ସଦ୍ଗୁରୁ କୋଭିଡ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା – ହସ୍ପିଟାଲର ନଥିଲା ଫାୟାର ସେଫ୍ଟି ଲାଇସେନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସଦଗୁରୁ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହସ୍ପିଟାଲର ନଥିଲା ଫାୟାର ସେଫ୍ଟି ଲାଇସେନ୍ସ। ଏନେଇ ସୋମବାର ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ...
କଟକ: ସଦ୍ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜଗତପୁରସ୍ଥିତ ସଦ୍ଗୁରୁ କୋଭିଡ ହସ୍ପିଟାଲରେ ଘଟିଛି ଏକ ବଡ଼ ଧରଣର ଅଗ୍ନିକାଣ୍ଡ। କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଆଇସିୟୁର ଅକ୍ସିଜେନ୍ ସିଲିଣ୍ଡର ଫାଟିବା କାରଣରୁ...
ମା’ ଦୁର୍ଗାଙ୍କୁ ନେଇ ଫେସବୁକରେ ଆପତ୍ତିଜନକ ପୋଷ୍ଟ – କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମା’ ଦୁର୍ଗାଙ୍କୁ ନେଇ ଫେସବୁକରେ ହୋଇଥିଲା ଏକ ଆପତ୍ତିଜନକ ପୋଷ୍ଟ। ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକରେ ହୋଇଥିବା ଏହି ପୋଷ୍ଟକୁ ନେଇ ବିଜେପି ପକ୍ଷରୁ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା...
ଭୁବନେଶ୍ୱରରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ, ୪୨୧ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ
୧୦୪ କ୍ୱାରେଣ୍ଟାଇନରୁ,୨୩୮ ଲୋକାଲ୍ କେସ୍
ମୋଟ ପଜିଟିଭ୍ ସଂଖ୍ୟା ୧୮,୨୬୭କୁ ବୃଦ୍ଧି
ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୪୨ ନୂଆ କରୋନା ପଜିଟିଭ୍।...
କଟକ ଦଶହରାରେ କେତେ ଉଚ୍ଚ ହେବ ମୃଣ୍ମୟୀ ଦେବୀଙ୍କ ପ୍ରତିମା? ଦ୍ୱନ୍ଦ୍ୱରେ ପୂଜା କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ :କରୋନା ଯୋଗୁଁ ଚଳିତବର୍ଷ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ଆୟୋଜନ ହେବ ଏଥିରେ ଦ୍ୱନ୍ଦ୍ୱ ନାହିଁ। ହେଲେ ମୂର୍ତ୍ତି ଗଢ଼ିବା, ପୂଜା ବିଧି ଅନୁସରଣ କରିବା, ପରଦା ଟାଣିବା ଭଳି ଅନେକ...
ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାରେ କବଳରେ ରାଜ୍ୟର ଆଉ ଜଣେ ନେତା। ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ସେ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।
ବିଧାୟକ ଜୟନ୍ତ...
କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ’ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ବିଶ୍ୱବିଦ୍ୟାଳୟକୁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ‘ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦’ ପ୍ରଦାନ କରାଯାଇଛି। କୋଭିଡ୍ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସକାଶେ କିଟ୍କୁ ଏହି...
ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ୍ ଚିହ୍ନଟ – ୧୦୧ କ୍ୱାରେଣ୍ଟାଇନରୁ, ୨୨୪ ସ୍ଥାନୀୟ ସଂକ୍ରମିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ୍ ଚିହ୍ନଟ
ଆଜି ଭୁବନେଶ୍ୱରରୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ
ରାଜଧାନୀରେ ଏବେ ବି ୪୪୨୬ ଆକ୍ରାନ୍ତ ସକ୍ରିୟ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୨୫...
ଭୁବନେଶ୍ୱର: ଲୁହାରଡରେ ପିଟିପିଟି ମା’କୁ ହତ୍ୟାକଲେ ଦୁଇ ନାବାଳକ ପୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୁହା ରଡ଼ରେ ମା’କୁ ପଟିପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ। ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା।
ବିନୋଦିନୀ ମିଶ୍ର ନାମକ ମହିଳା ଜଣକୁ...
ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ପୁରୀରେ କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ୟାଞ୍ଚଳ ପରିଦର୍ଶନ ଲାଗି ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ। ପ୍ରଥମେ କଣାସ ଓ ଡେଲାଙ୍ଗ ଯାଇ ବନ୍ୟା କ୍ଷୟକ୍ଷତିର ଆକଳନ କରିବେ ଅଧିକାରୀ। ବନ୍ୟାଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ପୁରୀ ଜିଲ୍ଲାପାଳ...




















