ଭୁଶୁଡ଼ିଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରୀନିବାସ କୋଠା

ଓଡ଼ିଶାଲାଇଭ ବ୍ୟୁରୋ ଭୁଶୁଡ଼ି ପଡ଼ିଲା ଛାତ୍ରୀନିବାସ କୋଠା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାବେରି ଛାତ୍ରୀନିବାସର ଏକ ବିରାଟ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣା ସମୟରେ ଛାତ୍ରୀମାନେ ଉପସ୍ଥିତ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି।...

ପ୍ରାଣ ନେଲା ମୁକୁଳା ଡ୍ରେନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରେନ୍‌ରେ ପଡ଼ି ଆଖି ବୁଜିଲେ ୬୦ ବର୍ଷିଆ ବୃଦ୍ଧା। ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ। ୬୦ ବର୍ଷ ବୃଦ୍ଧା ଟି. ଆକାମ୍ମା ପ୍ରବଳ ବର୍ଷା ବେଳେ ନିଜ ଘରକୁ ଫେରୁଥିବା ସମୟରେ...

କଟକରେ ମାତିଛନ୍ତି ତଣ୍ଟିକଟା! ଗୋଟିଏ ଦିନରେ ଦୁଇ ଜଣଙ୍କୁ ତଣ୍ଟି କାଟି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ମାତିଛନ୍ତି ତଣ୍ଟିକଟା। ଏହା ଆମେ କହୁନୁ, ୨୪ ଘଣ୍ଟା ଭିତରେ ତିନି ହତ୍ୟାକାଣ୍ଡ ଏହା କହୁଛି। ତିନି ଜଣଙ୍କୁ ସମାନ ଶୈଳୀରେ ତଣ୍ଟି କାଟି ହତ୍ୟା କରାଯାଇଥିବାରୁ କମିସନରେଟ୍ ପୋଲିସର...

ଅପରାଧିକୁ ଧରିବାକୁ ଯାଇ ମାଡ଼ ଖାଇଲେ ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଅପରାଧିକୁ ଧରିବାକୁ ଯାଇ ପୋଲିସ ବାବୁଙ୍କୁ ହଟାହଟା ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅନ୍ତର୍ଗତ କପୁରସିଂ ଗାଁରେ। ସାଦା ପୋଷାକରେ ଅପରାଧିକୁ ଧରିବାକୁ ଯାଇଥିବା...

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଉଦ୍‌ଯାପିତ – ପଦକ ପୋଛିନେଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ରେ ଭାରତକୁ ମିଳିଲା ୧୫ ପଦକ। କଟକ : ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ରେ ପ୍ରଥମରୁ ଶେଷ ଯାଏଁ ରହିଲା ଭାରତର ଦବଦବା। ସବୁ ବର୍ଗର ଇଭେଣ୍ଟରୁ ସ୍ୱର୍ଣ୍ଣ...

ଖୁବଶୀଘ୍ର ଭୁବନେଶ୍ଵରରୁ ସୁରଟକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ ବ୍ୟୁରୋ ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ଵରରୁ ସୁରଟକୁ ଖୁବଶ୍ରୀଘ୍ର ସପ୍ତାହରେ ଦୁଇଥର ବିମାନ ଚଳାଚଳ କରିବ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ...

କମଳା ପୂଜାରୀ, ଦୈତାରୀ ନାଏକ, ପ୍ରକାଶ ରାଓଙ୍କୁ ରୁଚି ପ୍ରତିଭା ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହିଦଭବନରେ ୨୩ତମ ରୁଚି ପ୍ରତିଭା ସମ୍ମାନ ସମାରୋହ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ରୁଚି ପ୍ରତିଭା ପାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସମାରୋହକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ...

ରାସ୍ତାରୁ ପାଇଥିବା ପର୍ସ ଫେରାଇ ସାଧୁତାର ପରିଚୟ ଦେଲେ ଭିନ୍ନକ୍ଷମ ବିପିନ

ଓଡ଼ିଶାଲାଇଭ ବ୍ୟୁରୋ ରାସ୍ତା ଉପରେ ପଡ଼ିଥିବା ଏକ ପର୍ସ ପାଇ ତାକୁ ତା’ର ସଠିକ୍ ମାଲିକ ପାଖରେ ପହଞ୍ଚାଇ ସାଧୁତାର ପରିଚୟ ଦେଇଛନ୍ତି ଭିକ୍ଷା ବୃତ୍ତି କରୁଥିବା ବିପିନ ନାୟକ। ବିପିନ ଜଣେ ଭିନ୍ନକ୍ଷମ।...

‘ଅସୀମ ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱର-ପୁରୀ ରାସ୍ତାରେ ମଞ୍ଜି ରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ‘ଅସୀମ ଓଡ଼ିଶା’ ପକ୍ଷରୁ ବନୀକରଣ ଉଦ୍ଦେଶ୍ୟରେ ଜୁଲାଇ ୨୧, ରବିବାର ଦିନ ଭୁବନେଶ୍ୱରର କେତେକ ଅଞ୍ଚଳରେ ମଞ୍ଜି ରୋପଣ କରାଯାଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର...

ଆସନ୍ତାକାଲି ଭୋର ୪ଟାରୁ ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ

ଓଡ଼ିଶାଲାଇଭ ବ୍ୟୁରୋ ଆସନ୍ତାକାଲି ଶ୍ରାବଣମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ଅପରାହ୍ନରୁ କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ନୀତିକାନ୍ତିକୁ ଠିକ...