତିକରେ ପୁରୀ ଆସିପାରିବେନି ହବିଷ୍ୟାଳୀ। କରୋନା ପାଇଁ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପୁରୀ ଆସିବା ଉପରେ ଜିଲ୍ଲାପ୍ରଶାସନ କଟକଣା ଲଗାଇଛି। ଏଥିସହ ଯେତେ ସମ୍ଭବ ଘରୁ ନବାହାରିବାକୁ ସେମାନଙ୍କୁ ପରାମର୍ଶ...

ବିଜ୍ଞାପନର ‘କ୍ୟାରିୟର ଗାଇଡ୍’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୦’ ବୁଧବାର ଉନ୍ମୋଚିତ ହୋଇଛି। ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ କଟକଣାକୁ ମାନି...

ଏସ୍‌ସିବିରେ ଖୋଲିଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ଅନ୍ୟତ୍ର ସ୍ଥାନାନ୍ତର ହେବେନି କରୋନା ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଏସ୍‌ସିବିରୁ କୌଣସି କରୋନା ଆକ୍ରାନ୍ତ ଅନ୍ୟତ୍ର ସ୍ଥାନାନ୍ତର ହେବେ ନାହିଁ। ଏସ୍‌ସିବି ଡାକ୍ତରଖାନାରେ ବହୁ ପ୍ରତିକ୍ଷୀତ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଦୁଇଟି ପୃଥକ ସ୍ଥାନରେ କୋଭିଡ୍...

ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଭାସିଗଲେ ପର୍ଯ୍ୟଟକ, ମିଳୁନି ପତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଘଟିଲା ଅଘଟଣ। ଗାଧୋଇଲା ବେଳେ ଭାସିଯାଇ ଜଣେ ନିଖୋଜ ରହିଛନ୍ତି। ନିଖୋଜ ଜଣକ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ର ଏବଂ ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।...

ଆଜି କଟକଣା ଭିତରେ ହେବ କଟକ ଦୁର୍ଗାପୂଜା ଭସାଣ ଉତ୍ସବ – ୧୦ଟାରୁ ୬ଟା ଭିତରେ ହେବ ମୂର୍ତ୍ତି...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କଟକରେ କଟକଣା ସହ ପାଳନ ହେବ ଦୁର୍ଗାପୂଜା ଭସାଣ ଉତ୍ସବ। ଏଥିପାଇଁ ଗତକାଲି ନିର୍ଦ୍ଦେଶାବଳୀ ଜାରି କରିଛି କମିସନରେଟ୍ ପୋଲିସ। ଆଜି ୪ଟି ପର୍ଯ୍ୟାୟରେ କଟକ ଦୁର୍ଗାପୂଜାର ସବୁ ମୂର୍ତ୍ତି...

କଟକଣା ସହ କଟକ ଦଶହରା ଭସାଣ – ଦିନ ୧୦ଟାରୁ ସନ୍ଧ୍ୟା ୬ଟା ଭିତରେ ହେବ ମୂର୍ତ୍ତି ବିସର୍ଜନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜା ଭସାଣ ଉତ୍ସବ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କମିସନରେଟ୍ ପୋଲିସ। ଆସନ୍ତାକାଲି ୪ଟି ପର୍ଯ୍ୟାୟରେ କଟକ ଦୁର୍ଗାପୂଜାର ସବୁ ମୂର୍ତ୍ତି ବିସର୍ଜନ ହେବ ବୋଲି ଡିସିପି ପ୍ରତୀକ ସିଂହ...

ଭୁବନେଶ୍ଵରରୁ ୬ଜଣ ସାମ୍ଵାଦିକ ଗିରଫ, ନ୍ୟୁଜ୍ କରିଦେବେ ଧମକ ଦେଇ ମାଗୁଥିଲେ ୩ଲକ୍ଷ ଟଙ୍କା ବଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରୁ ୬ ସାମ୍ଵାଦିକ ଗିରଫ। ଦାଦାବଟି ଆଦାୟ ଏବଂ ନ୍ୟୁଜ୍ କରିଦେବା ନେଇ ଧମକ ସହ ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ସୋମବାର ୬ ଜଣ ଓ୍ଵେବ ପୋର୍ଟାଲ ସାମ୍ଵାଦିକଙ୍କୁ ଗିରଫ...

କଟକ: ଅଟୋ ଖୋଜୁ ଖୋଜୁ ମିଳିଲା ବାଇକ୍ ଚୋରି ରାକେଟ୍, ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଏକ ଅଟୋ ଚୋରିର ତଦନ୍ତ କରୁ କରୁ ଠାବ ହେଲା ବାଇକ ଚୋରି ରାକେଟ୍। ପୋଲିସ ହାତରେ ଲାଗିଲା ୩୫ଟି ଚୋରି ବାଇକ୍। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ...

କଟକ ଦଶରା’, ଚାନ୍ଦିମେଢ଼ର ଏମିତି ଥିଲା ଇତିହାସ, ଝଲସୁଥିଲା ପାର୍ବଣର ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ବଣର ସହର କଟକରେ ଦଶହରା ଉତ୍ସବର ଏକ ସୁଦୀର୍ଘ ଇତିହାସ ରହିଛି। ଏହି ଐତିହ୍ୟ ସହରରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ରହିଛି...

୨୦୦ ଟଙ୍କାରେ ପୁରୁନି ପରିବା ବ୍ୟାଗ – ପିଆଜ ଦର ୮୦, ବାଇଗଣ କିଲୋ ୪୦

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ଦିନ ଧରି ରାଜ୍ୟରେ ପରିବା ଦର ଆକାଶ ଛୁଆଁ ହୋଇଛି। ପରିବା ଦରରେ ଲାଗିଛି ନିଆଁ। ସ୍ଥିତି ଏମିତି ଯେ, ଖାଉଟିମାନଙ୍କୁ ଏବେ ବଜାର ଯିବାକୁ ଡର ମାଡିଲାଣି। ପୂର୍ବରୁ...