ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଝାରସୁଗୁଡ଼ା ବିମାନବନ୍ଦରରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଆଲିଆନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଫଳରେ ଯାତ୍ରୀମାନେ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା। ରବିବାର ଗଣତନ୍ତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବିଶାଳ ପତାକାକୁ ଉତ୍ତୋଳନ କରିଛନ୍ତି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ...

‘ବାଟୋଇ’ର ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କୁ ‘ପଦ୍ମଶ୍ରୀ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ବାଟୋଇ’ ପାଇଁ ବୀଣାପାଣି ମହାନ୍ତିଙ୍କୁ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ। ଏହା ପୂର୍ବରୁ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଥିବା...

‘କୃଷି ଓଡ଼ିଶା’ରେ ନୂଆ କୃଷି ଯନ୍ତ୍ରପାତିର ଚମକ – ଜମିରେ ଡ୍ରୋନ୍ ପକାଇବ କୀଟନାଶକ, ଘରେ ବସି ମହିଳା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆ ତଥା ଉନ୍ନତମାନର କୃଷି ଯନ୍ତ୍ରପାତି ଜଟିଳ କୃଷି ବ୍ୟବସ୍ଥାକୁ ସରଳ କରିବା ସହ ଯୁବପିଢ଼ିଙ୍କୁ ଚାଷ ପ୍ରତି ଆକର୍ଷିତ କରିବାରେ ସହାୟକ ହୋଇଛି। ଚାଷ କ୍ଷେତ୍ରରେ ସଫଳତା ପାଇବା ପାଇଁ...

ଭୁଶୁଡ଼ିଲା ବିମାନ ବନ୍ଦର ଲିଙ୍କ୍ ବିଲ୍ଡିଂ – ଦିଲ୍ଲୀପ କନଷ୍ଟ୍ରକକ୍ସନ୍‌ର ଅନ୍ୟ ନିର୍ମାଣର ସ୍ଥାୟୀତ୍ୱ ଉପରେ ଉଠିଲା ପ୍ରଶ୍ନ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଲିଙ୍କ୍‌ ବିଲ୍ଡିଂ ଭୁଶୁଡ଼ିବା ପରେ ଦିଲ୍ଲୀପ କନଷ୍ଟ୍ରକ୍‌ସନ୍‌ର ପାରିବା ପାଣିଆକୁ ନେଇ ପ୍ରଶ୍ନ ଉଠିଛି। କୋଠା କେମିତି ଭୁଶୁଡ଼ିଲା ତାକୁ ନେଇ...

ଅଧ ରାତିରେ ଭୁଶୁଡ଼ିଲା ଭୁବନେଶ୍ୱର ବିମାନ ବନ୍ଦର ‘ଲିଙ୍କ୍ ବିଲ୍ଡିଂ’ – ଚାଲିଲା କାଦୁଅ ଫିଙ୍ଗା, ଦାୟୀ କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିମାନ ବନ୍ଦର ‘ଲିଙ୍କ୍‌ ବିଲ୍ଡିଂ’ ଭୁଶୁଡ଼ିବାକୁ ନେଇ ତାତିଲା ରାଜନୀତି ପାଣିପାଗ। ବମିଖାଲ ଓଭରବ୍ରିଜ ଟ୍ରାଜେଡି ଲୋକଙ୍କ ମନରୁ ନଯାଉଣୁ ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱରରେ। ଶୁକ୍ରବାର ବିଳମ୍ବିତ...

ପ୍ଲାଷ୍ଟିକ୍ ମୁକ୍ତ ହେବ ଖଣ୍ଡଗିରି କୁମ୍ଭମେଳା, ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୧ରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ମେଳାରେ ପ୍ଲାଷ୍ଟିକ ଓ ପଲିଥିନକୁ ମନା ଅଶ୍ଲୀଳ ନୃତ୍ୟ ଉପରେ ଲାଗିବ ରୋକ ପାର୍କିଂ ଫି’ ଉପରେ ରଖାଯିବ ନଜର ମେଳାକୁ ଜଗିବ...

ଗଣତନ୍ତ୍ର ଦିବସ ଲାଗି ରାଜଧାନୀରେ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁପଟୁ ଯିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏହି ଅବସରରେ ମହାତ୍ମାଗାନ୍ଧୀ ମାର୍ଗଠାରେ ପରେଡ୍‌ ଆୟୋଜନ କରାଯିବ। ଏଥିପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଜାଣନ୍ତୁ...

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାର ଯାଞ୍ଚ କରିବ ଟେକ୍ନିକାଲ ଟିମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ ଲିଙ୍କ୍‌ରେ ନିର୍ମାଣଧୀନ ଛାତ ଭୁଶୁଡ଼ିବା ଘଟଣାର ଯାଞ୍ଚ କରିବ ଟେକ୍ନିକାଲ ଟିମ୍। ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ଟେକ୍ନିକାଲ ଟିମ୍‌ ଗଠନ କରି ଖୁବ୍‌ଶୀଘ୍ର ଏହାର ଯାଞ୍ଚ...

ଜାନୁଆରି ୨୬ରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ।ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା...