ଚିକିତ୍ସାରେ ଅବହେଳା – ବ୍ରହ୍ମପୁର ଗୁରୁଦେବ ଘରୋଇ ହସ୍ପିଟାଲ ସିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅସ୍ତ୍ରୋପଚାର ବେଳେ ଚିକିତ୍ସାରେ ଅବହେଳା ପାଇଁ ସ୍ଥାନୀୟ ଗୋଇଲୁଣ୍ଡି ରୋଡ୍-ନୂଆ ବସଷ୍ଟାଣ୍ଡସ୍ଥିତ ଗୁରୁଦେବ ଘରୋଇ ହସ୍ପିଟାଲରେ ଐଶ୍ୱର୍ଯ୍ୟ ସିଂ ଦେଓ (୨୫ ବର୍ଷ) ନାମକ ବିବାହିତା ମହିଳାଙ୍କ...
କ୍ୟାପିଟାଲ୍ ଆକାଡେମୀ ଅଫ୍ ନର୍ସିଂରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ବାଳକାଟିସ୍ଥିତ କ୍ୟାପିଟାଲ୍ ଆକାଡେମୀ ଅଫ୍ ନର୍ସିଂରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ।
ଭାଇସ୍- ପ୍ରିନ୍ସିପାଲ୍:...
ମହାନଗର ନିଗମ ନିର୍ବାଚନ ଆମ ପାଇଁ ବଡ଼ ଚାଲେଞ୍ଜ – ଅନନ୍ତ ନାରାୟଣ ଜେନା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଅନନ୍ତ ନାରାୟଣ ଜେନା ହେଲେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି।
‘‘ଆଗକୁ ଆସୁଥିବା ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଆମ ପାଇଁ ବଡ଼ ଚାଲେଞ୍ଜ ହେବ। ଏହି ଚାଲେଞ୍ଜକୁ କେମିତି ମୁକାବିଲା...
ଶନିବାର ଉଦ୍ଘାଟିତ ହେବ ଖେଲୋ ଇଣ୍ଡିଆ – ଯୋଗ ଦେଇପାରନ୍ତି ବରୁଣ ଧଓ୍ଵନ, ସୋନା ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ବଛାବଛା କ୍ରୀଡ଼ାବିତଙ୍କ ସମାଗମ ହେବ। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ ଏଥିରେ ଯୋଗ ଦେବେ।...
ଆମ ଲୋକକଳା ଆମ ସଂସ୍କୃତି – ଢୋଲ, ନିସାନ୍, ତାସାରେ କମ୍ପିଲା ରବୀନ୍ଦ୍ର ମଣ୍ଡପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିରରୁ ଆସିଥିବା ପରମ୍ପରା ଅନୁଷ୍ଠାନ...
ଆନ୍ଦୋଳନ କଲେ କଲେଜ ଶିକ୍ଷକଙ୍କୁ ଆଗୁଆ ଅବସର ଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ କଲେଜର ଅଧ୍ୟାପକ ଓ ଅଣ ଅଧ୍ୟାପକମାନଙ୍କ ପାଇଁ ଚେତାବନୀ। ଯଦି ସେମାନେ ଆନ୍ଦୋଳନ କରିବେ ପ୍ରକୃତ ଅବସର ଗ୍ରହଣ ଆଗରୁ ସେମାନଙ୍କୁ ଅବସର ଦିଆଯିବ। ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ...
ରାତି ପାହିଲେ ଜାଗର – ପ୍ରମୁଖ ଶୈବ ପୀଠରେ କେମିତି ଚାଲିଛି ପ୍ରସ୍ତୁତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଜାଗର। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବ ପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତମାନେ ଯେମିତି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ମନ୍ଦିର...
କମିସନରେଟ୍ ପୋଲିସ୍ରେ ସ୍ପେଶାଲ୍ ପୋଲିସ୍ ଅଫିସର୍ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସ୍ ଅଧୀନରେ ୮ଟି ସ୍ପେଶାଲ୍ ପୋଲିସ୍ ଅଫିସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥମାନେ ଫେବ୍ରୁଆରି ୨୫ ଯାଏଁ ଆବେଦନ କରିପାରିବେ।
ଯୋଗ୍ୟତା:
କେବଳ ଅବସରପ୍ରାପ୍ତ ଏ.ଏସ୍.ଆଇ,...
ଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=JWI9hPbIrXs] ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ଶୈବ ପୀଠ। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଜାଣନ୍ତୁ...
ସିଲ ହେଲା ପଟିଆ ବିଗ୍ ବଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=RIv-_Zb3ZF4]ଭୁବନେଶ୍ୱରସ୍ଥିତ ପଟିଆ ବିଗ୍ ବଜାର ବିଲ୍ଡିଂକୁ ସିଲ୍ କଲା ବିଏମ୍ସି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ...




















