ଆଜି ଭୁବନେଶ୍ୱର ଓ ପୁରୀରେ କଟିବ ଲାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜଧାନୀ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ଅଞ୍ଚଳରେ ମରାମତି କାମ ହେତୁ ବିଦ୍ୟୁତ୍ ସେବା ବନ୍ଦ ରହିବ। ସେସୁ ପକ୍ଷରୁ ଏନେଇ ନୋଟିସ୍ ଜାରି କରାଯାଇଛି। ଗୁରୁବାର ଭୁବନେଶ୍ୱରର ରଘୁନାଥପୁର, ତାରିଣୀ...

ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୧୮ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର୍‌ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର୍‌ ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀରେ ରହିଛି ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ଯାଏଁ ଆବେଦନ କରିପାରିବେ। ପଦବୀ ସଂଖ୍ୟା: ପ୍ରଫେସର- ୩୦ଟି...

ଓପିଏସ୍‌ସିର ନୂଆ ୱେବ୍ ପୋର୍ଟାଲ୍ ଲୋକାର୍ପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ୱେବ୍ ପୋର୍ଟାଲ୍ ବୁଧବାର ଲୋକାର୍ପିତ ହୋଇଛି। ପରୀକ୍ଷା ପରିଚାଳନାରେ ବ୍ୟାପକ ସମନ୍ୱୟ ରକ୍ଷା ସହ ମୋବାଇଲରେ କିଭଳି ଏହି ପୋର୍ଟାଲର ବ୍ୟବହାର ସହଜ ହୋଇପାରିବ...

ତାରାତାରିଣୀ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ଭିତରେ ଶେଷ କରିବାକୁ...

ଅନଲାଇନ୍ ସପିଙ୍ଗ ଦୁନିଆରେ ପ୍ରବେଶ କଲା ‘ବଜାରଓନେଟ୍’, ଚାକିରି ପାଇବେ ୧ ହଜାର ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=mF3YnvPFd60] ଓଡ଼ିଶାରେ ନିଜର ଅନଲାଇନ୍ ବ୍ୟବସାୟ ଆରମ୍ଭ କରିଛି ବଜାରଓନେଟ୍। ଆଣ୍ଡ୍ରୋଏଡ୍ ଆପ୍ ଜରିଆରେ ରାଜ୍ୟବାସୀଙ୍କୁ ହାତ ପାଆନ୍ତାରେ ଅନଲାଇନ୍ ସପିଙ୍ଗ୍ ଯୋଗାଇବାସହ ଏହି ଆପ୍ ଲୋକମାନଙ୍କୁ ହୋମ୍ ଡେଲିଭରି ମଧ୍ୟ...

ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ଦାବି, ପଶ୍ଚିମ ଓଡ଼ିଶା ଠପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବନ୍ଦ ରହିଲା ସ୍କୁଲ, କଲେଜ ଟାୟର ଜାଳି ରାସ୍ତା ଅବରୋଧ ଟ୍ରେନ ଚଳାଚଳ ପ୍ରଭାବିତ ଗଡ଼ିଲାନି ଯାତ୍ରୀବାହୀ ବସ୍‌ ଦୋକାନ, ବଜାର ବନ୍ଦ ରହିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ...

ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୪,୩୭୩ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ବଜେଟ୍‌ରେ ପୂର୍ବତଟ ରେଳବାଈକୁ ମିଳିଛି ୫ ହଜାର ୮୬୫ କୋଟି ଟଙ୍କାର ବ୍ୟୟବରାଦ। ସେଥି ମଧ୍ୟରୁ ଓଡ଼ିଶାର ଭାଗ ରହିଛି ୪ ହଜାର ୩୭୩ କୋଟି। ଜାଣନ୍ତୁ ଓଡ଼ିଶାର କେଉଁ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପାଣ୍ଠିର ସମସ୍ତ ଟଙ୍କାକୁ ଏଣିକି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ। ପୂର୍ବଭଳି ଘରୋଇ ବ୍ୟାଙ୍କରେ ଆଉ ଏହି ଟଙ୍କା ରହିବ ନାହିଁ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ...

କୋରୋନା ଭୟ: ପୁଣି ଜଣେ ସନ୍ଦିଗ୍ଧ କଟକ ଏସ୍‌ସିବିରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ। ମଙ୍ଗଳବାର କଟକ ଏସ୍‌ସିବିରେ ପୁଣି ଜଣେ କୋରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି। ସେ...

‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ରେ ଇତିହାସ ରଚିଲା ଏସ୍‌ସିବି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କଟକ ବଡ଼ ଡାକ୍ତରଖାନା ନୂଆ ଇତିହାସ ରଚିଛି। ବହୁ ପ୍ରତୀକ୍ଷିତ ‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ସଫଳ ହୋଇଛି। ଜଣେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଉଦ୍ଧାର କରି ଅନ୍ୟ ଜଣେ ଜୀବିତ...