କୃଷି କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲିଟିଛି ମଡେଲ – ଦିଲ୍ଲୀପ ଚିନୋୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=osc_GpTFI08] ‘କୃଷି ଓଡ଼ିଶା-୨୦୨୦’ରେ ଫିକି ମହା ସଚିବ ଦିଲ୍ଲୀପ ଚିନୋୟ କହିଲେ – କୃଷି କ୍ଷେତ୍ରରେ ଓଡ଼ିଶା ବେଶ୍‌ ଆଗେଇଛି। ‘‘ସାରା ଦେଶରେ ଓଡ଼ିଶା ହେଉଛି ‘ଏଗ୍ରିକଲ୍‌ଚରାଲ ହବ୍‌’। ଅନ୍ୟ ରାଜ୍ୟ ପାଇଁ...

କୃଷି ଓଡ଼ିଶାର ଉଦ୍‌ଯାପନୀ ଉତ୍ସବ – ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ସିଧାପ୍ରସାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସରିବ ପାଞ୍ଚ ଦିନ ଧରି ଚାଲିଥିବା ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା ୨୦୨୦’। ଆଜି ଉଦ୍‌ଯାପିତ ହେବ ‘କୃଷି ଓଡ଼ିଶା ୨୦୨୦’ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଓ ଟୁଇଟରରେ...

‘କୃଷି ଓଡ଼ିଶା’ରେ ପାଠଶାଳା – ‘‘ରୋଜଗାର ଆଣିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Hq1NCd-aEqY] ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଗୋଷ୍ଠୀଗତ ଚାଷକୁ ନେଇ ଚତୁର୍ଥ ଦିନରେ ଜମିଲା ‘କୃଷି ଓଡ଼ିଶା’ ପାଠଶାଳା। ‘‘ଆମ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେତେ ଅଧିକ କାର୍ଯ୍ୟକ୍ଷମ ହେବେ ସେତେ...

ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ: ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଆଇନଜୀବୀ ସାବିତ୍ରୀ ରଥଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି। ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କଲେ ସେ ହାଇକୋର୍ଟ ବିଚାରପତି ଭାବେ...

‘କୃଷି ଓଡ଼ିଶା’ରେ ‘ମହିଳା ଦିବସ’: “ଚାଷରେ ଦକ୍ଷତା ଦେଖାଉଛନ୍ତି ମହିଳା”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=BcNKE5UAHm4] ‘କୃଷି ଓଡ଼ିଶା’ର ଚତୁର୍ଥ ଦିନ ମହିଳା ଦିବସକୁ ନେଇ ସ୍ୱତନ୍ତ୍ର ଆଲୋଚନା ଚାଷ କାମରେ ମହିଳା ଦେଖାଉଛନ୍ତି ଦକ୍ଷତା: ମନ୍ତ୍ରୀ ଟୁକୁନି ସାହୁ ଚାଷୀଙ୍କୁ ନୂଆ ରାସ୍ତା ଦେଖାଇବ...

ମହାନଦୀ କୂଳ ବୁଲି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କଟକ ରିଂରୋଡ୍ ହେବ ୬ଲେନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀର ପୁନରୁଦ୍ଧାର ଜମିର ପ୍ରତ୍ୟେକ ଇଞ୍ଚକୁ ସହରବାସୀଙ୍କ ସୁବିଧା ଲାଗି ବିନିଯୋଗ କଟକ ରିଂ ରୋଡ୍‌ ହେବ ୬ ଲେନ୍‌ ବିଶିଷ୍ଟ ମାର୍ଚ୍ଚରୁ ଏସ୍‌ସିବି ମେଡିକାଲ କଲେଜର ହେବ ଉନ୍ନତିକରଣ  କଟକ:...

ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ ପାଇଁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ କାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱସ୍ତରରେ ପରିଚିତ ହେବ କଟକ ଏସ୍‌ସିବି। ୬ ଲେନ୍‌ ବିଶିଷ୍ଟ ହେବ କଟକ ରିଂ ରୋଡ୍‌। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା...

କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଆସି ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ...

‘କୃଷି ଓଡ଼ିଶା’ରେ ପାଠଶାଳା – ‘‘ଫସଲ ଅମଳ ପୂର୍ବରୁ ବଜାର ଉପରେ ନଜର ରଖିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ମାରାଥନ ଆଲୋଚନା। ବଜାରର ଚାହିଦା ଉପରେ ଜ୍ଞାନ ଆହରଣ କଲେ ଚାଷୀ। ‘‘ଚାଷୀମାନେ ଫସଲ ଅମଳ କରିବା ପୂର୍ବରୁ ବଜାର ଉପରେ ନଜର ରଖିବା...

‘କୃଷି ଓଡ଼ିଶା’ରେ ‘ବ୍ୟାଙ୍କର୍ସ’ ମିଟ୍‌ – ‘‘ବ୍ୟାଙ୍କମାନଙ୍କର ସହଯୋଗ ବିନା କୃଷିର ବିକାଶ ଅସମ୍ଭବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ‘ବ୍ୟାଙ୍କର୍ସ’ ମିଟ୍‌ ଯୋଗଦେଲେ ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଚାଷୀଙ୍କୁ ସହଜରେ କୃଷି ଋଣ ଦେବା ଉପରେ ସରକାର...