ଫେବ୍ରୁଆରି ୨୫ରୁ ବିଜେପିର ‘ଓବିସି ଜାଗରଣ’ ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଜେପି ଦାବି କରିଛି। ନଚେତ ଫେବ୍ରୁଆରି ୨୫ ତାରିଖରୁ ସାରା ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି...
ଶନିବାର ଭୁବନେଶ୍ୱର,କଟକ ଓ ପୁରୀରେ ହେବ ପାୱାରକଟ୍, ଜାଣନ୍ତୁ କେଉଁ ସମୟରେ କଟିବ ଲାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର, କଟକ ଓ ପୁରୀର ବିଭିନ୍ନ ଅଞ୍ଚଳରେ ଶନିବାର ପାୱାରକଟ୍ କରାଯିବ। ମରାମତି ଜନିତ କାମ ହେତୁ ସେସୁ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ଭୁବନେଶ୍ୱର ଧଉଳି, ମହତାବ ରୋଡ୍,...
ଆରମ୍ଭରୁ ତାତିଲା ବଜେଟ୍ ଅଧିବେଶନ, ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରୁ ତାତିଛି। ଉଭୟ କଂଗ୍ରେସ ଏବଂ ବିଜେପି ଗୃହରେ ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ। ଫଳରେ ଗୃହ ସରଗରମ ରହିଥିଲା।
ଆଜିଠୁ...
ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ଏପ୍ରିଲ ମାସ ୯ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ମୋଟ୍ ୩୧ଟି କାର୍ଯ୍ୟ ଦିବସ...
ଭୁବନେଶ୍ଵରରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣା – ଆଉ ଜଣେ ଅଭିଯୁକ୍ତ ଗିରଫ, ହତ୍ୟା ଉଦ୍ୟମ ଅଭିଯୋଗ କଲେ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵର ଇନଫୋସିଟି ଅଞ୍ଚଳରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରଦୀପ ଅଗସ୍ତି(ଟୁକ)। ପ୍ରଦୀପ ବିବାହିତ। ଗୁଳିମାଡ଼ ବେଳେ ପ୍ରଦୀପ ମଧ୍ୟ ରୁମ୍ରେ...
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ – ମନୁଙ୍କୁ ଝୁରୁଛି ରତନପୁର, ସାଙ୍ଗମାନେ ନିର୍ମାଣ କଲେ ପ୍ରତିମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ନିଆଳି ରତନପୁରର ସହିଦ ମନୋଜଙ୍କୁ ଝୁରୁଛନ୍ତି ଗ୍ରାମବାସୀ।
କଟକ: ୨୦୧୯ ମସିହା ଫେବ୍ରୁଆରି ୧୪ତାରିଖ। ପ୍ରେମର ଦିବସ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିଲା ସାରା ଭାରତ। ହଠାତ୍ ଜମ୍ମୁ...
ଭୁବନେଶ୍ଵରରେ ସମସ୍ତ ସରକାରୀ ସ୍କୁଲରେ ହେବ ଦୁଇଥର ପ୍ରାର୍ଥନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ସରକାରୀ ସ୍କୁଲରେ ଦୁଇଥର ପ୍ରାର୍ଥନା କରାଯିବ। ଭୁବନେଶ୍ଵରରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପିଲାଙ୍କୁ ଶୃଙ୍ଖଳିତ କରିବାକୁ ଏହି ନିଷ୍ପତ୍ତି...
ବ୍ରହ୍ମପୁର ବସ୍ ଟ୍ରାଜେଡିରେ ଶକ୍ତି ବିଭାଗର ସବୁ ଦୋଷ – ପରିବହନ ମନ୍ତ୍ରୀ
ବ୍ରହ୍ମପୁରରେ ବସ୍ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ଦାୟୀ। ଦୁର୍ଘଟଣା ସ୍ଥଳ ଅନୁଧ୍ୟାନ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
‘‘ଗ୍ରାମ୍ୟ...
ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷର ବଜେଟ୍ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ। କେମିତି ବଜେଟ ଅଧିବେଶନ ସୁରୁଖୁରୁରେ ଚାଲିବ, ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ ସେନେଇ ସବୁ ଦଳର ବିଧାୟକଙ୍କ ସହଯୋଗ ଲୋଡ଼ିବେ...
ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ, ଗୁରୁ ମାୟାଧର ରାଉତ ପାଇଲେ ରୁଚି ବୁଦ୍ଧ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦଯାପିତ ହେଲା ୧୬ ତମ ଧଉଳି-କଳିଙ୍ଗ ମହୋତ୍ସବ
ଗୁରୁ ମାୟାଧର ରାଉତ ପାଇଳେ ରୁଚି ବୁଦ୍ଧ ସମ୍ମାନ
ଭାରତନାଟ୍ୟମ ଓ ଛଉ ନୃତ୍ୟର ଯାଦୁ ଦେଖିଲେ ଦର୍ଶକ
ଗୁରୁ ସଚ୍ଚିଦାନନ୍ଦ...





















